ଜାତୀୟ

ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ

ବୁଡ଼ ପକାଇଲେ ୩.୫ କୋଟି ମହାକୁମ୍ଭ ନଗର,୧୫।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭର ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ୩.୫…

ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ

ପ୍ରୟାଗରାଜ,୧୪।୧: ମହାକୁମ୍ଭରେ ନିଜକୁ ସାମିଲ କରିଥିବା ଆପଲ୍‌ ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଲୌରେନ୍‌ ପାଓ୍ବେଲ ଜବ୍ସ ଉତ୍ସବର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ…

କାଉନ୍‌ସେଲିଂ ନାଁରେ ୧୫ ବର୍ଷରେ ୫୦ ଯୁବତୀଙ୍କୁ ବଳାତ୍କାର, ମନସ୍ତତ୍ତ୍ୱବିତ୍‌ ଗିରଫ

ନାଗପୁର,୧୪।୧: ୧୫ ବର୍ଷରେ ଅନୂ୍ୟନ ୫୦ ଜଣ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଏବଂ ବ୍ଲାକ୍‌ମେଲିଂ କରିଥିବା ଅଭିଯୋଗରେ ଜଣେ ୪୭ ବର୍ଷୀୟ ମନସ୍ତତ୍ତ୍ୱବିତ୍‌ଙ୍କୁ ନାଗପୁରରୁ ଗିରଫ କରାଯାଇଛି। ରାଜେଶ ଧୋକେ ନାମକ ଏହି ମନସ୍ତତ୍ତ୍ୱବିତ୍‌ ୨ ପିଲାଙ୍କ ବାପା। ସେ…

କାହିଁକି ଦିଲ୍ଲୀ କଂଗ୍ରେସ ପାଇଁ ପ୍ରଚାର କରୁନାହାନ୍ତି କହ୍ନୈୟା କୁମାର, ଜଣାପଡିଲା ଭିତିରି କଥା!

ନୂଆଦିଲ୍ଲୀ,୧୪।୧: ପୂର୍ବତନ JNU ଛାତ୍ର ସଂଘ ସଭାପତି ଏବଂ କଂଗ୍ରେସ ନେତା କହ୍ନେୟା କୁମାର ଏକ ପ୍ରକାର ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଆଉ ଦିଲ୍ଲୀ ନିର୍ବାଚନ ପ୍ରଚାର ପଡିଆରେ ଦେଖିବାକୁ ମିଳୁନାହିଁ। ଦିଲ୍ଲୀ ଯୁଦ୍ଧରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ…

ଦିଲ୍ଲୀ ରାଜନୀତିରେ ପଲଟିଲା ବାଜି! ‘ଭାଜପା-କଂଗ୍ରେସର ଯୁଗଳବନ୍ଦୀ’

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ର୍ନିବାଚନକୁ ନେଇ ଏବେ ଜୋର ଧରିଛି ରାଜନୀତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁହାକୁ ତୁହା ଆକ୍ରମଣରେ ଗୋଟିଏ ପ୍ରଶ୍ନମାଣ ମାରିଛନ୍ତି ଏଏପି ମୁଖ୍ୟ କେଜରିଓ୍ବାଲ। ସେପଟେ ଏହି ବାକ୍‌ଯୁଦ୍ଧରେ ଡେଇଁଚି ଭାଜପା। ଯାହାକୁ ନେଇ ରାଜନୀତି ଉଠୁଛି…

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ ନିର୍ମାଣ କରିବାକୁ ପ୍ରେରଣା ଦେଇଛି। ଯେବେଠାରୁ ଆମେ ବ୍ରହ୍ମାଣ୍ଡକୁ ଅନୁସନ୍ଧାନ କରିବା ଆରମ୍ଭ କରିଛୁ,…

ପାକିସ୍ତାନକୁ ଭାରତର ଚେତାବନୀ: ଏପରି ନ କଲେ ଡଟ୍‌ ଡଟ୍‌ ଡଟ୍‌…

ନୂଆଦିଲ୍ଲୀ,୧୪।୧: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶ ପିଓକେକୁ ବ୍ୟବହାର କରି ଆତଙ୍କବାଦ ବୃଦ୍ଧି ଲାଗି ଚେଷ୍ଟା କରାଯାଉଛି। ସେଠାରେ ଆତଙ୍କବାଦୀଙ୍କ ପାଇଁ ତାଲିମ ଶିବିର ଚାଲିଛି। ସୀମା ସଂଲଗ୍ନ ଅଞ୍ଚଳରେ ଲଞ୍ଚ ପ୍ୟାଡ୍‌ ନିର୍ମାଣ କରାଯାଇଛି।…

ଚର୍ଚ୍ଚାରେ IIT ବାବା, ଅଘୋରୀ ବାବାଙ୍କ ମେଞ୍ଚେ ପ୍ରେମିକା!

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭରେ ହୋଇଛି ମହାସମାବେଶ। ବିଶ୍ୱର ଚାରିଆଡୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ପ୍ରୟାଗରାଜରେ ସମାଗମ ହୋଇଛି। ପ୍ରଥମ ଦିନରେ ୧.୬କୋଟିରୁ ଅଧିକ ଭକ୍ତ ଯୋଗ ଦେଇଛନ୍ତି। ଏଥିରେ ବାବା, ନାଗାସାଧୁ ଓ ଅଘୋରୀଙ୍କ ପରି ବହୁ ସାଧୁ ଆସିଛନ୍ତି। ଏଥିରେ ଅନେକ ସାଧୁ…

ମହାକୁମ୍ଭରେ ଅସମ୍ଭାଳ ଶୀତ! ସ୍ନାନ ପରେ ନେତା-ସନ୍ଥଙ୍କ ସମେତ ତିନି ମୃତ, ୩ ହଜାର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭ ୨୦୨୫ ସୋମବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି। କୋଟି କୋଟି ଲୋକ ଏଥିରେ ବହୁତ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି, ଯେତେବେଳେ ମହାକୁମ୍ଭରେ ପ୍ରବଳ ଥଣ୍ଡାର ତାଣ୍ଡବ ମଧ୍ୟ ଦେଖିବାକୁ ମିଳୁଛି। ଏଠାରେ ଗାଧୋଇବା ପରେ ତିନି…

ଅଡ଼ୁଆରେ ଫସିଲା Meta! ସିଇଓ ଜୁକରବର୍ଗଙ୍କୁ ସମନ ପଠାଇବ ଭାରତ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୪।୧: ଅଡ଼ୁଆରେ ମେଟା ସିଇଓ ମାର୍କ ଜୁକରବର୍ଗ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ସଂସଦୀୟ ପ୍ୟାନେଲ ପକ୍ଷରୁ ସମନ କରାଯିବ। ୨୦ରୁ ୨୪ ଜାନୁଆରୀ ମଧ୍ୟରେ ଯୋଗାଯୋଗ ଏବଂ ସୂଚନା…

ମହାକୁମ୍ଭ: ପ୍ରଥମ ଅମୃତ ସ୍ନାନରେ ଅସମ୍ଭାଳ ଭିଡ଼, ୩.୫୦ କୋଟିରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପକାଇଲେ ବୁଡ଼

ନୂଆଦିଲ୍ଲୀ,୧୪।୧: ପ୍ରୟାଜରଜ ମହାକୁମ୍ଭ ୨୦୨୫ ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଅମୃତ ସ୍ନାନ ପର୍ବ ଉପଲକ୍ଷେ ତ୍ରିବେଣୀ ଘାଟରେ ସ୍ନାନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି। କୁହାଯାଉଛି ଯେ, ପ୍ରଥମ ଅମୃତ ସ୍ନାନ ପର୍ବରେ ୩.୫୦ କୋଟିରୁ ଅଧିକ ସନ୍ଥ…

ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ରାହୁଲ କହିଲେ…

ଦିଲ୍ଲୀ ବିଧାନସଭା ର୍ନିବାଚନ ପୂର୍ବରୁ, କଂଗ୍ରେସ ଦଳ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା କରିଥିଲେ ଏବଂ ଅଭିଯୋଗ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?