କୋହଲିଙ୍କ ଦମ୍ଦାର ଶତକ: ଆଫଗାନିସ୍ତାନ ଆଗରେ ୨୧୩ ରନ୍ର ଟାର୍ଗେଟ
ଦୁବାଇ,୮।୯: ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍ଦାର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ୍ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ...
ଟି୨୦ ବିଶ୍ୱକପ୍ ଓ୍ବାର୍ମଅପ୍ କାର୍ଯ୍ୟସୂଚୀ ପ୍ରକାଶ: ଦର୍ଶକଙ୍କୁ ମିଳିବନି ଅନୁମତି
ଦୁବାଇ,୮।୯: ଆଇସିସି ଟି-୨୦ ବିଶ୍ୱକପ୍ ଓ୍ବାର୍ମଅପ୍ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଅକ୍ଟୋବର ୧୭ ଏବଂ ଅକ୍ଟୋବର ୧୯ରେ ଖେଳାଯିବ। ରୋହତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଉଭୟ ଓ୍ବାର୍ମଅପ୍ ମ୍ୟାଚ୍ ବ୍ରିସ୍ବେନ୍ର ଗାବାଠାରେ...
ପୁରୁଷ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ
ନୂଆଦିଲ୍ଲୀ,୮।୯: ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳ ଚାରୋଟି ଭିନ୍ନ ଗ୍ରୁପ୍ରେ ସ୍ଥାନିତ କରାଯାଇଛି। ଭାରତ ଇଂଲଣ୍ଡ, ସ୍ପେନ ଏବଂ ୱେଲ୍ସ ସହିତ ଗ୍ରୁପ ଡିରେ ଅଛି। ଏଥି ସହିତ ଅଷ୍ଟ୍ରେଲିଆ...
ଏସିଆ କପ୍ରେ ଆଜି ଭାରତର ଶେଷ ମ୍ୟାଚ୍: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ
ଦୁବାଇ,୮।୯: ୟୁଏଇରେ ଚାଲିଥିବା ଏସିଆ କପ ୨୦୨୨ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ ଫାଇନାଲ ଦୌଡ଼ରୁ ବାଦ୍ ପଡିଛନ୍ତି। ଏହି ମ୍ୟାଚ ଉଭୟ ଦଳ ପାଇଁ ଟୁର୍ନାମେଣ୍ଟର ଶେଷ ମ୍ୟାଚ ହୋଇଥିବାରୁ...
ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଖେଳାଳି
ଦୁବାଇ,୮।୯: ୟୁଏଇରେ ଖେଳାଯାଉଥିବା ଏସିଆ କପରେ ବୁଧବାର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଜକର ମୁକାବିଲା ହୋଇଥିଲା। ଶେଷରେ ଏହି ମ୍ୟାଚ୍ରେ ବାଜି ମାରିନେଇଥିଲା ପାକିସ୍ତାନ। ପାକିସ୍ତାନ ମାତ୍ର ଗୋଟିଏ ଉଇକେଟରେ ଜିତିବାରେ ସଫଳ ହୋଇଥିଲା। ପ୍ରାୟ ଜିତିଥିବା ଖେଳକୁ...
ପାକିସ୍ତାନଠାରୁ ହାରିବା ପରେ ଆଫଗାନିସ୍ତାନ ପ୍ରଶଂସକ ପିଟିଲେ ପାକ୍ ଦର୍ଶକଙ୍କୁ : ଭିଡିଓ ଭାଇରାଲ
କାବୁଲ, ୮ ।୯: ଏସିଆ କପରେ ବୁଧବାର ହୋଇଥିବା ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ପରେ ଷ୍ଟାଡିୟମରେ ହଙ୍ଗାମା ହୋଇଛି । ପାକିସ୍ତାନଠାରୁ ରୋମାଞ୍ଚକର ପରାଜୟ ପରେ ଆଫଗାନିସ୍ତାନ ପ୍ରଶଂସକମାନେ ଏତେ ପରିମାଣରେ ରାଗି ଯାଇଥିଲେ କି ଷ୍ଟାଡିୟମରେ ଭଙ୍ଗାରୁଜା ଆରମ୍ଭ କରି...
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରାକ୍ଟିସ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ରାଉରକେଲା ଅଫିସ, ୮।୯: ଆଗାମୀ ୨୦୨୩ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ଓ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୁଧବାର ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ...
ଭାରତ ବିଦା, ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ
ଦୁବାଇ,୮ା୯(ପି.ଟି): ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ଫୋର ମ୍ୟାଚ୍ରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ଭାରତକୁ ବିଦାୟ ପଥ ଦେଖାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା...
ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ
ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍ଲେଟିକ୍ସ, ଫୁଟ୍ବଲ, ଟେନିସ୍ ଆଦି ଏକାଧିକ ଖେଳର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି। ଫଳସ୍ବରୂପ ଓଡ଼ିଶାରେ ବିଶ୍ୱକପ୍...
ହୃଦୟ ଜିତିଲେ ହରଭଜନ
ନୂଆଦିଲ୍ଲୀ,୭ା୯: ହୃଦୟ ଜିତିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ। ଓମାନରେ ଫସି ରହିଥିବା ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ସେ ଉଦ୍ଧାର କରିଛନ୍ତି। ଆପ୍ ପକ୍ଷରୁ ରାଜ୍ୟ ସଭା ଏମ୍ପି ଭାବରେ ମନୋନୀତ ହୋଇଥିବା ହରଭଜନ...
ଭୁବନେଶ୍ୱରଙ୍କ ୨ ଓଭର ବୁଡ଼ାଇଦେଲା !
ନୂଆଦିଲ୍ଲୀ,୭।୯: ମହଙ୍ଗା ପଡ଼ିଲା ଇନିଂସର ୧୯ତମ ଓଭର। ଏଥିଯୋଗୁ ସୁପର-୪ ମୁକାବିଲାରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କାରଣ ଉଭୟ ମ୍ୟାଚ୍ରେ ଦଳ ଶେଷ...
ସମାଲୋଚନାକୁ ବେଖାତିର୍: ରୋହିତ କହିଲେ ‘ଆମ ଟିମ୍ରେ କ୍ୱାଲିଟି ଅଛି’
ଦୁବାଇ,୭।୯: ଏସିଆ କପ୍ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ ଏହା ପ୍ରଥମ ବଡ଼ ଟୁର୍ନାମେଣ୍ଟ ଥିଲା। ହେଲେ ଟିମ୍ ଇଣ୍ଡିଆ ପରାଜିତ ହେବା...
Archives


