୩-୦ରେ ସିରିଜ୍ ଛଡ଼ାଇ ଆଣିଲା ଟିମ୍ ଇଣ୍ଡିଆ
ପାଲିକେଲ୍,୭।୭: ଅଧିନାୟିକା ହରମନପ୍ରୀତ କୌର (୮୮ ବଲ୍ରୁ ୭୫ରନ ଏବଂ ୫ ଓଭରରେ ୧/୨୧) ଓ ପୂଜା ବସ୍ତ୍ରକାର ୬୫ ବଲ୍ରୁ ୫୬*, ଏବଂ ୨/୩୨)ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବିପକ୍ଷ ୩ୟ ତଥା ଅନ୍ତିମ ଅନ୍ତର୍ଜାତୀୟ ମହିଳା...
ଶ୍ରୀଲଙ୍କାକୁ ବଡ଼ ଝଟ୍କା: ୪ ଖେଳାଳିଙ୍କୁ କରୋନା
ଗାଲେ,୭ା୭: ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଗାଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ୪ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବୁଧବାର ହୋଇଥିବା ଖେଳାଳିଙ୍କ କୋଭିଡ୍ ପରୀକ୍ଷାରେ ୩...
ଦଶମ-ଦ୍ୱାଦଶ ଶ୍ରେଣୀରେ ଏତିକି ନମ୍ବର ରଖିଥିଲେ ବିଶ୍ୱର ସବୁଠୁ ସଫଳ ଅଧିନାୟକ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ପରିବାର ସହ ଲଣ୍ଡନରେ ଜନ୍ମଦିନ ପାଳନ କରିଛନ୍ତି। ସେ ବିଶ୍ୱର ସବୁଠୁ ସଫଳ ଅଦତ୍ନାୟକ ହୋଇଥିଲେ ମଧ୍ୟ ପାଠପଢାରେ...
ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ସାଉଥମ୍ପଟନ,୭।୭: ଭାରତ ଏବଂ ଇଂଲଣ୍ଡର କ୍ରିକେଟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ ସାଉଥମ୍ପଟନରେ ଖେଳାଯିବ। ଏଡବାଷ୍ଟନଠାରେ ପୁନନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ...
ଲଣ୍ଡନରେ ଜନ୍ମଦିନ ପାଳିଲେ ଧୋନୀ
ଲଣ୍ଡନ,୭।୭: ଭାରତର ପୂର୍ବତନ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଧୋନୀ ନିଜ ଜନ୍ମଦିନ ଲଣ୍ଡନରେ ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିଭାଙ୍କ ଧୂମ୍ଧାମରେ ପାଳନ କରିଛନ୍ତି। ଏହାର ଭିଡିଓ ସାକ୍ଷୀ ଇନ୍ଷ୍ଟାଗ୍ରାମରେ...
ଭାରତୀୟ ଦଳ ଘୋଷଣା,କୋହଲିଙ୍କୁ ବିଶ୍ରାମ
ନୂଆଦିଲ୍ଲୀ,୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ଭାବରେ ଶିଖର ଧାୱନ ଏବଂ ଉପଅଧିନାୟକ ଭାବରେ ରବିନ୍ଦ୍ର ଜାଡେଜା ନିଯୁକ୍ତ ହୋଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରା ଏବଂ ରିଷଭ...
୨୦୫୩ ଦିନ ପରେ ଟପ୍-୧୦ରୁ ବାଦ୍ ପଡ଼ିଲେ କୋହଲି
ଲଣ୍ଡନ,୬।୭ : ଇଂଲଣ୍ଡ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତର ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କୁ ବଡ଼ ଝଟ୍କା ଲାଗିଛି। ବୁଧବାର ଘୋଷିତ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ତିନି ସ୍ଥାନ ତଳକୁ ଖସି ସେ ୧୩ତମ ସ୍ଥାନରେ...
ମଉଳିଲା ଟିମ୍ ଇଣ୍ଡିଆର ଡବ୍ଲୁଟିସି ଫାଇନାଲ ଖେଳିବା ଆଶା
ନୂଆଦିଲ୍ଲୀ,୫ା୦୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ ସମାପ୍ତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବଲ ପ୍ରକାଶ ପାଇଛି। ଏଜବାଷ୍ଟନ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ପଏଣ୍ଟ ଟେବଲରେ ତଳକୁ ଖସିଛି...
୧୩୬,୧୬୨,୧୦୬ ଆଉ ପୁଣି ଥରେ…
ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟର ୫ମ ଦିନରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ବିଜେତା କରାଇଛନ୍ତି। ଫଳରେ ସିରିଜ ଡ୍ର ହୋଇଛି। ମ୍ୟାଚ୍ର...
ସ୍ମିଥ୍-କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ରୁଟ୍
ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ଟେଷ୍ଟ ଟିମ୍ର ପୂର୍ବ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ପୁଣି ଏକ ଶତକ ନିଜ ନାମରେ କରିଛନ୍ତି। ଭାରତ ଦେଇଥିବା ଟାର୍ଗେଟର ପିଛା କରି ରୁଟ୍...
ବର୍ଷିଲେ ଶାସ୍ତ୍ରୀ, ପିଟରସେନ ବି ଉଠାଇଲେ ପ୍ରଶ୍ନ
ନୂଆଦିଲ୍ଲୀ,୫।୭: ଏଜବାଷ୍ଟନଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଚତୁର୍ଥ ଦିନରେ ନିରାଶାଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଏଥିଯୋଗୁ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ମାନେ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍କୁ ଜିତି ସିରିଜ ଡ୍ର କରିବାରେ...
ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ସିରିଜ ଡ୍ର
ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍ ସ୍କୋର କରି ରେକର୍ଡ କରିବା ସହ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି।...
Archives


