ଚାଣ୍ଡିମଲଙ୍କ ଅପରାଜିତ ଶତକ: ୬୭ ରନ୍ରେ ଶ୍ରୀଲଙ୍କା ଆଗୁଆ
ଗାଲେ,୧୦ା୭ : ଗାଲେରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬୭ ରନ୍ର ଆଗରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୩୬୪ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ପକ୍ଷରୁ ପୂର୍ବତନ ଉଇକେଟ୍କିପର ଦୀନେଶ...
ଭାରତକୁ ୨୧୬ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
ବର୍ମିଂହାମ,୧୦।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଭାରତ ସାମ୍ନାରେ ୨୧୬ ରନ୍ର ବିଶାଳ ଲକ୍ଷ୍ୟ ରଖିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍ ହରାଇ ୨୧୫...
ଟସ୍ ଜିତିଲା ଇଂଲଣ୍ଡ
ବର୍ମିହାମ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି -୨୦ ଆଜି ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ରେ ଇଂଲଣ୍ଡ ଦୁଇଟି ପରିବର୍ତ୍ତନ...
ଭାରତୀୟ ଡ୍ରେସିଂ ରୁମ୍ରେ ହଠାତ୍ ପହଞ୍ଚିଲେ ଧୋନୀ
ଲଣ୍ଡନ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ମ୍ୟାଚରେ ଭାରତ ୪୯ ରନ୍ରେ ଘରୋି ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍ ପରେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ହଠାତ୍ ଟିମ ଇଣ୍ଡିଆର ଡ୍ରେସିଂ...
ମାତ୍ର କିଛି ମିନିଟ୍ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ଶେଷ
ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି। ଏଥିପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର...
ନିଜ ଘରେ ଇଂଲଣ୍ଡକୁ ପରାଜିତ କରିବା ପରେ ଏପରି କହିଲେ ରୋହିତ ଶର୍ମା
ବର୍ମିଂହାମ,୧୦।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ୪୯ ରନ୍ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଫଳରେ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ ଜିତି ନେଇଛି ଦଳ। ଘରୋଇ ଟିମ୍କୁ ଘରୋଇ ମଇଦାନରେ...
ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ୩ୟ ଟି୨୦
ନୂଆଦିଲ୍ଲୀ,୧୦।୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ତଥା ଶେଷ ଟି-୨୦ ମ୍ୟାଚ ରବିବାର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବ। ଏହି ମ୍ୟାଚ୍ରେ ବିଜୟ ସହ ସିରିଜ କ୍ଲିନ ସୁଇପ କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ। ଶନିବାର ଖେଳାଯାଇଥିବା ଦ୍ୱିତୀୟ...
ସିରିଜ୍ ଜିତିଲା ଭାରତ…
ବର୍ମିଂହାମ୍, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା ସହିତ ଭାରତ ୨ ଓ୍ବିକେଟରେ ବିଜୟ ଲାଭ କରି ୩ ଟି ମ୍ୟାଚରୁ...
ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ ରନ୍ …
ବର୍ମିଂହାମ୍, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍ର ଦ୍ୱିତୀୟ ମ୍ୟାଚ୍ ବର୍ମିଂହାମ୍ରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ...
ଖେଳାଳିଙ୍କ ନାଁ ଭୁଲିଗଲେ ରୋହିତ ଶର୍ମା
ବର୍ମିଂହାମ,୯।୭: ଖେଳାଳିଙ୍କ ନାଁ ଭୁଲିଗଲେ ଅଧିନାୟକ ରୋହିତ ଶର୍ମା। ଶନିବାର ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ର ଟସ୍ ସମୟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମ୍ୟାଚ୍ ଆରମ୍ଭରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍ ଟସ୍ ଜିତିଥିଲେ।...
ପ୍ରଥମେ ବ୍ୟାଟିଂ କରିବ ଭାରତ
ବର୍ମିଂହାମ,୯।୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍ ହାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରକାଶ ଯେ, ୩...
୪ ମାସ ପରେ ଏକାଠି ଖେଳିବେ ରୋହିତ-ବିରାଟ-ପନ୍ତ
ବର୍ମିଂହାମ,୯।୭: ଭାରତୀୟ ଟିମ୍ ଶନିବାର ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପ୍ରମୁଖ...
Archives


