ଖେଳ

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ…

‘ଦ୍ୱିତୀୟ ବୁଷ୍ଟର ଡୋଜ୍‌ ପାଇଁ ଦିଆଯାଉ ଅନୁମତି’

ନୂଆଦିଲ୍ଲୀ,୨୭।୧୨:କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)ର ପ୍ରତିନିଧୀ, ବରିଷ୍ଠ ଡାକ୍ତର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ କୋଭିଡଙ୍କ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ବିଶେଷ କରି ଚାଇନା, ଜାପାନ, ଦକ୍ଷିଣ…

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ନ,୨୭ା୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ପୁଣି ଥରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ। ପେସ୍‌ ବୋଲର କାମେରନ୍‌ ଗ୍ରୀନ୍‌ଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ସାଉଥ୍‌ ଆଫ୍ରିକା ୧୮୯ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ପ୍ରଥମ…

ଓ୍ବର୍ନଙ୍କ ନାମରେ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର

ମେଲବୋର୍ନ, ୨୭ା୧୨: କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବର୍ନଙ୍କୁ ସମ୍ମାନିତ କରିବାକୁ ଯାଇ ଏଣିକି ତାଙ୍କ ନାମରେ ଅଷ୍ଟ୍ରେଲିଆର ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦିଆଯିବ। ଦେଶର କ୍ରିକେଟ ବୋର୍ଡ ସୋମବାର ଏହା ଘୋଷଣା କରିଛି। ଶେନ୍‌ ଓ୍ବର୍ନ…

ବାବରଙ୍କ ଶତକ: ପାକିସ୍ତାନ ୩୧୭/୫

କରାଚୀ, ୨୭ା୧୨: ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଆୟୋଜକ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତିବା ପରେ ଶୁଷ୍କ ଓ ଧିମା ଉଇକେଟରେ…

ପଣ୍ଡିଚେରୀକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ୍‌ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ୫-୦ ଗୋଲ୍‌ରେ ପଣ୍ଡିଚେରୀକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍‌ରେ ଦୀନବନ୍ଧୁ ଦାସଙ୍କ ଗୋଲ୍‌…

ସଫଳତା ପାଇଁ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ହକି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍‌ ଗ୍ରାହାମ୍‌ ରିଡ୍‌। ଗୋଲ ବରଣ କରିବା ପରେ ସେହି କ୍ଷଣରେ ଫସି…

ଜୁନିୟର ଦଳର ବୃହତ ବିଜୟ

ଭୁବନେଶ୍ୱର,୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଜୁନିୟର ହକି ଦଳ କୋରିଆ ବିପକ୍ଷରେ ବୃହତ ବିଜୟ ହାସଲ କରିଛି। ଅଧିନାୟକ ଉତ୍ତମ ସିଂ(୪୦ ଓ ୫୭), ଶାରଦା ନନ୍ଦ ତିଓ୍ବାରୀ (୬ ଓ ୪୬) ଓ ବବି…

ବାମଣ୍ଡା କପ୍‌: କେନ୍ଦୁଝରକୁ ହରାଇ ସମ୍ବଲପୁର ଫାଇନାଲରେ

ଦେବଗଡ଼,୨୬।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ମ୍ୟାଚରେ କେନ୍ଦୁଝର ଏକାଦଶକୁ ହରାଇ ସମ୍ବଲପୁର ଫାଇନାଲରେ ପ୍ରବେଶ କରିଛି। କେନ୍ଦୁଝର ଏକାଦଶ ବନାମ ସମ୍ବଲପୁର ଆଭାର ଟାଇଗର ଟିମ୍‌ ମଧ୍ୟରେ ଖେଳ ହୋଇଥିଲା।…

ଯେବେ ବି ମଇଦାନକୁ ଓହ୍ଲାଏ, ପଶା ଓଲଟାଇବା ଭଳି ଖେଳିବାକୁ ଚାହିଁଥାଏ: ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ବେଶ ପରିଚିତ ନାମ। ସେ ଟି୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନରେ ରହିଛନ୍ତି। ହେଲେ ସେ ବିଶ୍ୱର ନମ୍ବର-୧ ଖେଳାଳି ହେବାକୁ ଏକ ସ୍ବପ୍ନ ପରି ଭାବନ୍ତି। ସେହିଭଳି କେବଳ ସୀମିତ ଓଭର ଖେଳ ନୁହେଁ…

ଟ୍ରୋଲ କରୁଥିଲେ ଶ୍ରୀଲଙ୍କା ପ୍ରଶଂସକ, ଏମିତି ଜବାବ ଦେଇ ମୁହଁ ବନ୍ଦ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୫।୧୨: ବାଲାଂଦେଶକୁ ମୀରପୁର ଟେଷ୍ଟରେ ୩ ଉଇକେଟରେ ପରାଜିତ କରିଛି ଭାରତ। ଏକ ସମୟରେ ମ୍ୟାଚ୍‌ ଖେଳାଳିଙ୍କ ହାତରୁ ଚାଲିଯିବା ପରି ମନେ ହେଉଥିଲା। କାରଣ ୧୪୫ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଦଳ ୭୪ ରନ୍‌ରେ ୭ ଉଇକେଟ ହରାଇଥିଲା।…

ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…

ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମ୍‌। ସେ ଏକାଦଶରୁ ମହମ୍ମଦ ରିଜଓ୍ବାନଙ୍କୁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?