ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ
ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି। ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ଫେଙ୍ଗାଲ। ଏହା କରାଇକାଲ ମହାବଳିପୂରମ ମଧ୍ୟରେ…
ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ, ଆଇଏମ୍ଡି ଡିଜି କହିଲେ…
ନୂଆଦିଲ୍ଲୀ,୩୦ା୧୧: ବଙ୍ଗୋପସାଗରରେ ସାଇକ୍ଲୋନ୍ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଗୁଜବକୁ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି…
ଆଦାନୀଙ୍କ ଆରେଷ୍ଟ ଓ୍ବାରେଣ୍ଟକୁ ନେଇ ମୁହଁ ଖୋଲିଲେ ସରକାର
ନୂଆଦିଲ୍ଲୀ,୩୦।୧୧:ଲାଞ୍ଚ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଜାରି ଆରେଷ୍ଟ ଓ୍ବାରେଣ୍ଟ ସମ୍ପର୍କରେ ଆମେରିକୀୟ ଅଧିକାରୀଙ୍କ ପକ୍ଷରୁ ଭାରତକୁ କୌଣସି ଅନୁରୋଧ ଆସିନାହିଁ। ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି କୁହାଯାଇଛି, ଆମେରିକାରେ ଶିଳ୍ପପତି ଗୌତମ ଆଦାନୀ…
ନିର୍ବାଚନ ଫଳାଫଳ ପରେ କେତେଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ଜରୁରୀ? ନହେଲେ ରାଜ୍ୟପାଳ ନେଇପାରନ୍ତି ଏହି ବଡ଼ ଆକ୍ସନ…
ନୂଆଦିଲ୍ଲୀ,୩୦।୧୧: ନିକଟରେ ଦୁଇ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ମହାରାଷ୍ଟ୍ରରେ ଭାଜପା ବିସ୍ମୟକର ବିଜୟ ହାସଲ କରିଥିବାବେଳେ ଝାଡଖଣ୍ଡରେ ଜେଏମଏମ ଝଡ ସୃଷ୍ଟି କରି ପୁର୍ନବାର କ୍ଷମତାକୁ ଫେରିଛି। ତେବେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶପଥ ନେଇ ସାରିଥିବାବେଳେ ମହାରାଷ୍ଟ୍ରରେ…
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଖାଇଲେ ଖାଣ୍ଟି ଓଡ଼ିଆ ଖାଦ୍ୟ, ଜହ୍ନି ଆଳୁ ରାଇଠୁ ଆରମ୍ଭ କରି…
ଭୁବନେଶ୍ୱର,୩୦ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆୟୋଜିତ ଜାତୀୟସ୍ତରୀୟ ଡିଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ରହଣି ସମୟରେ ସେ ପୂରା ଖାଣ୍ଟି ଓଡ଼ିଆ ଖାଦ୍ୟ ଖାଇଛନ୍ତି। ଏନେଇ ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ମହରାଷ୍ଟ୍ର ରାଜନୀତିରେ ବଡ଼ ବିସ୍ଫୋରଣ: ଶିନ୍ଦେ-ଫଡନ୍ଭିସ୍ କି ଅଜିତ୍ ପାଓ୍ବାର ନୁହଁନ୍ତି, ଏହି ହେବେ ଆଗାମୀ ମୁଖ୍ୟମନ୍ତ୍ରୀ!
ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଏକ ସପ୍ତାହ ବିତିଗଲାଣି । ହେଲେ ମୁଖ୍ୟମନ୍ତ୍ରୀଙ୍କ ନାମ ଏ ପର୍ଯ୍ୟନ୍ତ ଚୟନ ହୋଇନାହିଁ। ଭାଜପାର ଦେବେନ୍ଦ୍ର ଫଡନ୍ଭିସ ଏବଂ ଶିବସେନାର ଏକନାଥ ଶିନ୍ଦେ ଏହି ଦୌଡ଼ର ମୁଖ୍ୟ ନାମ, କିନ୍ତୁ ବର୍ତ୍ତମାନ…
କଠୋର ହୁଅନ୍ତୁ ଖାର୍ଗେ, ଉପଦେଶ ଦେଲେ ରାହୁଲ
ନୂଆଦିଲ୍ଲୀ,୩୦।୧୧: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶୀର୍ଷ ନେତାମାନେ ବିଚାରବିମର୍ଶ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ଏବଂ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଇଭିଏମ ସମେତ ସମଗ୍ର…
ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ,୩୦।୧୧: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗଲ ଏକ ଭୟଙ୍କର ରୂପ ନେଇଛି ଏବଂ ପୁଡୁଚେରୀ ନିକଟ ଉପକୂଳରେ ଏହି ବାତ୍ୟା ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ ଏବଂ ଘଣ୍ଟା…
ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ
ନୂଆଦିଲ୍ଲୀ,୩୦ା୧୧: ଗୁପ୍ତଚରଗିରି ଅଭିଯୋଗରେ ଭାରତୀୟ ନାଗରିକ ଦିନେଶ ଗୋହିଲଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ଗିରଫ କରିଛି। ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଯାଉଥିବା ନେଇ ଗୋଇନ୍ଦା ଖବର ପାଇବା ପରେ…
ସାପକାମୁଡ଼ାକୁ ସୂଚନୀୟ ରୋଗ ଘୋଷଣାକଲା କେନ୍ଦ୍ର
ନୂଆଦିଲ୍ଲୀ,୩୦ା୧୧: ଭାରତରେ ସାପକାମୁଡ଼ା ଓ ତତ୍ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଘୋଷଣା କରିଛି। ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ ହେଉଥିବା ଏକ ତଥ୍ୟରୁ…
ମହାୟୁତି ବୈଠକ ସ୍ଥଗିତ
ମୁମ୍ବାଇ,୩୦ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୬ ଦିନ ବିତିଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି। ମହାୟୁତିର ୩ ନେତା ଦେବେନ୍ଦ୍ର ଫଡ୍ନବିସ୍, ଏକନାଥ ଶିନ୍ଦେ ଏବଂ ଅଜିତ ପାଓ୍ବାର ଗୁରୁବାର ରାତିରେ…
ଶାନ୍ତି ବଜାୟ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦ା୧୧: ଉତ୍ତରପ୍ରଦେଶର ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସ୍ଜିଦ ମାମଲାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ସର୍ଭେକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ସମ୍ଭଲ ଟ୍ରାଏଲ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହିଂସା ପ୍ରଭାବିତ ସମ୍ଭଲରେ…
Archives


