ଜାତୀୟ

ମଣିପୁର ଘଟଣାକୁ ନେଇ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ମୋଦି: ଗୋୟଲ

ନୂଆଦିଲ୍ଲୀ,୨୮।୭: ମଣିପୁର ଘଟଣାକୁ ନେଇ ଜାରି ରହିଥିବା ହଙ୍ଗାମା ଭିତରେ ଉଭୟ ଲୋକ ସଭା ଓ ରାଜ୍ୟ ସଭାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ବିରୋଧୀ ପୁଣିଥରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ହିଂସାକୁ ନେଇ ଜବାବ...

ଦିଲ୍ଲୀ ଅଧ୍ୟାଦେଶ ସହ ଜଡିତ ବିଧେୟକ ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ସରକାର

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀ ଅଧିକାରୀଙ୍କ ଟ୍ରନ୍ସଫର ଓ ପୋଷ୍ଟିଂ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶ ସ୍ଥାନ ନେବାକୁ ଯାଉଥିବା ବିଧେୟକ ଲୋକ ସଭାରେ ଆସନ୍ତା ସପ୍ତାହରେ ଉପସ୍ଥାପନ କରାଯିବ। ଆସନ୍ତା ସପ୍ତାହରେ ଗୃହରେ ହେବାକୁ ଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଉଥିବା...

ଅରବିନ୍ଦ କଲେଜ ନିକଟରେ ଯୁବତିଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୨୮।୭: ଦକ୍ଷିଣ ଦିଲ୍ଲିର ଅରବିନ୍ଦ କଲେଜ ନିକଟରେଜଣେ ଯୁବକ ଜଣେ ଯୁବତୀଙ୍କୁ ଲୁହା ରଡରେ ପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ଘଟଣା ପରେ ଅଭିଯୁକ୍ତ ବାଳକ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ଯୁବତୀଙ୍କ ହତ୍ୟା...

ମହିଳାଙ୍କୁ ହତ୍ୟା ପରେ ନିଜକୁ ଗୁଳି କଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୮ା୭: ଦିଲ୍ଲୀର ଦାବ୍ରି ଅଞ୍ଚଳରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଘର ସମ୍ମୁଖରେ ଗୁଳିକରି ହତ୍ୟା କରାଯାଇଛି। ରେଣୁ ଗୋୟଲ ନାମ୍ନୀ ମହିଳାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଅଭିଯୁକ୍ତ ଆଶିଷ(୨୩)...

ଭିମା କୋରେଗାଓଁ ମାମଲା: ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୮।୭: ସୁପ୍ରିମକୋର୍ଟ ୨୦୧୮ରେ ଭିମା କୋରୋଗାଓଁ ହିଂସା ସହ ଜଡିତ ଏଲ୍ଗାର ପରିଷଦ ମାମଲାରେ ଅଭିଯୁକ୍ତ ବର୍ନୋନ ଗ୍ୟାସଲିଭସ ଓ ଅରୁଣ ଫେରେରାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଅଭିଯୋଗ ଗୁରୁତର, ହେଲେ ଏମାନେ ୫ ବର୍ଷ...

୧୨,୫୦୦ ଶିକ୍ଷକଙ୍କୁ ସ୍ଥାୟୀ କଲେ ପଞ୍ଜାବ ସରକାର, ଶିକ୍ଷୟିତ୍ରୀଙ୍କୁ ଭେଟି ଭାବୁକ ହେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୮।୭: ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଏକ ବଡ ନିଷ୍ପତ୍ତି ନେଇ ରାଜ୍ୟର ୧୨,୫୦୦ ଶିକ୍ଷକଙ୍କ ନିଯୁକ୍ତିକୁ ସ୍ଥାୟୀ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବି ଜଣେ ଅଧ୍ୟାପକଙ୍କ ପୁଅ, ସେଥିପାଇଁ ମୁଁ ସେମାନଙ୍କ ଦୁଃଖ ବୁଝିପାରୁଛି।...

ଦିଗବିଜୟଙ୍କ ଶାସନ କାଳରେ ହେଉ ନ ଥିଲା ଯୁବକଙ୍କ ବିବାହ: ସିନ୍ଧିଆ

ଭୋପାଳ,୨୮।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେଉଁ ଟିପ୍ପଣି ଦେଇଥିଲେ, ଏବେ ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ଜୟବର୍ଦ୍ଧନ ସିଂ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି। ଜୟବର୍ଦ୍ଧନ ଜ୍ୟୋତିରାଦିତ୍ୟଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗର...

ବନ୍ଦେ ଭାରତ ଟ୍ରେନରେ ମିଳୁଥିବା ଖାଦ୍ୟରେ ଅସରପା

ନୂଆଦିଲ୍ଲୀ,୨୮।୭: ବନ୍ଦେ ଭାରତ ଟ୍ରେନରେ ଜଣେ ଯାତ୍ରୀଙ୍କ ଖାଦ୍ୟରୁ ଅସରପା ମିଳିଛି। ଭୋପାଳର ରାଣୀ କମଲାପତି ରେଳ ଷ୍ଟେଶନରୁ ହରଜତ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଜଣେ ଯାତ୍ରୀଙ୍କ ଖାଦ୍ୟରେ ଏକ ଅସରପା ପଡିଥିବା ଦେଖିବାକୁ ମିଳିଥିଲା।...

ଚିତା ‘ନିର୍ଭୟା’ର ମିଳୁନି ପତ୍ତା

ଭୋପାଳ,୨୮।୭: ଶିଓପୁର ଜିଲା ଅନ୍ତର୍ଗତ କୁନୋ ଜାତୀୟ ଉଦ୍ୟାନରେ ଥିବା ଖୋଲା ଜଙ୍ଗଲରେ ବୁଲୁଥିବା ମହିଳା ଚିତା ‘ନିର୍ଭୟା’ ରାଡାରରୁ ବାହାରି ଯାଇଛି। କୁହାଯାଉଛି ରେଡିଓ କଲର ଖରାପ ହୋଇଯାଇଛି। ଯାହା ଫଳରେ ‘ନିର୍ଭୟା’କୁ ଟ୍ରାସ କରିବା କଷ୍ଟକର ହୋଇପଡ଼ିଛି।...

୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ

ନୂଆଦିଲ୍ଲୀ,୨୮ା୭:୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱର ସବୁଠୁ ଉତ୍ତପ୍ତ ମାସ ବୋଲି ଲିପ୍‌ଜିଗ ୟୁନିଭର୍ସିଟିର ଜଳବାୟୀ ବିଜ୍ଞାନୀ ଡ. କର୍ଷ୍ଟେନ ହୁଷ୍ଟେଇନ୍‌ କହିଛନ୍ତି। ଜୁଲାଇ ମାସରେ ହାରାହାରି ତାପମାତ୍ରା ରେକର୍ଡ...

ଲୋକ ସଭା ନିର୍ବାଚନକୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କଲା କମଲ ହାସନଙ୍କ ପାର୍ଟି ଏମଏନଏମ

କୋୟମ୍ବାଟୁର,୨୮।୭: ଅଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦେଶର ରାଷ୍ଟ୍ରୀୟ ଦଳ ସହ ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଯୋରସୋରରେ ଆରମ୍ଭ କରି ଦେଇଛନ୍ତି। ଏଥିରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନଙ୍କ ମକ୍କଲ ନିଧି ମୟମ (ଏମଏନଏମ)...

ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି ଭାଜପା: ମମତା

କୋଲକତା,୨୮।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପୁଣି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri