ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍…
ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍… ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କୁ ଟଙ୍କା ମିଳିନାହିଁ ତେବେ ଫେବୃୟାରୀ ୨୪ରେ ଖାତାକୁ ଆସିବ ୧୯ ତମ…
Man Living as Woman: ଭୂତ ଭୟରେ ୩୬ବର୍ଷ ଦରି ମହିଳାଙ୍କ ବେଶରେ ରହୁଛନ୍ତି ଏହି ପୁରୁଷ, ରାତିରେ ଦେଖନ୍ତି ଭୟଙ୍କର ଦୃଶ୍ୟ
Man Living as Woman: ଆଧୁନିକ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ରହିଛି ଯାହାକୁ କେବେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ବିଜ୍ଞାନ କହୁଛି ଏ ଦୁନିଆରେ ଭୂତପ୍ରେତ ବୋଲି କିଛି ନାହିଁ। କିନ୍ତୁ ଉତ୍ତରପ୍ରଦେଶର ଜୌନପୁରରୁ ଏକ ତାଜୁବ କରିଦେବା…
Jayalalithaa’s assets: ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ସମ୍ପତ୍ତି, ଏତିକି କିଲୋ ସୁନା ଅଳଙ୍କାରକୁ…
ଚେନ୍ନାଇ,୧୬ା୨: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ଜିନିଷପତ୍ର ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଥିବା ଏହି ହସ୍ତାନ୍ତର ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢ଼େଇରେ…
ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ
ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ…
‘ମହାକୁମ୍ଭ ବହୁତ ଫାଲ୍ତୁ, ଏହାର କୌଣସି ଅର୍ଥ ନାହିଁ’
ପାଟନା,୧୬।୨: ମହାକୁମ୍ଭକୁ ନେଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି। କୁମ୍ଭ ବହୁତ ଫାଲ୍ତୁ, ଏହାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନୂଆଦିଲ୍ଲୀ ରେଳ ଷ୍ଟେଶନ ଦୁର୍ଘଟଣାକୁ…
Delhi Platform Stampede: ଜାଣନ୍ତି କି ପ୍ଲାଟ୍ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ
ନୂଆଦିଲ୍ଲୀ,୧୬ା୨: ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ ଆଗକୁ ଥିବା ଟ୍ରେନ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେମାନଙ୍କ ମଧ୍ୟରେ ଗୋଟିଏ କିଲୋମିଟର…
Mahakumbh Mahashivratri Snan: ମହାକୁମ୍ଭରେ ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ; ଜାଣନ୍ତୁ ତାରିଖ ଏବଂ ଶୁଭ ମୂହୁର୍ତ୍ତ…
ପ୍ରୟାଗରାଜ,୧୬।୨: ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି। ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କଲାଣି। ଏବେ ମଧ୍ୟ ଭକ୍ତମାନେ ମହାକୁମ୍ଭକୁ ଆସିବା ଜାରି ରଖିଛନ୍ତି। ମହାକୁମ୍ଭରେ ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ…
ନୂଆଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା ଘଟଣା: ସହାୟତା ରାଶି ଘୋଷଣା କଲା ରେଳ ବିଭାଗ
ନୂଆଦିଲ୍ଲୀ,୧୬ା୨: ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କରାଯାଇଛି। ଏହି ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦…
ଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬।୨: ନୂଆଦିଲ୍ଲୀ ରେଳଷ୍ଟେଶନରେ ଶନିବାର ରାତିରେ ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୮ ଜଣ ପ୍ରାଣ ହରାଇଛନ୍ତି। ୧୨ ଜଣ ଆହତ ହୋଇଛନ୍ତି। ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ…
New Delhi Station Stampede ଦିଲ୍ଲୀ ରେଲଓ୍ବେ ଷ୍ଟେଶନରେ ବଡ଼ ଦଳାଚକଟା, ୪ ମହିଳା…
ନୂଆଦିଲ୍ଲୀ,୧୫।୨: New Delhi Station ର ବଡ଼ ଦୁର୍ଘଟଣା। ଦିଲ୍ଲୀର ୧୩-୧୪ ନମ୍ବର ପ୍ଲାଟଫର୍ମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅତ୍ୟଧିକ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇ ଅନେକ ଲୋକ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି। ଏଥିରେ ୪ଜଣ…
ମହାକୁମ୍ଭରେ ପୁଣି ନିଆଁ: ଜଳିଗଲା ୭ ତମ୍ବୁ
ପ୍ରୟାଗରାଜ,୧୫।୨: ପ୍ରୟାଗରାଜ ମହାକୁମ୍ଭ ମେଳା ସ୍ଥଳରେ ଶନିବାର ପୁଣିଥରେ ନିଆଁ ଲାଗି ୭ଟି ତମ୍ବୁ ଜଳିଯାଇଛି। ସେକ୍ଟର ୧୮ ଏବଂ ୧୯ ମଧ୍ୟଭାଗରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି…
ଗୁଟ୍କା ଖାଇବାକୁ ଷ୍ଟିଅରିଂ ଛାଡ଼ି ଦେଲେ ଡ୍ରାଇଭର, Mahakumbh ଯାଉଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍
ବାରାଣସୀ,୧୫।୨: ମହାକୁମ୍ଭରେ ସ୍ନାନ କରିବା ଲାଗି ନେପାଳରୁ ଆସିଥିବା ଏକ ଯାତ୍ରୀ ଭର୍ତ୍ତି ବସ୍ ଉତ୍ତର ପ୍ରଦେଶର ଗାଜିପୁର ବାରାଣସୀ ରାଜପଥରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍ରେ ଯାତ୍ରା କରୁଥିବା ଲୋକମାନେ ଗୁରୁତର ଆହତ ହୋଇଛନ୍ତି। ଏହା ଏତେ ଭୟଙ୍କର ଥିଲା…

