ମହାକାଶରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ
ନୂଆଦିଲ୍ଲୀ,୧୨।୧: ଭାରତ ଏହାର ମହତ୍ୱାକାଂକ୍ଷୀ SpadeX ମିଶନରେ ସଫଳତା ହାସଲ କରିବାର ବହୁତ ନିକଟତର ହୋଇଛି। ଇସ୍ରୋ କହିଛି ଯେ ସ୍ପେସ ଡକିଂ ପରୀକ୍ଷଣ (SPADEX) ଅଧୀନରେ, ଦୁଇଟି ଯାନକୁ ୧୫ମିଟର ନିକଟତର ଏବଂ ଆହୁରି ୩ ମିଟର ଉପରକୁ ଆଣିବାର…
ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି! ଯିବେ ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୧୨।୧: ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି। ତଥାପି, ଭାରତ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରିନାହିଁ। ପ୍ରକୃତରେ, ପୂର୍ବରୁ ଖବର ଆସିଥିଲା…
ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ିଲା
ଲକ୍ଷ୍ନୌ,୧୨।୧: ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୁଇମହଲା ବିଲ୍ଡିଂ ନିର୍ମାଣ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା।…
ଦିଲ୍ଲୀ ଅବକାରୀ ନୀତି: ୨,୦୨୬ କୋଟି କ୍ଷତି
ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ ସରକାରଙ୍କ ଦ୍ୱାରା ସମ୍ପ୍ରତି ରଦ୍ଦ ହୋଇଥିବା ଅବକାରୀ ନୀତି କାର୍ଯ୍ୟକାରିତାରେ ଅନିୟମିତତା ଯୋଗୁ ରାଜ୍ୟ ରାଜକୋଷକୁ ୨,୦୨୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ପ୍ରଘଟ ହୋଇଥିବା ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ରିପୋର୍ଟରୁ ଏହା ଜଣାପଡ଼ିଛି।…
୨୦୨୫ରେ ଭାରତର ଅର୍ଥନୀତି ରହିବ ଦୁର୍ବଳ :ଆଇଏମ୍ଏଫ୍ ମୁଖ୍ୟଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨।୧:୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଖ୍ୟତଃ ଆମେରିକାର ବାଣିଜ୍ୟ ନୀତି ସମେତ ଚଳିତ ବର୍ଷ ବିଶ୍ୱରେ ବିଭିନ୍ନ ଅନିଶ୍ଚିତତା ଲାଗିରହିବ ବୋଲି…
ଦଳିତ ଆଥ୍ଲେଟ୍ଙ୍କୁ ୫ ବର୍ଷ ଗଣବଳାତ୍କାର
ଥିରୁଭାନନ୍ତପୁରମ, ୧୨ା୧:କେରଳର ପଥାନାମଥିଟ୍ଟା ଜିଲାରେ ଜଣେ ୧୮ ବର୍ଷୀୟା ଦଳିତ ଝିଅଙ୍କୁ ୫ ବର୍ଷ ମଧ୍ୟରେ ୬୪ ଜଣ ଗଣବଳାତ୍କାର କରିଥିବାର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଘଟଣାକୁ ନେଇ କେରଳ ରାଜ୍ୟ ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ପଥାନାମଥିଟ୍ଟା…
ନୂଆ ବର୍ଷରେ ନୂଆ ଖେଳ! ଏକାଠି ହେବେ ଅଲଗା ହୋଇଥିବା ଦୁଇ ବନ୍ଧୁ? ଉଦ୍ଧବ-ଫଡ଼ନଭିସଙ୍କ ସ୍ବର…
ମୁମ୍ବାଇ,୧୧।୧: ନୂଆ ବର୍ଷରେ ମହାରାଷ୍ଟ୍ରର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦୃଶ୍ୟମାନ ହେଉଛି। ଲୋକାଲ ବଡି ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଦେବେନ୍ଦ୍ର ଫଡନଭିସ ଏବଂ ଉଦ୍ଧବଙ୍କ ମଧ୍ୟରେ କିଛି ଘଟିବା ଭଳି ମନେ ହେଉଛି। ପ୍ରଶ୍ନ…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ,୧୧।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଅଛି। କରାୱାଲ ନଗରରୁ କପିଲ ମିଶ୍ରାଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା ପୂର୍ବରୁ…
ଚିତା ନିଆଁରେ ଜଳିଗଲା ୩୬ ହଜାର କୋଟିର ଡ୍ରଗ୍ସ
ନିକୋବର,୧୧।୧: ଆଣ୍ଡାମାନ-ନିକୋବର ପୋଲିସ ଭାରତରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଜବତ ହୋଇଥିବା ୩୬,୦୦୦ କୋଟି ଟଙ୍କାର ଡ୍ରଗ୍ସକୁ ନଷ୍ଟ କରିବା ଆରମ୍ଭ କରିଛି। ଏହି ଅପରେସନ ଡିଜିପି ଏଚ ଏସ ଧାଲିୱାଲଙ୍କ ତତ୍ତ୍ୱାବଧାନରେ କରାଯାଉଛି। ଡିଜିପି ଧାଲିୱାଲ କହିଛନ୍ତି ଯେ ଡ୍ରଗ୍ସଗୁଡ଼ିକୁ…
‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ, ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ ସେ କାର୍ଯ୍ୟ ସମୟ…
ଧରାପଡିଲା ବାଂଲାଦେଶର ବଡ ଚାଲ୍, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…
ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା ଥିବା ଅଣ-ଆବାସିକ ଭାରତୀୟ (NRI)ଙ୍କ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ପ୍ରୟାସ ଜୋରଦାର କରିଛି,…
ଖଣିରେ ଫସିଥିବା ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଫସି ରହିଛନ୍ତି ୫ଜଣ
ଗୁଆହାଟି,୧୧।୧: ଶନିବାର ଆସାମର ଉମରାଙ୍ଗସୋରେ ଘଟିଥିବା କୋଇଲା ଖଣି ଦୁର୍ଘଟଣାକୁ ୬ ଦିନ ପୁରିଗଲା। ଜିଲାରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ଚାରି ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଏକ କୋଇଲା ଖଣିରେ ହଠାତ୍ ବନ୍ୟା ଆସିବାରୁ ଏହି…

