Odisha Elections 2024

ଜାତୀୟ

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର

ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍‌ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇମ୍ୟାନୁଏଲ ବୋନେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ...

ପ୍ରଥମ ଥର ଭାରତ ବାହାରେ ଖୋଲିବ ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ,୬।୭: ତାଞ୍ଜାନିଆର ଜାନଜିବରରେ ଆଇଆଇଟି କଲେଜ ଆରମ୍ଭ ହେବାକୁ ଯାଉଛି। ଏହା ଭାରତ ବାହାରେ ଖୋଲିଥିବା ପ୍ରଥମ ଆଇଆଇଟି କ୍ୟାମ୍ପସ ହେବ। ବୁଧବାର ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ତାଞ୍ଜାନିଆର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ...

ଜଳବାୟୁ ପରିବର୍ତ୍ତନର ପ୍ରସଙ୍ଗ ଦଳୀୟ ଘୋଷଣା ପତ୍ରରେ ହେବା କେତେ ଜରୁରୀ

ନୂଆଦିଲ୍ଲୀ,୬।୭: ଜି-୨୦ ଅଧ୍ୟକ୍ଷତାରେ ଭାରତ ଜଳବାୟୁ ପରିବର୍ତ୍ତନର ପ୍ରସଙ୍ଗ ଉଠାଇଛି। ଏହା ବ୍ୟତୀତ ଜି-୨୦ ଏଜେଣ୍ଡାରେ ଜଳବାୟୁ ପରିବର୍ତ୍ତନ ଓ ଏହାଠାରୁ ଦୂରେଇ ରହିବାକୁ ଏବେ ପର୍ଯ୍ୟନ୍ତ କୌଣସି ବିଶେଷ ଆକର୍ଷଣ ଦେଖିବାକୁ ମିଳିନାହିଁ। ବୈଜ୍ଞାନିକଙ୍କ ଚେତାବନୀ ଓ ମିଳିତ...

ଦିଲ୍ଲୀରେ ଲାଗିଲା ଅଜିତ ପାଓ୍ବାରଙ୍କ ବିରୋଧରେ ‘କଟପ୍ପା’ ବାଲା ପୋଷ୍ଟର, ଶରଦ ପାଓ୍ବାର ‘ବାହୁବଳୀ’

ନୂଆଦିଲ୍ଲୀ,୬।୭: ଏନସିପି ଭର୍ସେସ ଏନସିପି ଏବେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। କିଛି ସମୟ ପରେ ଶରଦ ପାଓ୍ବାର ମହାରାଷ୍ଟ୍ରରୁ ଯାଇ ଦିଲ୍ଲୀ ପହଞ୍ଚିଯିବେ।ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଶରଦ ପାୱାର ଯୋଗଦେବେ। ଅଜିତ ପାୱାରଙ୍କ...

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି

ନୂଆଦିଲ୍ଲୀ,୬।୭: ଦେଶରେ ହତ୍ୟା ଭଳି ସଙ୍ଗିନ ଅପରାଧ ସହ ଜଡିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ବିରୋଧରେ ଏଜେନ୍ସି ଆକ୍ସନ ନେବାରେ ଲାଗିଛି। ଏବେ ଇଣ୍ଟରପୋଲ ଲରେନ୍ସ ବିଶ୍ନୋଇ ଗ୍ୟାଙ୍କର ୨ ସହଯୋଗୀଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି ହୋଇଛିି,...

ତାତି ଲହରର ପ୍ରଭାବ: ୨୦୫୦ ବେଳକୁ ଗହମ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା…

ନୂଆଦିଲ୍ଲୀ,୬।୭ : ତାପମାତ୍ରା ବୃଦ୍ଧି ଯୋଗୁ ୨୦୪୦ ସୁଦ୍ଧା ଭାରତରେ ଗହମ ଅମଳ ୫ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୧୦ ପ୍ରତିଶତ ହ୍ରାସ ହୋଇପାରେ। ଏକ ଅଧ୍ୟୟନରେ ଏହି ଆଶଙ୍କା ପ୍ରକାଶ ପାଇଛି। ଗହମ ଏବଂ ସୋରିଷ ଉତ୍ପାଦନରେ...

ୟୁସିସି ଲାଗୁ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ: ଅମର୍ତ୍ତ୍ୟ ସେନ…

ନୂଆଦିଲ୍ଲୀ,୬।୭ : କମନ ସିଭିଲ କୋଡ ଉପରେ ନେଇ ସମ୍ପ୍ରତି ଦେଶରେ ଅନେକ ବିବାଦ ଜାରି ରହିଛି। ଏନେଇ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ କହିଛନ୍ତି ଭାରତରେ କମନ ସିଭିଲ କୋଡ ଲାଗୁ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଏଥିପାଇଁ...

ତବରେଜ ଅନସାରି ହତ୍ୟା ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଞ୍ଚି,୬।୭: ଝାଡ଼ଖଣ୍ଡରେ ୨୦୧୯ ଜୁନରେ ତବରେଜ ଅନସାରୀଙ୍କୁ କେତେଜଣ ଯୁବକ ପିଟି ପିଟି ହତ୍ୟା କରିବା ଘଟଣାରେ ଝାଡ଼ଖଣ୍ଡ ସେରାଇକେଲା ଖରସ୍ବାନ ଜିଲାର ଏକ କୋର୍ଟ ବୁଧବାର ୧୦ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜୁନ୍‌ ୨୭ରେ...

ମରୁଭୂମିରେ ବନ୍ୟା: ୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଜୟପୁର,୬।୭: ଗତ ଜୁନ୍‌ରେ ରାଜସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି। ରାଜ୍ୟରେ ବର୍ଷା ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିବା ମଙ୍ଗଳବାର ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତମାସରେ ୧୫.୯ ଏମ୍‌.ଏମ୍‌. ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ୧୮୫% ଅଧିକ...

ସହଯୋଗୀଙ୍କ ବିନାଶ କରୁଛି ଭାଜପା: ପାଓ୍ବାର

ମୁମ୍ବାଇ,,୬ା୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରତ୍ୟେକ ସହଯୋଗୀ ଦଳର ବିନାଶ ଘଟିଛି। ଗୈରିକ ଦଳକୁ ସମର୍ଥନ କରୁଥିବା ଦଳ ଶେଷରେ ଧ୍ୱଂସ ହୋଇଯାଏ। ତୁମେ ବି ସମଦଶା ଭୋଗିବ ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ବୁଧବାର...

ଆଦିବାସୀଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ଗିରଫ

ଭୋପାଳ/ନୂଆଦିଲ୍ଲୀ,୬।୭: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ଆଦିବାସୀ ଶ୍ରମିକ ପାଲେ କୋଲଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ପ୍ରଭେଶ ଶୁକ୍ଳାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ପ୍ରଭେଶ ଜମି ଜବରଦଖଲ କରି ବେଆଇନ ଭାବେ ନିର୍ମାଣ କରିଥିବା...

ଉତ୍ତରଦାୟିତ୍ୱରୁ ଖସିବା ପାଇଁ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର

ନୂଆଦିଲ୍ଲୀ,୬ା୭(ପି.ଟି.): ୨୯୪ ଯାତ୍ରୀଙ୍କ ଜୀବନ ନେଇଥିବା ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗରେ ଉତ୍ତରଦାୟିତ୍ୱରୁ ଖସିଯିବା ପାଇଁ ରେଳ ମନ୍ତ୍ରଣାଳୟ ‘ଅନ୍ତର୍ଘାତୀ ସିଦ୍ଧାନ୍ତ’ର ପ୍ରଚାର ଚଳାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri