ହାରିଲା ଭାରତ
ସେଣ୍ଟ କିଟ୍ସ,୨।୮: ସେଣ୍ଟ କିଟ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ ଭାରତକୁ ପରାସ୍ତ କରିଛି। ତିନି ବର୍ଷ ପରେ ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ବିପକ୍ଷରେ ଜିତିଛି। ପ୍ରଥମେ ଖେଳି ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧୩୯ ରନ୍ର ଟାର୍ଗେଟ ଦେଇଥିଲା।...
କ୍ୱାର୍ଟରରେ ଅମିତ ପଙ୍ଘାଲ
ବର୍ମିଂହାମ୍,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍ (୫୧କେଜି) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଙ୍ଘାଲ ହେଉଛନ୍ତି ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ବିଜେତା। ସେ...
ୟୁକେରେ ଚିକିତ୍ସିତ ହେବେ ସଙ୍କେତ
ବର୍ମିଂହାମ୍,୧ା୮: ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍ଗର୍ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ ହାସଲ କରିବା ପରେ ତାଙ୍କର ୟୁସିଏଲ୍ରେ (ଅଲନାର କୋଲାଟରାଲ ଲିଗାମେଣ୍ଟ) ଆଘାତ ଲାଗିଛି।...
ଏ ପ୍ରେମ ମୋ ଦ୍ୱାରା ହେବ ନାହିଁ, କାହିଁକି ଏମିତି କହିଲେ ଭାରତୀୟ କ୍ରିକେଟର୍ଙ୍କ ସ୍ତ୍ରୀ
କୋଲକତା,୧।୮:ଭାରତୀୟ କ୍ରିକେଟର୍ ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡିଓରେ ସେ...
ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ବାସେଟେରୀ,୧ା୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଏହି ମୁକାବିଲାରେ ନିଜ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ପ୍ରଥମ ମୁକାବିଲାକୁ ଜିତି ନେଇଥିଲା ଭାରତ। ଏହି...
ପାକିସ୍ତାନକୁ ହରାଇଲା ଭାରତ
ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ଖେଳାଯାଇଥିବା ଟି-୨୦ ମୁକାବିଳାରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଭାରତୀୟ ମହିଳା ଦଳ ୮ ଉଇକେଟରେ ବିଜୟ ହୋଇଛି। ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରି ୯୯ ରନ୍ କରିଥିଲା। ଜବାବରେ ଭାରତୀୟ...
ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣପଦକ
ବର୍ମିଂହାମ,୩୧ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣପଦକ ମିଳିଛି। ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ନାଚ କ୍ୟାଟେଗୋରୀରେ ସେ ୧୪୦...
ଭାରତକୁ ୪ର୍ଥ ପଦକ: ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ
ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ପଦକ। ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରୋତ୍ତୋଳନର ୫୫ କିଗ୍ରା ବର୍ଗରେ ଭାରତ ପାଇଁ ଜିତିଛନ୍ତି ରୌପ୍ୟ ପଦକ। ମୋଟ ୨୦୨ କିଗ୍ରା ଓଜନ ଉଠାଇ ସେ ରୋପ୍ୟ ନିଜ ନାମରେ କରିଛନ୍ତି। ରୋପ୍ୟ...
ସ୍ବର୍ଣ୍ଣ ଜିତିବା ସହ ରେକର୍ଡ କଲେ ସୁନାଝିଅ ମୀରାବାଈ: ପ୍ରଧାନମନ୍ତ୍ରୀ କହିଲେ ‘ଅସାଧାରଣ’
ବର୍ମିଂହାମ, ୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଗୋଟିଏ ପରେ ଗୋଟିଏ ପଦକ ନିଜ ନାମରେ କରୁଛି। ବିଶେଷକରି ଭାରତ୍ତୋଳନରେ ମୀରାବାଈ ଚାନୁ ପ୍ରଥମ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ୪୯ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରିଥିବା ଚାନୁ ରେକର୍ଡ ସହିତ ରାଜ୍ୟଗୋଷ୍ଠୀ...
ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ପୁଣି ଧାଓ୍ବନ ହେବେ ଅଧିନାୟକ
ନୂଆଦିଲ୍ଲୀ,୩୦।୭: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଏଥିରେ ଶିଖର ଧାଓ୍ବନଙ୍କୁ ଦଳର ଅଧିନାୟକ କରାଯାଇଛି। ଦଳରେ ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଦ୍ରୁତ ବୋଲର ଦୀପକ...
‘କୋହଲିଙ୍କୁ ଫିଟ୍ କରିବା ଚକ୍କରରେ ବାରମ୍ବାର ଓପନିଂ ଯୋଡ଼ି ବଦଳୁଛି’
ନୂଆଦିଲ୍ଲୀ,୩୦।୭: ଟି୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ କରାଯାଉଛି। ବିଶେଷକରି ଓପନିଂ ଯୋଡ଼ିରେ ଏହାର ଅଧିକ ଝଲକ ଦେଖିବାକୁ ମିଳୁଛି। ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ସୂର୍ଯ୍ୟକୁମାର...
ସଚିନଙ୍କୁ କହିଲେନି ‘ସାର୍’
ନୂଆଦିଲ୍ଲୀ,୩୦।୭: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଦଶ ବର୍ଷ ବିତିଲାଣି। ହେଲେ ପ୍ରଶଂସକ ଏବେ ବି ତାଙ୍କର ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ତାଙ୍କର ଗୋଟିଏ ଗୋଟିଏ ଟୁଇଟ୍ ଉପରେ ସମସ୍ତଙ୍କ ନଜର ରହିଥାଏ। ଏବେ ସଚିନଙ୍କ ସେଭଳି ଏକ...
Archives


