ବାଂଲାଦେଶ ୧୫୦ରେ ଅଲଆଉଟ୍: ଭାରତ ୨୫୧ ରନ୍ରେ ଅଗ୍ରଣୀ
ଚଟ୍ଟଗ୍ରାମ,୧୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୧ ରନ୍ରେ ଅଗ୍ରଣୀ ହାସଲ କରିଛି। ଭାରତର ୪୦୪ର ଜବାବରେ ବାଂଲାଦେଶର ପ୍ରଥମ ଇନିଂସରେ…
ଦ୍ୱିତୀୟ ଦିନର ଖେଳ ଶେଷ: ବାଂଲାଦେଶ ୮/୧୩୩
ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪ ରନ୍ର ଜବାବରେ ବାଂଲାଦେଶ ପ୍ରଥମ ଇନିଂସରେ ଆଠ ଉଇକେଟ ହରାଇ ୧୩୩ ରନ ସଂଗ୍ରହ…
ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ୍ର ଅଧିନାୟକ ପଦ ଛାଡ଼ିଲେ ଓ୍ବିଲିୟମସନ୍, ଏବେ ଏହି କ୍ରିକେଟର ନେବେ ନେତୃତ୍ୱ
ଓ୍ବେଲିଂଟନ୍,୧୫।୧୨: ନ୍ୟୁଜିଲାଣ୍ଡର ସଫଳ ଅଧିନାୟକ କେନ୍ ଓ୍ବିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ଦଳ ୪୦ ଟେଷ୍ଟରୁ ୨୨ରେ ବିଜେତା ହୋଇ ରେକର୍ଡ କରିଥିଲା। ଏପରିକି ନ୍ୟୁଜିଲାଣ୍ଡ ଗତବର୍ଷ ପ୍ରଥମ ବିଶ୍ୱ…
ସଚିନଙ୍କ ପୁଅ ସଫଳତା ପାଇବାରେ ଏହି କ୍ରିକେଟର୍ଙ୍କ ବାପାଙ୍କ ହାତ
ନୂଆଦିଲ୍ଲୀ,୧୫।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଏହି ସଫଳତାରେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂଙ୍କର ସର୍ବାଧିକ ଅବଦାନ ରହିଛି। ରଣଜୀ ଡେବ୍ୟୁ…
ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୪୦୪ରେ ଅଲଆଉଟ୍
ଚଟ୍ଟଗ୍ରାମ,୧୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୦୪ ରନ୍ରେ ଅଲଆଉଟ୍ ହୋଇଯାଇଛି। ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆ ୨୭୮/୬ ରନ୍ରୁ ଖେଳିବା ଆରମ୍ଭ କରିଥିଲା। ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ବାଂଲାଦେଶ ବୋଲରମାନେ ଏକ ଭଲ ଆରମ୍ଭ…
ଅଶ୍ୱିନଙ୍କ ଅର୍ଦ୍ଧଶତକ: ଲଞ୍ଚ୍ ପର୍ଯ୍ୟନ୍ତ ଭାରତର ସ୍କୋର ୭/୩୪୮
ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚଟ୍ଟଗ୍ରାମରେ ଖେଳାଯାଉଛି। ଏହି ମ୍ୟାଚ୍ର ଦ୍ୱିତୀୟ ଦିନରେ ଲଞ୍ଚ୍ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୭ ଉଇକେଟ ହରାଇ ୩୪୮ ରନ ସଂଗ୍ରହ କରିଛି। ରବିଚନ୍ଦ୍ରନ ଅଶ୍ୱିନ ଏବଂ…
ଫିଫା ବିଶ୍ୱକପ୍ ସେମିଫାଇନାଲ୍ରେ ପରାଜୟ ପରେ ମରକ୍କୋ ପ୍ରଶଂସକଙ୍କ ହଙ୍ଗାମା
କତାର,୧୫।୧୨: ଫିଫା ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମରକ୍କୋ ଦଳ ଫ୍ରାନ୍ସ ଠାରୁ ୨-୦ରେ ପରାଜିତ ହୋଇଛି। ଦଳର ପ୍ରଥମ ପରାଜୟକୁ ମରକ୍କୋ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏବଂ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ…
ଓଡ଼ିଶା ଭଲିବଲ ଦଳ ଘୋଷିତ
ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ପାନ୍ନାଠାରେ ୨୫ତମ ଜାତୀୟ ୟୁଥ୍ ଭଲିବଲ ଚାମ୍ପିୟନଶିପ୍ (ମହିଳା/ପୁରୁଷ) ଚଳିମାସ ୧୬ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଦଳ ଚୟନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ…
ରାଇଜିଂ ଷ୍ଟୁଡେଣ୍ଟ, ରେଲଓ୍ବେ, ଓଡ଼ିଶା ଏଫ୍ସି ବିଜୟୀ
ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଓମେନ୍ସ ଲିଗ୍ (ଓଡବ୍ଲ୍ୟୁଏଲ୍)ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ ଓଡ଼ିଶା ଏଫ୍ସି ବିଜୟୀ ହୋଇଛି। କ୍ୟାପିଟାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ…
ସମ୍ବିତଙ୍କୁ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ
ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବର୍ଷ ଶେଷରେ ଓଡ଼ିଶା ଚେସ୍ ପାଇଁ ଆସିଛି ଏକ ଖୁସି ଖବର। ରାଜ୍ୟର ପ୍ରତିଭାସମ୍ପନ୍ନ ଚେସ୍ ଖେଳାଳି ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍) ଟାଇଟଲ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଚେସ୍ ମହାସଙ୍ଘ (ଫିଡେ) ପକ୍ଷରୁ…
ଭବ୍ୟା, କିରଟଙ୍କୁ ଓଡ଼ିଶା ଦଳର ନେତୃତ୍ୱ
ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି): ଆନ୍ଧ୍ର ପ୍ରଦେଶ ରୋଲ୍ବଲ ଆସୋସିଏଶନ ଓ ରୋଲ୍ବଲ ଫେଡେରେଶନ ଅଫ୍ ଇଣ୍ଡିଆ (ଆର୍ବିଏଫ୍ଆଇ) ଆନୁକୂଲ୍ୟରେ ବିଶାଖାପାଟଣାଠାରେ ଚଳିତ ମାସ ୧୬ରୁ ୧୮ ପର୍ଯ୍ୟନ୍ତ ୧୨ତମ ୧୧ ବର୍ଷରୁ କମ୍ ଜାତୀୟ ରୋଲ୍ବଲ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିପାଇଁ…
ଦେବବ୍ରତ, ଶୁଭମ୍, ଅଭିଷେକଙ୍କ ଅର୍ଦ୍ଧଶତକ
ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବିକାଶ ଗ୍ରାଉଣ୍ଡରେ ଚାଲିଥିବା ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ସ୍କୋର ସହ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଶାନ୍ତନୁ ମିଶ୍ରଙ୍କ ପରେ ଅଭିଷେକ ରାଉତ, ଦେବବ୍ରତ…

