ଇଲ୍ୟୁଜନ ଟି-ଶାର୍ଟ
ଅନେକେ ଚାଲିଥିବା ଟ୍ରେଣ୍ଡ ଓ ଫ୍ୟାଶନ୍ଠାରୁ କିଛି ଭିନ୍ନ ଫ୍ୟାଶନ ଆପଣେଇ ସମସ୍ତଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରିଥା’ନ୍ତି। ତେଣୁ ଭିଡ଼ ଭିତରୁ ବାରି ହେବା ଭଳି କିଛି ପିନ୍ଧିବାକୁ ଚାହୁଁଥିଲେ ଏହି ଇଲ୍ୟୁଜନ ଟି-ଶାର୍ଟ ବେଷ୍ଟ ଚଏସ୍ ହୋଇପାରେ।...
ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ୍, ଛାଡିଲେ ପଡିଆ
ଓଭାଲ,୨୭।୨: ଆଇସିସି ମହିଳା ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଝଟ୍କା ଲାଗିଛି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମ୍ୟାଚରେ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନାଙ୍କ...
କୈଫ୍ଙ୍କ ଚେତାବନୀ: ରୋହିତଙ୍କ ସହ ହାତ ମିଳାଇବା ବେଳେ ରୁହନ୍ତୁ ସାବଧାନ
ଧର୍ମଶାଳା,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବିଜୟ ରଥରେ ଚଢିଛି। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି।...
କଫି ଅଫର୍ କଲେ ‘ହିଟ୍ମ୍ୟାନ୍’
ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୮୩...
ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ
ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଉର୍ବଶୀ ଜାତୀୟ ସ୍ତରରେ ଜଣେ ବାସ୍କେଟ ବଲ ଖେଳାଳୀ ମଧ୍ୟ।...
ହସ୍ପିଟାଲରେ ଏହି କ୍ରିକେଟର୍
ଧର୍ମଶାଳା,୨୭।୨: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଇଶାନ କିଶନ ଫ୍ଲପ ହୋଇଥିଲେ। ଏହି ମ୍ୟାଚରେ ଲାହିରୁ କୁମାରଙ୍କ ତୀକ୍ଷ୍ଣ ବାଉନ୍ସର୍ ତାଙ୍କ ମୁଣ୍ଡରେ ବାଜିଥିଲା, ଯଦିଓ ସେ ଏକ ତୀକ୍ଷ୍ଣ ବାଉନ୍ସର୍ ବାଜିବା ପରେ ମଧ୍ୟ ବ୍ୟାଟିଂ...
ଏହି ଖେଳାଳି ମୋ’ ଟିମ୍ର ଅସଲି ହିରୋ: ରୋହିତ
ନୂଆଦିଲ୍ଲୀ,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ପ୍ରଥମେ ନ୍ୟୁଜିଲାଣ୍ଡ ପରେ ଏବେ ଶ୍ରୀଲଙ୍କାକୁ ମଧ୍ୟ ଟି-୨୦ ସିରିଜରେ ପରାସ୍ତ କରିଛି ଭାରତ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇବା ପରେ ସିରିଜକୁ...
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଧୂଳି ଚଟାଇଛି। ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଆଗୁଆ ୨-୦ରେ ଜିତି ନେଇଛି। ଓପନର...
ପ୍ରଥମରୁ ବିପର୍ଯ୍ୟୟ
ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍ରୁ ଦ୍ରୁତ ୭୫ ରନ (୧୧ଚୌକା) ସହାୟତାରେ ଶ୍ରୀଲଙ୍କା ଭାରତ ପାଇଁ ୧୮୪ରନର ବିଜୟ...
ଭାରତକୁ ୧୮୪ ରନ୍ର ବିଜୟ ଲକ୍ଷ୍ୟ ଦେଲା ଶ୍ରୀଲଙ୍କା
ଧର୍ମଶାଳା,୨୬ା୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସିରିଜର ଦ୍ୱିତୀୟ ଟି -୨୦ ମ୍ୟାଚ୍ ଶନିବାର ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ...
ଝିଅର ଅନ୍ତିମ ସଂସ୍କାର ସାରି ଆସିଥିଲେ, ମଇଦାନରେ ଶତକ ମାରି ହୃଦୟ ଜିତିଲେ କ୍ରିକେଟର
ନୂଆଦିଲ୍ଲୀ,୨୬।୨: କ୍ରିକେଟ ଏପରି ଏକ ଖେଳ ଯେଉଁଠାରେ କେହି ଭଲ ପ୍ରଦର୍ଶନ କଲେ ହିରୋ ହୁଅନ୍ତି। ଏଥର ରଣଜୀ ଟ୍ରଫିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ହୃଦୟ ଜିତିଛି। ରଣଜୀ ଟ୍ରଫି ମ୍ୟାଚ୍ରେ ବରୋଦା ବ୍ୟାଟ୍ସମ୍ୟାନ...
ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍
ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସମଗ୍ର ବିଶ୍ୱରେ ରୁଷିଆର ଏଭଳି ଆକ୍ରମଣକୁ ନିନ୍ଦା...
Archives


