Odisha Elections 2024

ଜାତୀୟ

ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ

ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ ଦିଆଯାଇଥାଏ। ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଉଦ୍ଧବ ଠାକରେ ଦଳର ନେତା...

ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ମତଦାନ ଜାରି, ୫ ମୃତ ଅନେକେ ଆହତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ସକାଳୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ପଥରମାଡ, ହିଂସା, ଅଗ୍ନିକାଣ୍ଡ ଭଳି ଖବର ଆସୁଛି। ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ...

ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ୨୧ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ନାମ

ନୂଆଦିଲ୍ଲୀ,୮।୭: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ବିଦେଶରେ ବିସିଥିବା ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଉଛି।ଏନଆଇଏ ପ୍ରାୟ ୨୧ ଜଣ ଆତଙ୍କବାଦୀଙ୍କ ନାମ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ କରିଛି। ଏଥିରେ କନାଡା, ଆମେରିକା ଓ ପାକିସ୍ତାନରେ...

ମୋଦିଙ୍କ ଟିଫିନ ବୈଠକ: କର୍ମୀଙ୍କ ସହ ଖାଇଲେ ଖେଚୁଡି

ବାରାଣସି,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରେକା ଗେଷ୍ଟ ହାଉସରେ ଶୁକ୍ରବାର ରାତିରେ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ କେହି କେହି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ କେତେକ ପାର୍ଟି ସହିତ ଜଡିତ ଥିଲେ । ସେ ଶ୍ରମିକମାନଙ୍କ...

ବ୍ରହ୍ମୋସ, ଅଗ୍ନୀ, ୟୁସିଭି ଭଳି ମିଶାଇଲର ତଥ୍ୟ ପାକିସ୍ତାନ ପଠାଇଲେ ଡିଆରଡିଓ ସାଇଣ୍ଟିଷ୍ଟ, ଚାର୍ଜସିଟରେ ଦିଆଯାଇଛି ଅନେକ ତଥ୍ୟ

ନୂଆଦିଲ୍ଲୀ,୮।୭: ପଡୋଶୀ ଦେଶ ପାକିସ୍ତାନ ସହ ଗୁଇନ୍ଦା ତଥ୍ୟ ଶେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ସାଇଣ୍ଟିଷ୍ଟ ପ୍ରଦିପ କୁରୁଲକରଙ୍କୁ ନେଇ ଚାର୍ଜସିଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି। ଏଟିଏସ ଜୁନ ୩୦ରେ ଏକ ସ୍ବତନ୍ତ୍ର କୋର୍ଟଙ୍କୁ ଚାର୍ଜସିଟ ଦେଇଥିଲେ,...

ଧାନ କ୍ଷେତରେ ରାହୁଲ

ସୋନିପତ,୮।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ହଠାତ୍‌ ବରୋଦା ଗସ୍ତ କରିଛନ୍ତି। ସେଠାରେ ସେ ମଦିନା ଗାଁରେ ପହଞ୍ଚି କ୍ଷେତରେ ଥିବା ଚାଷି ଓ ଶ୍ରମିକଙ୍କ ସହ କଥା ହୋଇ ଫସଲ ସମ୍ପର୍କରେ କିଛି ତଥ୍ୟ...

ଲକ୍ଷ୍ନୌ ମେଟ୍ରୋ ଷ୍ଟେଶନକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ଲକ୍ଷ୍ନୌ,୮।୭: ଲକ୍ଷ୍ନୌର ମେଟ୍ରୋ ଷ୍ଟେଶନକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହା ପରେ ରାଜଧାନୀର ପ୍ରତ୍ୟେକ ମେଟ୍ରୋ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ କଣ୍ଟ୍ରୋଲ ରୁମ ୧୧୨କୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଛି। ସୂଚନା...

ପଶ୍ଚିମବଙ୍ଗରେ ମତଦାନ ଜାରି, ରାଜ୍ୟପାଳଙ୍କ କନଭେକୁ ଅଟକାଇଲେ ସିପିଏମ କର୍ମୀ

କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଉତ୍ତର ୨୪ ପରଗାନାର ମତଦାନ ବୁଥ ପରିଦର୍ଶନ କରି ଭୋଟର...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

କୋଲକାତା,୮।୭: ନିର୍ବାଚନ ପ୍ରଚାରକୁ ନେଇ ବହୁ ପରିଶ୍ରମ, ପାର୍ଥୀପତ୍ର ଦାଖଲ ସମୟରେ ହିଂସା, ବହୁ ଘଟଣା ଦୁର୍ଘଟଣା ପରେ ଶେଷରେ ଶନିବାର ସକାଳେ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ। ପ୍ରାର୍ଥୀପତ୍ର ଦାଖଲ ସମୟରେ ହୋଇଥିବା...

ପୋଲିସ କମାଣ୍ଡୋ ସମେତ ୪ ମୃତ

ଇମ୍ଫାଲ, ୮ା୭: ମଣିପୁର ବିଷ୍ଣୁପୁର ଜିଲାର ବିଭିନ୍ନ ସ୍ଥାନରେ ଗୁଳି ବିନିମୟ ଘଟି ଜଣେ ପୋଲିସ କମାଣ୍ଡୋଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ହିଂସାକାଣ୍ଡରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଗୁରୁବାର ରାତି ୧ଟା ୩୦ରେ ମେଇତି ବହୁଳ...

ତ୍ରିପୁରା ବିଧାନସଭାରେ ପର୍ନକୁ ନେଇ ହାଇଡ୍ରାମା

ଅଗରତାଲା,୮ା୭: ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ମୋବାଇଲ ବ୍ୟବହାର ମନା। ଏହା ଜାଣି ସୁଦ୍ଧା ତ୍ରିପୁରାର ବାଗ୍‌ବାସା ଭାଜପା ବିଧାୟକ ଯାଦବଲାଲ ନାଥ ବିଧାନସଭାରେ ବସି ଅଶ୍ଳୀଳ ଭିଡିଓ ଦେଖୁଥିଲେ। ଗତ ମାର୍ଚ୍ଚ ୩୦ର ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ...

ସିସୋଡିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ, ୮ା୭ :ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଏପି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ତାଙ୍କ ସ୍ତ୍ରୀ ଓ ଅନ୍ୟ କେତେଜଣ ଅଭିଯୁକ୍ତଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri