ସମ୍ମାନ ବଞ୍ଚାଇଲେ ଭରତ
ଲିସେଷ୍ଟର,୨୩।୬: ସ୍ଥାନୀୟ ଗ୍ରେସ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୪୮ ରନ୍ରେ ୭...
ଫିଫା ର଼୍ୟାଙ୍କିଙ୍ଗ୍ସରେ ଭାରତ ଦୁଇ ସ୍ଥାନ ଉପରକୁ ଉଠିଲା
ନୂଆଦିଲ୍ଲୀ,୨୩।୬: ଏସିଆନ୍ କପ୍ କ୍ୱାଲିଫିକେଶନ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଫିଫା ବିଶ୍ୱ ର଼୍ୟାଙ୍କିଙ୍ଗ୍ସରେ ଭାରତ ଉପରକୁ ଉଠିଛି। ପୂର୍ବରୁ ୧୦୬ତମ ସ୍ଥାନରେ ଥିବା ଭାରତ ଦୁଇଟି ସ୍ଥାନ ଉପରକୁ ଉଠିଥିବା ଫିଫା ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଥିବା ର଼୍ୟାଙ୍କିଙ୍ଗ୍ସରେ...
ମହିଳା ଭାରତୀୟ ଦଳର ବିଜୟ ଅଭିଯାନ
ଡାମ୍ବୁଲା,୨୩।୬: ଡାମ୍ବୁଲାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ୩୪ ରନ୍ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ...
ଅଭ୍ୟାସ ମ୍ୟାଚ୍ ଆରମ୍ଭ: ନିଜ ଦଳ ବିପକ୍ଷରେ ଖେଳୁଛନ୍ତି ୪ ଖେଳାଳି
ଲିସେଷ୍ଟର,୨୩।୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନରେ ଏକ ଟେଷ୍ଟ ଖେଳିବ ଭାରତ। ତା’ପରେ ଭାରତୀୟ ଦଳକୁ ୩ ମ୍ୟାଚ ବିଶିଷ୍ଟ ଟି -୨୦ ଏବଂ ଦିନିକିଆ ସିରିଜ ଖେଳାଯିବ।...
ଆୟାରଲାଣ୍ଡ ଗସ୍ତରେ ଭାରତୀୟ ଦଳ
ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇଟି ଟି -୨୦ ମ୍ୟାଚ ସିରିଜ ଜୁନ ୨୬ଠାରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡ ଅଭିମୁଖେ ଯାତ୍ରା କରିଛି। ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର...
ରୋହିତ ଶର୍ମାଙ୍କ ପାଇଁ ଆଜି ଖାସ୍ ଦିନ: ପୋଷ୍ଟ ଶେୟାର କରି କହିଲେ…
ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆଜିର ଦିନ ଅର୍ଥାତ ଜୁନ୍ ୨୩ ବହୁତ ଖାସ୍ ଅଟେ। ଆଜିକୁ ଠିକ୍ ୧୫ ବର୍ଷ ପୂର୍ବେ ସେ ଆୟାରଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଡେବ୍ୟୁ ପରେ...
ଏମିତି ଛକା ମାରିରେ ବଟଲର୍, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ଆମଷ୍ଟରଡାମ,୨୩।୬: ଜୋସ ବଟଲର୍ ବିଶ୍ୱର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା। ନେଦରଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକଆ ରେ ସେ ୬୪ ବଲରୁ ଅପରାଜିତ ୮୬ ରନ କରିଥିଲେ। ଏହି ଇନିଂସରେ ସେ ୭ ଚୌକା ଏବଂ ୫ଟି ଛକା...
ଦଳରେ ମନୋନୀତ ନ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ କ୍ରିକେଟର୍
କରାଚି,୨୩।୬: ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶର ଜଣେ ଯୁବ କ୍ରିକେଟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଇଣ୍ଟର ସିଟି ଚାମ୍ପିଅନଶିପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାଙ୍କୁ ଦଳରେ ମନୋନୀତ ନ କରିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି।...
‘ବିରାଟ କୋହଲିଙ୍କ ଖରାପ ଫର୍ମ ପାଇଁ ଶାସ୍ତ୍ରୀ ଦାୟୀ’
ଇସଲାମାବାଦ୍,୨୩।୬: ପାକିସ୍ତାନର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରସିଦ ଲତିଫ ବିରାଟ କୋହଲି ଫର୍ମକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିରାଟ କୋହଲିଙ୍କ ଖରାପ ଫର୍ମର କାରଣ ହେଉଛି ରବି ଶାସ୍ତ୍ରୀ। ଯଦି ଶାସ୍ତ୍ରୀ ଭାରତୀୟ ଦଳର...
‘ୟୁନିଭର୍ସ ବସ’ଙ୍କୁ ଭେଟି ଟ୍ରୋଲ ହେଲେ ମାଲ୍ୟା
ନୂଆଦିଲ୍ଲୀ,୨୨।୬: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ତଥା ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା କ୍ରିସ ଗେଲ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ପୂର୍ବତନ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଟୁଇଟର୍ରେ...
ବିରାଟ କୋହଲି କରୋନା ପଜିଟିଭ୍
ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କରେନା ଆକ୍ରାନ୍ତ ହୋଇ...
ସ୍ଥାନ ବଜାୟ ରଖିଲେ ମନ୍ଧାନା
ଦୁବାଇ, ୨୧।୬: ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍ର ବ୍ୟାଟର ବିଭାଗରେ ଭାରତର ସ୍ମୃତି ମନ୍ଧାନା ୮ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ବୋଲର୍ଙ୍କ ତାଲିକାରେ ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ତଳକୁ ଖସି ୬ଷ୍ଠରେ ପହଞ୍ଚିଛନ୍ତି।...
Archives


