‘ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ଭାରତର ‘ମିଷ୍ଟର ୩୬୦’’
ନୂଆଦିଲ୍ଲୀ,୧୩।୭: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଏ ବି ଡିଭିଲିୟର୍ସଙ୍କ ସହ ତୁଳନା କଲେ ପୂର୍ବତନ ଓପନର୍ ଆକାଶ ଚୋପ୍ରା। ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ତାଙ୍କ ପ୍ରଦର୍ଶନକୁ ଦେଖି ସୂର୍ଯ୍ୟକୁମାରଙ୍କୁ ଭାରତର ‘୩୬୦ ଡିଗ୍ରୀ’ ଖେଳାଳି ବୋଲି ସେ...
ଇଂଲଣ୍ଡ ଖେଳାଳିଙ୍କୁ ଟ୍ରୋଲ୍ କଲେ ବୁମ୍ରାଙ୍କ ସ୍ତ୍ରୀ ସଞ୍ଜନା
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବୋଲର୍ଙ୍କ ଦବ୍ଦବା ଦେଖିବାକୁ ମିଳିଥିଲା। ଫଳସ୍ବରୂପ ଭାରତ ମ୍ୟାଚ୍କୁ ସହଜରେ ଜିତି ନେଇଥିଲା। ତେବେ ଏହି ବିଜୟ ପଛରେ ମୁଖ୍ୟ ପୁରୋଧା ପାଲଟିଥିଲେ ଷ୍ଟାର ପେସର୍ ଜସପ୍ରିତ ବୁମ୍ରା। ସେ ମ୍ୟାଚ୍ରେ...
ବିଶ୍ୱର ନମ୍ବର-୧ ବୋଲର୍ ହେଲେ ବୁମ୍ରା
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ଉଇକେଟ ନେଇଥିଲେ। ସେ...
ମ୍ୟାଚ୍ ପରେ ହୃଦୟ ଜିତିଲେ ହିଟ୍ମ୍ୟାନ୍
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପ୍ରଥମେ ସେ ନିଜର ଅଧିନାୟକତ୍ୱ ପ୍ରଦର୍ଶନ କରି ୧୧୦ ସ୍କୋରରେ ଇଂଲଣ୍ଡ ଦଳକୁ ଅଟକାଇଥିଲେ। ଏହା ପରେ ରୋହିତ ମଧ୍ୟ...
ପ୍ରଥମ ଦିନିକିଆରେ ‘ରେକର୍ଡ’ ବର୍ଷା
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ୧୦ ଉଇକେଟରେ ଜିତିନେଇଛି। ଏହି ବିଜୟ ସହିତ ଭାରତ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଛି। ଭାରତର ଅନେକ...
ପାକିସ୍ତାନକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଚମତ୍କାର ୧୦ ଉଇକେଟ ବିଜୟ ସହ ନୂତନ ଆଇସିସି ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏବେ...
‘ଘରୋଇ କ୍ରିକେଟକୁ ଯାଆନ୍ତୁ, ଯଦି ଫର୍ମକୁ ଫେରନ୍ତି ଦେଖାଯିବ’
ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ହେଲେ ଦଳ ପାଇଁ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛନ୍ତି। ସେ ଦୀର୍ଘଦିନରୁ ବଡ଼ ସ୍କୋର କରିପାରୁ ନ...
ଭାରତର ସହଜ ବିଜୟ …
ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୧ ରନ୍ ଲକ୍ଷ୍ୟର ପିଛା କରି ଭାରତ ୧୮.୪ ଓଭରରେ କୌଣସି ଓ୍ବିକେଟ ନ ହରାଇ...
ଇଂଲଣ୍ଡ ମାଟିରେ ବୋଲିଂରେ ‘ଛକା’; ଇତିହାସ ରଚିଲେ…
ଓଭାଲ,୧୨।୭: ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ରେ ଇତିହାସ ରଚିଛନ୍ତି ଭାରତୀୟ ପେସର ଜସପ୍ରୀତ ବୁମ୍ରା। ପ୍ରଥମ ବୋଲର୍ ଭାବେ ଇଂଲଣ୍ଡ ମାଟିରେ ସେ ଦିନିକିଆ କ୍ରିକେଟରେ ୬ ଉଇକେଟ ନେବାର ଗୌରବ ଅର୍ଜନ କରିଛନ୍ତି। ବୁମ୍ରା ୭.୨...
୧୧୦ରେ ଇଂଲଣ୍ଡ ଅଲଆଉଟ୍
ଲଣ୍ଡନ,୧୨।୭: ଟି୨୦ ସିରିଜରେ ଇଂଲଣ୍ଡକୁ ପରାଜିତ କରିବା ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହାର ଝଲକ୍ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରୁ ସ୍ପଷ୍ଟ ହୋଇଛି। ମଙ୍ଗଳବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତୀୟ ବୋଲରମାନେ ଇଂଲଣ୍ଡ...
ଇଂଲଣ୍ଡ ବ୍ୟାଟିଂ ଲାଇନ୍ ବିପର୍ଯ୍ୟସ୍ତ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍…
ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍ ଓଭାଲରେ ଖେଳାଯାଉଥିବା ଏହି ଏକ ଦିବସୀୟ ମ୍ୟାଚ୍ରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।...
‘ଆଇଡି କାର୍ଡ ମାଗିଲି ବୋଲି ଚାପୁଡ଼ା ମାରିଲେ’
ନୂଆଦିଲ୍ଲୀ,୧୨।୭: ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ବିଶ୍ୱ ରେସଲିଂ ଏଣ୍ଟରଟେନ୍ମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ)ର ପୂର୍ବତନ ଚାମ୍ପିଅନ ଦଲୀପ ସିଂ ରାଣା ଓରଫ ‘ଦି ଗ୍ରେଟ୍ ଖଲି’। ଖଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି।...
Archives


