ଜାତୀୟ

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ରେଗୁଲାର ବେଲ

ଅମରାବତି,୨୦।୧୧: ଦକ୍ଷତା ବିକାଶ ମାମଲାରେ ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ନାଇଡୁ ୨୮ ନଭେମ୍ବର ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଏହାପୂର୍ବରୁ...

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରିୟ ବାର୍ତ୍ତା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ନୂଆଦିଲ୍ଲୀର...

କାହିଁକି ଅଟକି ରହିଛି ବିଲ୍‌: କେନ୍ଦ୍ର-ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି…

ନୂଆଦିଲ୍ଲୀ,୨୦।୧୧ : କେରଳ ରାଜ୍ୟପାଳ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ନ ଦେବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କର ବେଞ୍ଚ ଆଟର୍ନି ଜେନେରାଲ ଏବଂ ସୋଲିସିଟର...

ଘୋଷଣା ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ସମୟ

ଅଯୋଧ୍ୟା,୨୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ରେ, ଅଭିଜିତ ମୁହୁର୍ତ୍ତ ମୃଗଶିରା ନକ୍ଷତ୍ରରେ ରାତି ୧୨ଟା ୨୦ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏହି କାର୍ଯ୍ୟକୁ ଏକ ଆନ୍ତର୍ଜାତୀୟ ରୂପ ଦେବା ପାଇଁ ରବିବାର ସାକେତ ନିଳୟମଠାରେ ସଂଘ ପରିବାରର...

ରାସ୍ତାକୁ ଟିଭି ଫୋପାଡିଲେ ଦର୍ଶକ

ଆଲିଗଡ,୨୦।୧୧: ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ହାତରେ ପରାଜୟ ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ଟିମ ଇଣ୍ଡିଆର ଏହି ପରାଜୟ ଯୋଗୁ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୟୁପିର ଆଲିଗଡ ଏବଂ...

ପ୍ରଧାନମନ୍ତ୍ରୀ ମୋଦି କାହିଁକି ଦେଖିବାକୁ ଯାଇଥିଲେ ଫାଇନାଲ ମ୍ୟାଚ, ସଞ୍ଜୟ କହିଲେ ପରଦା ପଛରେ ରଚାଯାଇଥିଲା ପ୍ଲାନ

ନୂଆଦିଲ୍ଲୀ,୨୦।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ୱିକେଟରେ ହରାଇଛି। ଗୁଜୁରାଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଭିଭିଆଇପିମାନେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏବଂ...

ଓ୍ବାର୍ଲଡ କପ ପରେ ଏବେ ଘରକୁ ଫେରିବା ବି ହୋଇ ପଡିଛି ମହଙ୍ଗା, ୧୦ ଗୁଣା ବଢିଛି ବିମାନ ଟିକେଟର ଦାମ

ନୂଆଦିଲ୍ଲୀ,୨୦।୧୧: କ୍ରିକେଟ ବିଶ୍ୱକପ ୨୦୨୩ ରବିବାର ରାତିରେ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଜିତିଛି। ଏହା ସହିତ ଭାରତର ତୃତୀୟ ବିଶ୍ୱକପ ପାଇଁ ଆଶା କରୁଥିବା କୋଟି କୋଟି ଲୋକଙ୍କ...

୨୨ ଭାରତୀୟ ଧୀବର ଫେରିଲେ ସ୍ବଦେଶ…

ନୂଆଦିଲ୍ଲୀ,୨୦।୧୧ : ଶ୍ରୀଲଙ୍କା ୨୨ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି, ଯେଉଁମାନେ ରବିବାର ପମ୍ବାନ ଦେଇ ନିଜ ଦେଶକୁ ଫେରିଛନ୍ତି। ସେମାନଙ୍କ ପରିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି, କାରଣ ତାଙ୍କ ଉଦ୍ୟମ ଦ୍ୱାରା ହିଁ ଭାରତୀୟଙ୍କ...

ବନ୍ଦରରେ ୪୦ ମାଛଧରା ଡଙ୍ଗା ଜଳିଗଲା

ବିଶାଖାପଟନମ୍‌,୨୦ା୧୧: ବିଶାଖାପଟନମ୍‌ର ଏକ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରାୟ ୪୦ଟି ମତ୍ସ୍ୟଜୀବୀ ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମତ୍ସ୍ୟଜୀବୀମାନେ ସନ୍ଦେହ କରୁଛନ୍ତି ଯେ,...

ଖବରଦାତା ସାଜଦ ଅହମଦ ଦର୍‌ଙ୍କ ଅଟକ ହାଇକୋର୍ଟରେ ଖାରଜ

ଶ୍ରୀନଗର,୨୦ା୧୧: ସରକାରଙ୍କୁ ସମାଲୋଚନା ପାଇଁ ଜଣେ ସାମ୍ବାଦିକଙ୍କୁ ଅଟକ ରଖାଯିବା ଘଟଣାରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିନ୍ଦା କରିଛନ୍ତି। ପ୍ରତିକାର ଅଟକ ଆଇନର ଏହା ଉଲ୍ଲଂଘନ ବୋଲି ଉଚ୍ଚ ଅଦାଲତ କହିଛନ୍ତି। କଶ୍ମୀରର ଖବରଦାତା...

କୋଭିଡ୍‌ ଯୋଦ୍ଧାଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଶାନ୍ତି, ନିରସ୍ତ୍ରୀକରଣ ଏବଂ ବିକାଶ ପାଇଁ ୨୦୨୨ର ଇନ୍ଦିରା ଗାନ୍ଧୀ ପୁରସ୍କାର ରବିବାର ମିଳିତ ଭାବେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ ଏବଂ ଭାରତର ତାଲିମ୍‌ପ୍ରାପ୍ତ ନର୍ସ ସଂଘକୁ ପ୍ରଦାନ କରାଯାଇଛି। ସେମାନେ ଦେଶର କୋଭିଡ୍‌ ଯୋଦ୍ଧାର ପ୍ରତିନିଧିତ୍ୱ କରିଛନ୍ତି।...

୪ ଟ୍ରିଲିୟନ୍‌ ଡଲାର ଅର୍ଥନୀତି: ଜାଲ୍‌ ରିପୋର୍ଟ ଭାଇରାଲ

ନୂଆଦିଲ୍ଲୀ,୨୦ା୧୧: ୨୦୨୭ ସୁଦ୍ଧା ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଥିବାବେଳେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୪ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିଥିବା ନେଇ କେତେକ ତଥ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri