ଜାତୀୟ

ମଣିପୁର ହିଂସାକାଣ୍ଡ: ୧୧ ଅଫିସରଙ୍କ ବଦଳି

ଇମ୍ଫାଲ,୧୦।୬:ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାକାଣ୍ଡ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ୩୯ଦିନ ଧରି ଚାଲିଥିବା ଏହି ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୧୦ଜଣ ଗୁରୁତରଆହତ ହୋଇଛନ୍ତି। ତେବେ...

ଏଥର ଭୋଟିଂରେ ସାମିଲ ହେବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ,୧୦।୬: ଏଥର ପ୍ରବାସୀ ଭାରତୀୟ ମଧ୍ୟ ନିର୍ବାଚନରେ ମତଦାନ କରିପାରିବେ। ଭାରତର ନିର୍ବାଚନ ଆୟୋଗ ନୂଆ ନୀତି ଆଣିବାକୁ ଯାଉଛନ୍ତି। ଏନେଇ ସୂଚନା ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗର ମୁଖ୍ୟ ରାଜୀବ କୁମାର। ସେ କହିଛନ୍ତି, ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ...

ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ

ମୁମ୍ବାଇ, ୧୦।୬: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ହଇଚଇ ସୃଷ୍ଟି ହୋଇଛି। ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।...

ଆରଏସଏସ ପ୍ରତିଷ୍ଠାତା ହେଡଗଓ୍ବୋର୍‌ଙ୍କୁ ସ୍କୁଲ୍‌ ପାଠ୍ୟକ୍ରମ ବିଷୟବସ୍ତୁରୁୁ ହଟାଇବ କର୍ନାଟକ ସରକାର!

ବେଙ୍ଗାଲୁରୁ,୧୦।୬: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ପ୍ରଚାର ପତ୍ରରେ ନିର୍ବାଚନ ଜିତିଲେ ଆରଏସଏସ ସଂଗଠନ ଉପରେ ବ୍ୟାନ୍‌ ଲଗେଇବୁ ବୋଲି ଘୋଷଣା କରିଥିଲା। ଯାହାକୁ କର୍ନାଟକରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଏହାକୁ ଆରମ୍ଭ କରିଛି। ବର୍ତ୍ତମାନ...

‘ପୀଡିତାଙ୍କ ଉପରେ ଭୟ ସୃଷ୍ଟି କରାଯାଉଛି’, ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରଜ୍‌ଭୂଷଣଙ୍କ ଘରକୁ ନିଆଯିବା ଘଟଣା ଉପରେ ତଦନ୍ତ ଦାବି କଲା ଟିଏମସି

ନୂଆଦିଲ୍ଲୀ,୧୦।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲାରେ ତଦନ୍ତ ଚାଲିଛି। ଶୁକ୍ରବାର କ୍ରାଇମ ସିନ ରିକ୍ରିଏଟ୍‌ କରିବା ପାଇଁ ଦିଲ୍ଲୀ ପୋଲିସ ରେସଲର ସଂଗୀତା ଫୋଗାଟଙ୍କୁ...

ଗିରିରାଜଙ୍କ ଉପରେ ବର୍ଷିଲେ କପିଲ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’

ଗିରିରାଜଙ୍କ ଉପରେ ବର୍ଷିଲେ କପିଳ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’ ନୂଆଦିଲ୍ଲୀ,୧୦।୬: ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ବାବରଙ୍କୁ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜଙ୍କ ବୟାନ...

ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂଙ୍କୁ ପୁଣି ପଚରାଉଚରା କରିବ ଭିଜିଲାନ୍ସ

ଚଣ୍ଡିଗଡ,୧୦।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭିଜିଲାନ୍ସ ପୁଣି ପଚରାଉଚରା କରିବ ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଜାବ ଭିଜିଲାନ୍ସ ଚନ୍ନିଙ୍କୁ ପଚରାଉଚରା କରିବା ପାଇଁ ଜୁନ ୧୩ରେ ଡକାଇଛି। ଆୟଠୁ ଅଧିକ ସମ୍ପତ୍ତି...

କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଲେ କେ.ଏମ୍‌ ଶାହାଜାହନ

ଥିରୁଭାନଥପୁରମ୍‌,୧୦।୬:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ଅଚ୍ୟୁତାନନ୍ଦଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କେ.ଏମ୍‌. ଶାହାଜାହାନ କେରଳ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି। ଯାହା ତାଙ୍କ ଉପରେ ମହଙ୍ଗା ପଡିଛି। ହାଇକୋର୍ଟ ଏହାକୁ କୋର୍ଟର ଅବମାନନା ବୋଲି କହିବା ସହ ବିନା...

ଭାଜପା-ଜେଜେପି ମେଣ୍ଟରେ ଫାଟକୁ ନେଇ ମୁହଁ ଖୋଲିଲେ ଦୁଷ୍ୟନ୍ତ ଚୌଟାଲା

ଚଣ୍ଡିଗଡ଼,୧୦।୬: ହରିୟାଣାରେ ଭାଜପା-ଜେଜେପି ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ରାଜ୍ୟରେ ସ୍ଥିର ସରକାର ଚଳାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ...

ଯୋଗ ରାଜନୀତି, ପଞ୍ଜାବରେ ମୋଦିଙ୍କ ଭଳି ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ କରାଇବ ଏଏପି, ସାମିଲ ହେବେ କେଜରିଓ୍ବାଲ

ଚଣ୍ଡିଗଡ଼,୧୦।୬: ଜୁନ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହେଲେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଯୋଗ...

ପୋରବନ୍ଦରରୁ ୫ ସନ୍ଦିଗ୍ଧଙ୍କୁ ଗିରଫ କଲା ଗୁଜରାଟ ଏଟିଏସ

ପୋରବନ୍ଦର,୧୦।୬: ଗୁଜୁରାଟର ଏଟିଏସ ଟିମ ପୋରବନ୍ଦରରେ ଏକ ବଡ ଅପରେସନରେ ସଫଳତା ପାଇଛନ୍ତି। ଏଟିଏସ ଆଇଏସ ମଡ୍ୟୁଲ ପର୍ଦ୍ଦାଫାଶ କରିବାକୁ ଯାଇ ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ...

ମହାରାଷ୍ଟ୍ର ରାଜନୀତିରେ ପୁଣି ଅଶାନ୍ତି, ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଇସ୍ତଫା ଦେବା ନେଇ ଚର୍ଚ୍ଚା

ମୁମ୍ବାଇ,୧୦।୬: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେବ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ଭାଜପା ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ତଥା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri