ପୂର୍ବତନ କ୍ରୀଡା ମନ୍ତ୍ରୀ ହେଲେ ମୁଖ୍ୟ କୋଚ
ନୂଆଦିଲ୍ଲୀ,୨୭।୭:ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପୂର୍ବତନ କ୍ରିକେଟର ତଥା ରାଜନେତା ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ଆସନ୍ତା ସିଜିନ ପାଇଁ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରିଛି। ବ୍ୟାଟିଂ ପରାମର୍ଶଦାତା ଭାବରେ ଡବ୍ଲୁ.ଭି ରମଣଙ୍କ ନିଯୁକ୍ତ କରାଯାଇଛି। ସିଏବି...
ଆଜି ଅନ୍ତିମ ଦିନିକିଆ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଓହ୍ଲାଇବ ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍ ସ୍ପେନ୍,୨୬ା୭: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ବୁଧବାର ଖେଳାଯିବ। ପ୍ରଥମ ୨ ମୁକାବିଲାକୁ ଜିତି ଭାରତ ପ୍ରଥମରୁ ସିରିଜରେ ବିଜୟ ହାସଲ କରିସାରିଛି। ଏବେ ସିରିଜର ଅନ୍ତିମ ମୁକାବିଲାକୁ ଜିତି କ୍ଲିନ୍...
ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ତ୍ରିନିଦାଦ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ପୂର୍ବରୁ ସିରିଜ୍ ଜିତି ସାରିଥିବା ଭାରତୀୟ ଦଳ ଏହି...
୧୭ ବର୍ଷରେ ମା’ଙ୍କୁ ହରାଇଥିଲେ; ଉଭଣୀଙ୍କ ପାଇଁ ଆଜି ସଫଳ କ୍ରିକେଟର ପାଲଟିଛନ୍ତି ‘ସାର୍ ଜାଡେଜା’
ନୂଆଦିଲ୍ଲୀ,୨୬।୭: ଟିମ୍ ଇଣ୍ଡିଆର ଅଲରାଉଣ୍ଡରମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ଜଣେ। ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ହେବା ସାଙ୍ଗକୁ ସ୍ପିନ ବୋଲର ମଧ୍ୟ। ପ୍ରଶଂସକଙ୍କ ଗହଣରେ ସେ ‘ସାର୍ ଜାଡେଜା’ ନାମରେ ପରିଚିତ। ତେବେ ଆଜିର ଏହି ସଫଳ ଅଲରାଉଣ୍ଡରଙ୍କୁ...
‘କୋହଲିଙ୍କ କ୍ଷମତା ଉପରେ ପ୍ରଶ୍ନ କରିବାକୁ ଅଧିକାର ନାହିଁ କି କାରଣ ନାହିଁ’
ବମ୍ବେ,୨୬।୭: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଏଥିପାଇଁ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି। ନିକଟରେ କୋହଲିଙ୍କୁ ବାଦ୍ ଦେବା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି କ୍ରିକେଟର ରବିନ ଉଥପ୍ପା। ଉଥପ୍ପା...
ଭାରତକୁ ବଡ ଝଟ୍କା
ନୂଆଦିଲ୍ଲୀ,୨୬।୭: ବର୍ମିଂହାମରେ ଆୟୋଜିତ ହେବାକୁ ଥିବା କମନଓ୍ବେଲ୍ଥ ଗେମ୍ସ-୨୦୨୨ ଆରମ୍ଭର ଠିକ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରା ଏଥିରୁ ବାଦ୍ ପଡ଼ିଛନ୍ତି। ନିକଟରେ ସେ...
ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍
ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ...
ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲମ୍ପିକ୍ ପଦକ ବିଜେତା
ବର୍ମିଂହାମ୍, ୨୫ା୭:ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭ୍ଲିନା ବର୍ଗୋହେନ୍ ଅଭିଯୋଗ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ କୋଚ୍ମାନଙ୍କୁ ହଇରାଣ କରାଯାଉଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ଆୟର୍ଲାଣ୍ଡରେ ଟ୍ରେନିଂ...
ଦ୍ୱିତୀୟ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ମେଲବୋର୍ନ,୨୬।୭: ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରେମିକା ନାଥନ ମ୍ୟାକାର୍ଥୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘର ପରେ ଲାୟନ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମ୍ୟାକାର୍ଥୀଙ୍କ ସହ ଉଠାଇଥିବା ଫଟୋକୁ ଶେୟାର...
୧୭ ବର୍ଷର ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ମାତ୍ର ୩୫ ବଲରୁ ଅପରାଜିତ ୬୪ ରନ୍ ସ୍କୋର କରି ଦଳର ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିସ୍ଫୋରକ ଇନିଂସରେ ଅକ୍ଷୟ...
ଜୋରିମନା ଦେବ ଭାରତ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ରେକର୍ଡ ୩୧୨ ରନ୍ର ଟାର୍ଗେଟକୁ ଚେଜ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ସହ ସିରିଜ କବଜା କରିଛି ଟିମ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଖେଳୁଥିବା ଭାରତ ଗୋଟିଏ...
ପାକିସ୍ତାନକୁ ପଛରେ ପକାଇ ବିଶ୍ୱରେକର୍ଡ ହାସଲ କଲା ଭାରତ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସିରିଜ୍ ବିଜୟୀ ହୋଇଛି। ଅକ୍ଷର ପଟେଲ ଭାରତ ପାଇଁ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ୱିଣ୍ଡିସ ଦଳକୁ ୨ ଉଇକେଟରେ...
Archives


