ଖେଳ

ଇତିହାସ ରଚିଲା ଭାରତ

ସେଞ୍ଚୁରିୟନ୍‌,୩୦।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ଓପନର୍‌ କେ.ଏଲ ରାହୁଲଙ୍କ ଏକ ଶତକ ଯୋଗୁ ଭାରତ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର...

ବିଜୟଠାରୁ ଆଉ ମାତ୍ର ୩ ଉଇକେଟ୍‌ ଦୂରରେ ଭାରତ

ସେଞ୍ଚୁରିୟନ୍‌,୩୦।୧୨: ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳ ବିଜୟଠାରୁ ମାତ୍ର ୩ଟି ଉଇକେଟ ଦୂରରେ ରହିଛି। ଯଦି ପାଗ ଭାରତର ସାଥ୍‌ ଦିଏ ତେବେ ଭାରତୀୟ ବୋଲରମାନେ ଆଫ୍ରିକାକୁ ଶୀଘ୍ର ଅଲଆଉଟ୍‌ କରି ବିଜୟ ହାସଲ କରିପାରନ୍ତି। ଏହି ଗ୍ରାଉଣ୍ଡରେ ଏହା...

କୋହଲିଙ୍କ ଏହି କାର୍ଯ୍ୟ ଦେଖି ରାଗିଗଲେ ଗାଭାସ୍କର: କହିଲେ. ତାଙ୍କ ମୁଣ୍ଡରେ…

ସେଞ୍ଚୁରିୟନ୍‌,୩୦।୧୨:ସେଞ୍ଚୁରିୟନର ସୁପରପୋର୍ଟ ପାର୍କରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ମାତ୍ର ୧୮ ରନ ସ୍କୋର କରିପାରିଛନ୍ତି। ଏହା ସହିତ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ...

ସଚିନଙ୍କ ପୁଅଙ୍କ ଭାଗ୍ୟ ଖୋଲିଲା

ମୁମ୍ବାଇ,୩୦,୧୨: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟର ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି। ମୁମ୍ବାଇର ରଣଜୀ ଟ୍ରଫି ଦଳରେ...

ପ୍ରଥମଥର ବାପାଙ୍କ ପାଇଁ ତାଳି ମାରିଲେ ଭାମିକା

ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚର ସବୁଠାରୁ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲିଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କା ଶର୍ମା ଅଛନ୍ତି। ଭାମିକା...

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏହି ମହାନ କ୍ରିକେଟର୍‌

ଅକଲାଣ୍ଡ,୩୦।୧୨: ନ୍ୟୁଜିଲାଣ୍ଡର ମହାନ ଖେଳାଳି ରସ ଟେଲର ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଘରୋଇ ଗ୍ରୀଷ୍ମ ପରେ ସେ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେବେ ବୋଲି ସେ କହିଛନ୍ତି। ନ୍ୟୁଜିଲାଣ୍ଡ ପାଇଁ ତାଙ୍କର ଶେଷ ମ୍ୟାଚ...

ବୁମରାଙ୍କ ଡବଲ ବ୍ରେକ୍‌ ଥ୍ରୁ ସତ୍ତ୍ୱେ ନିଶ୍ଚିତ ନୁହେଁ ଭାରତର ବିଜୟ

ସେଞ୍ଚୁରିଆନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଚତୁର୍ଥ ଦିନ ଶେଷ ଆଡ଼କୁ ଟିମ୍‌ ଇଣ୍ଡିଆକୁ ଡବଲ ବ୍ରେକ୍‌ ଥ୍ରୁ ଆଣି ଦେଇଛନ୍ତି ଯଶପ୍ରୀତ ବୁମରା। ଫଳରେ ୩୦୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଘରୋଇ ଦଳ ଏବେ...

ଶତକ ଅପେକ୍ଷାରେ ଶେଷ ହେଲା ଦ୍ୱିତୀୟ ବର୍ଷ

ସେଞ୍ଚୁରିଆନ,୨୯।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ବିନା କୌଣସି ଅନ୍ତର୍ଜାତୀୟ ଶତକରେ ୨୦୨୧ ବର୍ଷ ଶେଷ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଟିଏ ବର୍ଷରେ ଥରେ ହେଲେ ତିନି ସଂଖ୍ୟା ବିଶିଷ୍ଟ ସ୍କୋର ଛୁଇଁପାରି ନାହାନ୍ତି କୋହଲି।...

୧୭୪ରେ ଅଟକିଲା ଟିମ୍‌ ଇଣ୍ଡିଆ

ସେଞ୍ଚୁରିଆନ,୨୯।୧୨: ପ୍ରଥମ ଇନିଂସରେ ୧୩୦ ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳର ଦ୍ୱିତୀୟ ପାଳି ୧୭୪ ରନ୍‌ରେ ଅଟକି ଯାଇଛି। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ଛିଡ଼ା ହୋଇଛି ୩୦୫ ରନ୍‌ର ବିଜୟଲକ୍ଷ୍ୟ। ପୂର୍ବରୁ ଭାରତ ୩୨୭ ରନ୍‌...

ପୁଣି ଫେଲ ମାରିଲେ ସିନିୟର ଖେଳାଳି

ସେଞ୍ଚୁରିଆନ,୨୯।୧୨: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟରେ ପ୍ରଥମ ପାଳି ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଫେଲ ମାରିଛନ୍ତି ଭାରତୀୟ ଦଳର ସିନିୟର ଖେଳାଳି। ପ୍ରଥମ ପାଳିରେ ଖାତା ଖୋଲି ପାରି ନ ଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର...

ସ୍ବତନ୍ତ୍ର ‘ଶତକ’ ପୂରଣ କଲେ ରିଷଭ,ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ସେଞ୍ଚୁରିୟନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ ଟେଷ୍ଟର ତୃତୀୟ ଦିନରେ ରିଷଭ ପନ୍ତ ଏକ ସ୍ବତନ୍ତ୍ର ‘ଶତକ’ ପୂରଣ କରିଥିଲେ। ସେ ଉଇକେଟ ପଛରେ ୧୦୦ ଶିକାର କରିବାରେ ଦ୍ରୁତତମ ଭାରତୀୟ ଉଇକେଟ କିପର ହୋଇଛନ୍ତି। ପନ୍ତ ନିଜ ୨୬ତମ...

ସିରାଜଙ୍କୁ ‘ମିନି ରୋନାଲ୍ଡୋ’ ଆଖ୍ୟା ଦେଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ସେଞ୍ଚୁରିୟନ,୨୯।୧୨: ଟିମ ଇଣ୍ଡିଆ ଆଜିକାଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ରେ ତୃତୀୟ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର କରି ଅଲଆଉଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri