ଭାରତୀୟ ଟପ୍ ଅର୍ଡର ଉପରେ ନଜର
ଅହମଦାବାଦ,୧।୨(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତିଥିବାରୁ ସିରିଜ ଏବେ ୧-୧ ସ୍ଥିତିରେ ଅଛି। ତେଣୁ ତୃତୀୟ…
ଟଙ୍କଧରଙ୍କ ସହ ଓଡ଼ିଶା ଏଫ୍ସିର ଚୁକ୍ତି
ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଫୁଟବଲ ଏକାଡେମୀର ସଦସ୍ୟ ଟଙ୍କଧର ବାଗ୍ଙ୍କ ସହ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଓଡ଼ିଶା ଏଫ୍ସି ଚୁକ୍ତି କରିଛି। ଏହି ଚୁକ୍ତି ଅଢ଼େଇ ବର୍ଷ ପାଇଁ ହୋଇଥିବା ଫ୍ରାଞ୍ଚାଇଜ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।…
ଜାତୀୟ ସିନିୟର ଭଲିବଲ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍ (ମହିଳା/ପୁରୁଷ) ଫେବୃୟାରୀ ୨ରୁ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଉଭୟ ଦଳର ୧୨ ଜଣ ଲେଖାଏ ଖେଳାଳିଙ୍କ…
ହିମ ସ୍ଖଳନରେ ବିଶ୍ୱ ଚାମ୍ପିୟନ ସ୍କିଅରଙ୍କ ମୃତ୍ୟୁ
ଟୋକିଓ, ୧।୨(ଏପି): ସେଣ୍ଟ୍ରାଲ ଜାପାନ ଅନ୍ତର୍ଗତ ପାର୍ବତ୍ୟାଞ୍ଚଳରେ ହିମ ସ୍ଖଳନରେ ପୋତି ହୋଇ ବିଶ୍ୱ ଚାମ୍ପିୟନ ୩୧ ବର୍ଷୀୟ ହାଫ୍ପାଇପ୍ ସ୍କିଅର କାଇଲ ସ୍ମାଇନ୍ଙ୍କ ମୃତ୍ୟୁ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକା ଫ୍ରି ସ୍କି ଟିମ୍ ସୋସିଆଲ ମିଡିଆରେ ଏହି ୩୧ ବର୍ଷୀୟ…
ଓଡ଼ିଶାର ୫ ଖେଳାଳି ସାମିଲ
ବେଙ୍ଗାଲୁରୁ, ୧।୨: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଜୁନିୟର ମହିଳା ହକି ଦଳ ଘୋଷିତ ହୋଇଛି। ପ୍ରୀତି ଏବଂ ଋତଜା ଦାଦାସୋ ପିସାଲ ଯଥାକ୍ରମେ ଦଳର ଅଧିନାୟିକା ଓ ଉପ-ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳରେ ଓଡ଼ିଶାର ୫…
ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଅହମ୍ମଦାବାଦ୍,୧।୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚ ସିରିଜ ବର୍ତ୍ତମାନ ୧-୧ରେ ବରାବର ହୋଇଛି। ଏପରି ପରିସ୍ଥିତିରେ, ଯିଏ…
ହାର୍ଦ୍ଦିକଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଗମ୍ଭୀର
ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ନିଷ୍ପତ୍ତି ସମସ୍ତଙ୍କୁ ଚମକାଇଥିଲା। ଏବେ ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର। ମ୍ୟାଚ୍ରେ ହାର୍ଦ୍ଦିକ ଦ୍ରୁତ ବୋଲର୍ ଉମରାନ…
ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କଲେ ଧୋନୀ, ଛକା ମାରୁଥିବା ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୩୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୩ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଛି। ଡିସେମ୍ବରରେ ହୋଇଥିବା ମିନି ଅକ୍ସନ ପରେ ସମସ୍ତ ଟିମ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ…
ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଲା ପୋଲାର୍ଡଙ୍କ ଛକା, ବଲ୍ ନେଇ ପଳାଇଲେ ପ୍ରଶଂସକ…
ଶାରଜା,୩୧।୧: ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କିରନ୍ ପୋଲାର୍ଡ ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ୟୁଏଇରେ ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ୍ ଟି୨୦(ଆଇଏଲ୍ଟି୨୦) ଟୁର୍ନାମେଣ୍ଟରେ ପୋଲାର୍ଡ ଏଭଳି ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ପୋଲାର୍ଡ ଏଭଳି ୨…
ହାର୍ଦ୍ଦିକଙ୍କ ଅସନ୍ତୋଷ ପରେ ବଡ଼ କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ନୌ,୩୧।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଇକାନା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ ପ୍ରଶଂସକଙ୍କ ସହ ଉଭୟ ଟିମ୍ ଲାଗି ବହୁତ ନୈରାଶ୍ୟଜନକ ଥିଲା। କାରଣ ଏଥିରେ କେବଳ ବୋଲର୍ମାନେ ହିଁ ଖୁସି ହୋଇଥିଲେ। ଏହି…
ପ୍ରଶଂସକଙ୍କ ଲାଗି ଖୁସି ଖବର: ପନ୍ତଙ୍କ ଡିସଚାର୍ଜକୁ ନେଇ ଏଭଳି ସୂଚନା ଦେଲେ ଡାକ୍ତର
ନୂଆଦିଲ୍ଲୀ,୩୧।୧: ଭାରତୀୟ ଟିମ୍ର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ ଅପ୍ଡେଟ୍ ସାମ୍ନାକୁ ଆସିଛି। ଦ୍ରୁତ ଗତିରେ ସେ ସୁସ୍ଥ ହେଉଥିବା ବେଳେ ଶୀଘ୍ର…
ବିଶ୍ୱ ବିଜେତା ମହିଳା ଦଳକୁ ସମ୍ମାନୀତ କରିବେ ସଚିନ
ନୂଆଦିଲ୍ଲୀ,୩୧।୧: ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର ଏବଂ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ଅଧିକାରୀମାନେ ବୁଧବାର ପ୍ରଥମ ଆଇସିସି ଅଣ୍ଡର-୧୯ ମହିଳା ମହିଳା ଦଳକୁ ସମ୍ମାନୀତ କରିବେ। ଦକ୍ଷିଣ ଆଫ୍ରିକାରେ ଅହମ୍ମଦାବାଦରେ ଟି-୨୦ ବିଶ୍ୱକପ ରବିବାର ପୋଶ୍ଚେଫଷ୍ଟରୁମରେ…
Archives


