ଜାତୀୟ

ଖୁସିରେ ବିଭୋର ମୁଖ୍ୟମନ୍ତ୍ରୀ: ପୁଣି କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ୨ ଚିତା ଛୁଆ

ନୂଆଦିଲ୍ଲୀ,୪।୨: ପୁଣି କୁନୋ ଜାତୀୟ ଉଦ୍ୟାନରେ ଖେଳିଯାଇଛି ଖୁସିର ମାହୋଲ। ଏଠାରେ ୨ଟି ଚିତା ଛୁଆ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଚିତାଙ୍କ ସଂଖ୍ୟା ବୃଦ୍ଧି ସହିତ,…

ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି, ମୁଖ୍ୟମନ୍ତ୍ରୀ ଗଠନ କଲେ କମିଟି

ଗାନ୍ଧିନଗର,୪।୨: ଉତ୍ତରାଖଣ୍ଡ ପରେ, ଏବେ ଗୁଜରାଟରେ ମଧ୍ୟ ୟୁସିସି ଶୀଘ୍ର ଲାଗୁ କରାଯାଇପାରେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସମାନ ନାଗରିକ ସଂହିତା (UCC) ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ…

ମାସିକିଆ ଟୋଲ ଟ୍ୟାକ୍ସର ବ୍ୟବସ୍ଥା କରିବାକୁ ଯାଉଛନ୍ତି ସରକାର, ମିଳିବ ଡିସକାଉଣ୍ଟ

ନୂଆଦିଲ୍ଲୀ,୪।୨: ସାରା ଦେଶରେ ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ ଇଣ୍ଡିଆ(NHAI) ଟୋଲ ପ୍ଲାଜା ବ୍ୟବହାର କରୁଥିବା ଡ୍ରାଇଭରମାନଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ‘ମାସିକ ଟୋଲ ଟ୍ୟାକ୍ସ ସ୍ମାର୍ଟ କାର୍ଡ’ ପ୍ରଚଳନ କରିବାକୁ ବିଚାର କରୁଛନ୍ତି। କେନ୍ଦ୍ର…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୪।୨: ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର ଧାରା ୧୮୮ ଅନୁଯାୟୀ, ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ…

ହାଇ ହିଲ୍ସ ପାଇଁ ହଙ୍ଗାମା: ଛାଡପତ୍ର ଯାଏ ପହଞ୍ଚିଲା କଥା, ଜୋତା କିଣି ଦେଲେନି ବୋଲି ସ୍ତ୍ରୀ କଲେ ଏମିତି…

ଆଗ୍ରା,୪।୨: ଆପଣ ଅନେକ ବିବାହ ଏବଂ ସମ୍ପର୍କକୁ ଅନେକ ଥର ଭାଙ୍ଗିବାର ଦେଖିଥିବେ। ଅନେକ ଲୋକ ବିବାହ କରନ୍ତି ଏବଂ ବିଭିନ୍ନ କାରଣକୁ ନେଇ ଛାଡପତ୍ର ଦିଅନ୍ତି। ଯେକୌଣସି ସମ୍ପର୍କକୁ ଶେଷ କରିବା ପାଇଁ କିଛି ନା କିଛି ବଡ଼ କାରଣ…

ପିଲା ଉପମା ବଦଳରେ ମାଗିଲେ ବିରିୟାନି, ଚିକେନ ଫ୍ରାଏ, ଏବେ ସରକାର ନେବେ ନିଷ୍ପତ୍ତି

ଥିରୁଭାନନ୍ତପୁରମ,୪।୨: ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନି ଏବଂ ଚିକେନ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, କେରଳର ଏପରି ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକର ମେନୁ ପରିବର୍ତ୍ତନ ହେବାର ସମ୍ଭାବନା ଆଶା କରାଯାଉଛି।…

ଭାରତ ବିରୋଧରେ ବଡ଼ ଆକ୍ସନ ନେଲେ ଟ୍ରମ୍ପ, ଅବୈଧ ପ୍ରବାସୀକୁ ନେଇ…

ଓ୍ବାଶିଂଟନ୍‌,୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ଅବୈଧ ପ୍ରବାସୀମାନଙ୍କ ବିରୋଧରେ ଏକ ବଡ଼ ନିର୍ବାସନ ଅଭିଯାନ ଆରମ୍ଭ କରିଛି। ଏହା ଅନ୍ତର୍ଗତ ସୋମବାର (୩ ଫେବୃଆରୀ) ଏକ ଆମେରିକୀୟ ସାମରିକ ବିମାନ ଅବୈଧ ପ୍ରବାସୀମାନଙ୍କୁ ନେଇ ଭାରତ…

ଅଖିଳେଶ, ରାହୁଲ, ମାୟାବତୀ…ଏମାନଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ନୂଆଦିଲ୍ଲୀ,୪।୨: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପାଇଁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଯୋଗୀ ସରକାରଙ୍କୁ ନିରନ୍ତର ସମାଲୋଚନା କରୁଛନ୍ତି। ସେ କହିଥିଲେ ଯେ ସବୁଠାରୁ ଦୁଃଖଦ କଥା ହେଉଛି ଏତେ ଲୋକଙ୍କ ମୃତ୍ୟୁ ଖବରକୁ ଲୁଚାଇ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ସନ୍ଥ ସମ୍ପ୍ରଦାୟ…

ଚାଇନାକୁ ଦେଲେ ବଡ଼ ଝଟକା, ଭାରତକୁ ଦେଲେ ଖୁସିଖବର! ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ରାଜନୀତିରେ ଚହଳ

ଓ୍ବାଶିଂଟନ୍‌,୪।୨: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଅନେକ ଦେଶରେ ଅଶାନ୍ତି ଦେଖାଦେଇଛି। ବିଶେଷକରି ଟ୍ରମ୍ପଙ୍କ‘ ଟାରିଫ୍‌ ଯୁଦ୍ଧ’ ଚାଇନା , କାନାଡା ଏବଂ ମେକ୍ସିକୋକୁ ଥରାଇ ଦେଇଛି। ହେଲେ ଭାରତୀୟ ଏକ୍ସପୋର୍ଟ ଟ୍ରମ୍ପଙ୍କ ଏହି…

ଦିଲ୍ଲୀ ନିର୍ବାଚନ: ଆଜି ସନ୍ଧ୍ୟା ସୁଦ୍ଧା EVM-VVPAT ସହ ମତଦାନ କେନ୍ଦ୍ରରେ ପହଞ୍ଚିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ହେବ। ଏଥିପାଇଁ, ପୋଲିଂ ପାର୍ଟିଗୁଡ଼ିକ ଆଜି ଅର୍ଥାତ ମଙ୍ଗଳବାର ସା ସୁଦ୍ଧା ଭୋଟଦାନ କେନ୍ଦ୍ରରେ ପହଞ୍ଚିଯିବେ। ସୋମବାର ପୂର୍ବରୁ, ଦିଲ୍ଲୀରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମସ୍ତ…

Weather Today: ଆସୁଛି ବଡ଼ ଘୂର୍ଣ୍ଣିଝଡ! ୪-୫ ତାରିଖରେ ଓଡ଼ିଶା ସମେତ ଏହି ସବୁ ସ୍ଥାନରେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୪।୨: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ପାଗ ହଠାତ୍‌ ପରିବର୍ତ୍ତନ ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପଶ୍ଚିମ ଝଡ ପୁଣି ସକ୍ରିୟ ହେବ। ଫେବୃଆରୀ ୪ ଏବଂ ୫ ତାରିଖରେ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପାଗ…

ମହାକୁମ୍ଭ: ସୁରକ୍ଷା ଆବେଦନର ଶୁଣାଣି ଅଗ୍ରାହ୍ୟ

ନୂଆଦିଲ୍ଲୀ,୪।୨: ପ୍ରୟାଗରାଜ କୁମ୍ଭମେଳା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟଣା ପରେ ତୀର୍ଥଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଆଣିବା ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?