ସଚିନ, ପଣ୍ଟିଂଙ୍କୁ ପଛରେ ପକାଇଲେ ରୁଟ
ଆଡିଲେଡ୍,୧୯।୧୨: ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ସୁନିଲ ଗାଭାସ୍କରଙ୍କ ଭଳି କିମ୍ବଦନ୍ତୀଙ୍କୁ ପଛରେ ପକାଇଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍। ଗୋଟିଏ ବର୍ଷରେ ଟେଷ୍ଟ ଫର୍ମାଟରେ ୧,୬୦୦ରୁ ଅଧିକ ରନ୍ କରିବାରେ ସେ ବିଶ୍ୱର ଚତୁର୍ଥ କ୍ରିକେଟର। ଆଡିଲେଡ୍ ଓଭାଲଠାରେ...
ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି
ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏପର୍ଯ୍ୟନ୍ତ ବିବାଦ ସୃଷ୍ଟି କରିବା ଭଳି ସେଭଳି କିଛି କହି ନ...
୬-୦ରେ ଜିତିଲା ଭାରତ
ଢାକା,୧୯।୧୨: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି। ରବିବାର ଖେଳାଯାଇଥିବା ରାଉଣ୍ଡ ରବିନ ମ୍ୟାଚ୍ରେ ପ୍ରତିପକ୍ଷ ଜାପାନକୁ ୬-୦ ଗୋଲରେ ହରାଇ ଦେଇଛି ଟିମ୍ ଇଣ୍ଡିଆ। ପୂର୍ବରୁ ସେମିଫାଇନାଲରେ ସ୍ଥାନ...
ରୁଟ୍ଙ୍କ ଉଇକେଟ ଇଂଲଣ୍ଡକୁ ପରାଜୟ ଦ୍ୱାରକୁ ଠେଲି ଦେଲା
ଆଡିଲେଡ୍,୧୯।୧୨: ଆଶେସ ସିରିଜ୍ର ଦ୍ୱିତୀୟ ତଥା ଦିବା-ରାତ୍ର ଟଷ୍ଟରେ ୪ର୍ଥ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ବିଜୟ ନିଶ୍ଚିତ କରିଛି। ଅନ୍ତିମ ଦିନ ମ୍ୟାଚ୍ ଜିତିବା ପାଇଁ ଘରୋଇ ବୋଲରଙ୍କୁ ଇଂଲଣ୍ଡର ୬ ଉଇକେଟ ଦରକାର। ବର୍ତ୍ତମାନ ୪୬୯ ରନ୍ର...
ଭାରତୀୟ ବ୍ୟାଡ୍ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ
ନୂଆଦିଲ୍ଲୀ,୧୯।୧୨: ଭାରତୀୟ ବ୍ୟାଡ୍ମିଣ୍ଟନ ଇତିହାସରେ ନୂଆ ଅଧ୍ୟାୟ ଲେଖିଛନ୍ତି କିଡାମ୍ବି ଶ୍ରୀକାନ୍ତ। ଶନିବାର ଖେଳାଯାଇଥିବା ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ର ସେମିଫାଇନାଲରେ ସାଥି ଖେଳାଳି ଲକ୍ଷ୍ୟ ସେନଙ୍କୁ ୨୧-୧୭, ୧୪-୨୧, ୧୭-୨୧ ଗେମ୍ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏଭଳି...
ମନର ଯନ୍ତ୍ରଣା ବଖାଣିଲେ ଅଭିଷେକ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରିଫ୍ୟୁଜି’ ସହିତ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଭିଷେକଙ୍କ ସହ କରୀନା କପୁରଙ୍କୁ ଦେଖିବାକୁ ମିଳିଥିଲା। ଏହା ମଧ୍ୟ କରୀନାଙ୍କ ମଧ୍ୟ ଡେବ୍ୟୁ...
କୋହଲିଙ୍କ କ୍ଲାସ୍ ନେଲେ ଦ୍ରାଭିଡ
ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଭାରତ କୌଣସି ସିରିଜ ଜିତି ନାହିଁ। ଏଭଳି ପରିସ୍ଥିତିରେ କୋଚ...
ବ୍ୟାଟିଂରେ ଐତିହାସିକ ରେକର୍ଡ ହାସଲ କଲେ ଏହି ପ୍ରସିଦ୍ଧ ବୋଲର୍
ଆଡିଲେଡ,୧୯।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ ରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆ ୯ ରନ ପାଇଁ ୪୭୩ ରେ ପ୍ରଥମ ଇନିଂସ ଘୋଷଣା କରିଥିଲା, ଏହାର ଜବାବରେ ଇଂଲଣ୍ଡର ପ୍ରଥମ...
ଅଧରାତିରେ ଏମିତି କାମ କରୁଥିଲେ ଷ୍ଟିଭ୍ ସ୍ମିଥ୍: ଧରିଦେଲେ ସ୍ତ୍ରୀ
ଆଡିଲେଡ,୧୯।୧୨:ଆଶେସ ସିରିଜରେ ଅଷ୍ଟ୍ରେଲିଆ ଦଳ ଏକ ଭଲ ସ୍ଥିତିରେ ଅଛି। ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ସ୍ଥିତି ମଜଭୁତ ରହିଛି। ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଆଶେସ ଟେଷ୍ଟରେ ଅଷ୍ଟ୍ରେଲିଆ ୪୭୩ରେ ପ୍ରଥମ ଇନିଂସ...
କେଶ କାଟିପାରିବେନି ଅଷ୍ଟ୍ରେଲିଆ କ୍ରିକେଟର୍: ଜାଣନ୍ତୁ କାହିଁକି
ମେଲବୋର୍ନ,୧୯।୧୨:ଏବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜର ମ୍ୟାଚ ଖେଳାଯାଉଛି। କିନ୍ତୁ କରୋନା ଯୋଗୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଷ୍ଟିଭ ସ୍ମିଥ ତାଙ୍କ ସ୍ଥାନରେ ଅଧିନାୟକତ୍ୱ କରୁଛନ୍ତି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ତୃତୀୟ...
ଆଇପିଏଲ୍ରେ ମିଳିଲା ଗମ୍ଭୀରଙ୍କୁ ଦାୟିତ୍ୱ
ନୂଆଦିଲ୍ଲୀ,୧୮।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ପୂର୍ବରୁ ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ର ଟିମ୍ ମେଣ୍ଟର ଭାବେ ନିଯୁକ୍ତି ପାଇଛନ୍ତି। ଗମ୍ଭୀର ବର୍ତ୍ତମାନ ପାର୍ଲାମେଣ୍ଟ ସଦସ୍ୟ ଅଛନ୍ତି। ସେ ଆଇପିଏଲ୍ ଖେଳୁଥିବା ବେଳେ...
ପୂଜାରୀଙ୍କୁ ଗୁରୁ ଦାୟିତ୍ୱ
ଭୁବନେଶ୍ୱର,୧୮।୧୨(ସ୍ପୋଟର୍ସ ବ୍ୟୁରୋ): ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଆଥଲେଟିକ ଆସୋସିଏଶନ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟୁର, ଫିକ୍ସଚର ଓ ଟେକ୍ନିକାଲ କମିଟିରେ ତାଙ୍କୁ...
Archives


