ଜାତୀୟ

ସତ୍ୟପାଲଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ସିବିଆଇ ଚଢାଉ

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ସୁନକ ବାଲିଙ୍କ ଘରେ ସିବିଆଇ ଚଢାଉ କରିଛି। ସତ୍ୟପାଲଙ୍କ ଅଭିଯୋଗ ଉପରେ ପଞ୍ଜୀକୃତ ହୋଇଥିବା ବୀମା ସ୍କାମ ମାମଲାରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। କିଛି...

ଉପେନ୍ଦ୍ର କୁଶୱାହାଙ୍କୁ Z – ସୁରକ୍ଷା

ପାଟନା,୧୭।୫: ବିହାରରେ ରାଷ୍ଟ୍ରିୟ ଲୋକ ଜନତା ଦଳ (ଆରଏଲଜେଡି) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ ‘z -’ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷାକୁ ବଢାଯାଇଛି।...

ମୃତ ମହିଳା ଜିତିଲେ ନିର୍ବାଚନ

ବିଜ୍‌ନୋର, ୧୬ା୫: ଜଣେ ମହିଳାଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ସେ ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସମର୍ଥକମାନେ ତାଙ୍କୁ ବିଜୟୀ କରିବା ପାଇଁ ନେଇଥିବା ଶପଥକୁ ପୂରଣ କରିଛନ୍ତି। ୟୁପିର ବିଜନୋର ଜିଲାରେ ଅନୁଷ୍ଠିତ ପୌର ନିର୍ବାଚନରେ...

କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କ ବିରୋଧରେ ଅଭିଯୋଗ ଆଣିଲା ଭାଜପା

ବେଙ୍ଗାଲୁରୁ,୧୭।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିରନ୍ତର ସସ୍‌ପେନ୍ସ ଲାଗିରହିଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟା ଏବଂ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଛି। ଆଜି କଂଗ୍ରେସ ଅଧ୍ୟକ୍ଷ...

ରାଜସ୍ଥାନର ୫ ସ୍ଥାନରେ ଏନ୍‌ଆଇଏର ଚଢାଉ

ଜୟପୁର,୧୭।୫: ଜାତୀୟ ଅନୁସନ୍ଧାନ ବ୍ୟୁରୋ (ଏନ୍‌ଆଇଏ)ବୁଧବାର ରାଜସ୍ଥାନରେ ଚଢାଉ କରିଛି। ସୂଚନାନୁସାରେ, ଜୟପୁର, ଚରୁ, ଅଲୱାର, ହନୁମାନଗଡ, ଗଙ୍ଗନଗର ସମେତ ଅନ୍ୟାନ୍ୟ ସହରରେ ଏନଆଇଏ ଦଳର ଚଢାଉ ଚାଲିଛି। କୁହାଯାଉଛି ଏନ୍‌ଆଇଏ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ଲୁଚି ରହିଥିବା ସ୍ଥାନ...

ମେ’ ୧୯ରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି -୭ ଗ୍ରୁପ ଏବଂ କ୍ୱାର୍ଡ ସମେତ ତିନୋଟି ପ୍ରମୁଖ ବହୁପକ୍ଷୀୟ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ଅର୍ଥାତ୍‌ ୧୯ ମେ’ରେ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଯିବେ।...

କର୍ନାଟକ ମୁଖ୍ୟମନ୍ତ୍ରୀ ପଦ ନେଇ ସସ୍ପେନ୍ସ ଜାରି

ନୂଆଦିଲ୍ଲୀ, ୧୭ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୩ ଦିନ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଂଗ୍ରେସରେ ଉତ୍ସୁକତା ଜାରି ରହିଛି। ଦୁଇ ମୁଖ୍ୟମନ୍ତ୍ରୀ ଦାବିଦାର ଡି.କେ. ଶିବକୁମାର ଏବଂ ସିଦ୍ଦାରାମାୟା ମଙ୍ଗଳବାର...

ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ଶପଥ ନେଲେ ମନୋଜ ସୋନି

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ବିଶିଷ୍ଟ ଶିକ୍ଷାବିତ୍‌ ମନୋଜ ସୋନି ମଙ୍ଗଳବାର କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ୨୦୧୭ ଜୁନ୍‌ ୨୮ରେ ୟୁପିଏସ୍‌ସି ସଦସ୍ୟ ଭାବେ ଯୋଗଦେଇଥିବାବେଳେ ୨୦୨୨ ଏପ୍ରିଲ ୫ରୁ ଏହାର...

ଗଡ଼କରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୧୭ା୫: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ସୋମବାର ସନ୍ଧ୍ୟାରେ ହତ୍ୟା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ଏହାର ତଦନ୍ତ ଚଳାଇଛି। ଗଡ଼କରୀଙ୍କ ନୂଆଦିଲ୍ଲୀ ବାସଭବନକୁ କେହି ଅଜଣା ବ୍ୟକ୍ତି ଫୋନ୍‌ କରି...

ଖବରଦାତାଙ୍କ ନାଁରେ ସିବିଆଇ ମାମଲା

ନୂଆଦିଲ୍ଲୀ, ୧୭ା୫(ପି.ଟି.): ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଏବଂ ସୈନ୍ୟବାହିନୀ ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ପାକିସ୍ତାନୀ ଓ ଅନ୍ୟ ବିଦେଶୀ ରାଷ୍ଟ୍ରର ଗୋଇନ୍ଦା ସଂସ୍ଥାକୁ ଯୋଗାଉଥିବା ଅଭିଯୋଗରେ ମୁକ୍ତବୃତ୍ତ ଖବରଦାତାଙ୍କ ବିରୋଧରେ...

ଘରୋଇ ଚାକିରିଆ ହେବେ ସରକାରୀ ବାବୁ

ନୂଆଦିଲ୍ଲୀ,୧୭ା୫: ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଭାବେ ଠିକା ନିଯୁକ୍ତି ଦେବାକୁ ଯାଉଛନ୍ତି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି)କୁ ଏନେଇ...

ଜେଲ ଗଲେ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୭ା୫: ପାକିସ୍ତାନର ଗୋଇନ୍ଦା ସଂସ୍ଥାକୁ ଗୋପନୀୟ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ ଡିଆର୍‌ଡିଓ ବୈଜ୍ଞାନିକ ଡ. ପ୍ରଦୀପ କୁରୁଲକରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ପୁଣେର ଏକ ସ୍ବତନ୍ତ୍ର ଅଦାଲତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri