ଜାତୀୟ

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ ଶୁକ୍ରବାର ପଞ୍ଜାବର ସିନେମାହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହୋଇନାହିଁ। ଉକ୍ତ ଚଳଚ୍ଚିତ୍ରକୁ ବେଆଇନ ଘୋଷଣା କରିବା ପାଇଁ…

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ରୁଷିଆ ସେନାରେ ଭାରତୀୟମାନଙ୍କ ନିଯୁକ୍ତିକୁ ନେଇ ରହିଥିବା ୧୨୬ଟି…

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଏହାପରେ ଅର୍ଥନୈତିକ…

ସୈଫ୍‌ ଆକ୍ରମଣ: ଭୁଲ୍‌ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୧୮ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଘରକୁ ବୁଧବାର ରାତିରେ ଅନୁପ୍ରବେଶ କରି ତାଙ୍କୁ ୬ ଥର ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର ୨୦ ଟିମ୍‌ ଏଯାଏ ଧରିପାରି ନାହାନ୍ତି। ଏହା ପରିବର୍ତ୍ତେ ସେମାନେ ଏହି ଆକ୍ରମଣ ସହ…

ଏତେ କୋଟି ଟଙ୍କା କରଜ କରିଛନ୍ତି ଏଏପିର ବଡ଼ ବଡ଼ ନେତା, ଜାଣନ୍ତୁ କେଜରିଓ୍ବାଲଙ୍କ କେତେ?

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ନିର୍ବାଚନ ଲଢ଼େଇରେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ବଡ଼ ତଥ୍ୟର ଖୁଲାସା ହୋଇଛି। ଦିଲ୍ଲୀର ୧୦ଜଣ ଏଏପିର ବଡ଼ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡି…

ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧: ମହାକୁମ୍ଭକୁ ନେଇ ଖବର ଏବେ ହେଡଲାଇନରେ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ସାଧୁସନ୍ଥ ଏବଂ ସାଧ୍ୱୀଙ୍କ ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ତେବେ ଏହି ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଦୁଇ ବାବା ଓ ମାତା।…

ଇଣ୍ଡିଆ ପରେ ଦିଲ୍ଲୀରେ ଭାଙ୍ଗିଲା ଏନଡିଏ ମେଣ୍ଟ! ବଡ଼ ଆକ୍ସନ ନେଲେ ଅଜିତ ପାଓ୍ବାର, ଟେନଶନରେ ମୋଦି

ନୂଆଦିଲ୍ଲୀ,୧୭।୧: ଭାଜପାକୁ ବଡ଼ ଝଟ୍‌କା। କାରଣ ଦିଲ୍ଲୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି ଏନସିପି। ଅଜିତ ପାଓ୍ବାରଙ୍କ ଦଳ ଏନସିପି ଦିଲ୍ଲୀରେ ଡେବ୍ୟୁ କରିଛି। ଏଥିସହ ବିଧାନସଭା ର୍ନିବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି। ଦଳ ମହାରାଷ୍ଟ୍ରରରେ…

ମଶାଣିରେ ହାଡ ଖାଉଥିଲି, ତା’ସହ… ଆଇଆଇଟି ବାବାଙ୍କ ଭୟଙ୍କର ସାଧନା ଶୁଣିଲେ

ନୂଆଦିଲ୍ଲୀ,୧୭।୧ଆଇଆଇଟି ବାବା ଭାବେ ଭାଇରାଲ ହେବା ପରେ ହଠାତ୍‌ ମହାକୁମ୍ଭରୁ ନିଖୋଜ ହୋଇଯାଇଛନ୍ତି ବାବା। ସେ ପ୍ରୟାଗରାଜ ମହାକୁମ୍ର ଆଶ୍ରମ ଛାଡି ଦେଇଛନ୍ତି। ସେ ଏବେ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। କୁହାଯାଉଛି କି, ଗଣମାଦ୍ୟମରେ ପ୍ରସାରିତ ହେବା ପରେ ବାବାଙ୍କ…

ମହାକୁମ୍ଭରେ ବୁଡ ପକାଇବା ପାଇଁ ୧୦% ଟିକସ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୭।୧:କୁମ୍ଭର ଇତିହାସ ବହୁତ ପୁରୁଣା। କିଛିଦିନ ଧରି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନରେ ସାରା ଦେଶ ପ୍ରକମ୍ପିତ ହେୁଛି। ଏହି ଐତିହାସିକ ମହାକୁମ୍ଭ ଦେଖିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଲୋକମାନେ ଆସୁଛନ୍ତି। ଲୋକଙ୍କ ମଧ୍ୟରେ ଏହାକୁ ନେଇ…

ରକ୍ତ ଜୁଡୁବୁଡୁ ହୋଇଥିଲେ ସୈଫ ଅଲି ଖାନ, ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭର ବଖାଣିଲେ ସବୁକିଛି

ମୁମ୍ବାଇ,୧୭।୧: ଗୁରୁବାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ସେ ରକ୍ତ ଜୁଡୁବୁଡୁ ଏକ ଅଟୋ ରିକ୍ସାରେ ହସ୍ପିଟାଲରେ ପହଞ୍ଚିଥିଲେ। ଏବେ ସେହି ଅଟୋ ଡ୍ରାଇଭର ସେଦିନ ରାତିର ଘଟଣା ବିଷୟରେ ସମ୍ପୂର୍ଣ୍ଣ କାହାଣୀ…

ଭାଜପା ଶାସିତ ରାଜ୍ୟରେ ୧୦୦ ପ୍ରତିଶତ ବଢିଲା ମନ୍ତ୍ରୀ ବିଧାୟକଙ୍କ ଦରମା

ଅଗରତାଲା,୧୭।୧: ତ୍ରିପୁରା ବିଧାନସଭା ଏହାର ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ ପାସ୍‌ କରିଛି। ଏହି ବୃଦ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମା ୮୧ ରୁ ୯୨% ବୃଦ୍ଧି ପାଇବ। ଏହା ସହିତ, ସମସ୍ତ…

ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୧୭।୧: ଦିଲ୍ଲୀରେ ଆଗକୁ ବିଧାନସଭା ନିର୍ବାଚନ ଥିଲା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ଆପ୍ ନିର୍ବାଚନ ଘୋଷଣା ପୂର୍ବରୁ ବିଭିନ୍ନ ଯୋଜନା ଆରମ୍ଭ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?