ଜାତୀୟ

ରୋହିତ ଶର୍ମା ଦଳରେ ରହିବା ଉଚିତ୍‌ ନୁହେଁ, ଶମାଙ୍କ ସମର୍ଥନରେ ବାହାରିଲେ TMC ଏମ୍‌ପି

ନୂଆଦିଲ୍ଲୀ,୩।୩: କ୍ରିକେଟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ମନ୍ତବ୍ୟ ଦେବା ପରେ କଂଗ୍ରେସର ଜାତୀୟ ମୁଖପାତ୍ର ଶମା ମହମ୍ମଦଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି। କିନ୍ତୁ ଏବେ ତୃଣମୂଳ କଂଗ୍ରେସ(TMC) ଏମ୍‌ପି ସୌଗତ ରୟ ତାଙ୍କ ସମର୍ଥନରେ ଆସିଛନ୍ତି। ରୋହିତ ଶର୍ମା ଦଳରେ…

ପୁଣି ଆରମ୍ଭ ହେବ ରଣବୀର ଆଲବାଦିଆଙ୍କ ପୋଡକାଷ୍ଟ୍: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୩: ବାକ୍ ସ୍ୱାଧୀନତାର ଅଧିକାର ଏବଂ ଶିଷ୍ଟାଚାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୟୁଟ୍ୟୁବର ରଣବୀର ଆଲବାଦିଆଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ମଧ୍ୟରେ ଡିଜିଟାଲ କଣ୍ଟେଣ୍ଟ ପାଇଁ ମାର୍ଗଦର୍ଶିକା ଆଣିବାକୁ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ…

ହୋଟେଲରୁ IIT ବାବାଙ୍କୁ ଉଠାଇନେଲା ପୋଲିସ, ପାଖରୁ ଜବତ ହେଲା…

ନୂଆଦିଲ୍ଲୀ,୩।୩: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ଆଇଆଇଟି ବାବା ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଶିପ୍ରା ପଥ ପୋଲିସ ଷ୍ଟେଶନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ ହୋଟେଲରେ ପହଞ୍ଚି…

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ଏପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନି କି? କରନ୍ତୁ ଏପରି…

ନୂଆଦିଲ୍ଲୀ,୩ା୩: ସରକାର ସମ୍ପ୍ରତି କିଷାନ ଯୋଜନାର ୨୦ତମ କିସ୍ତି ଜାରି ରଖିଛନ୍ତି। କିନ୍ତୁ ଅନେକ ଚାଷୀ ଏହାର ଲାଭ ପାଇନାହାନ୍ତି। ଯେଉଁ ଚାଷୀମାନେ ଲାଭ ପାଇ ନାହାନ୍ତି, ସେମାନେ ଅଭିଯୋଗ କରିପାରିବେ। ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା…

ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ

ନୂଆଦିଲ୍ଲୀ,୩।୩: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜୁନାଗଡ଼ ଜିଲାର ର୍ଗି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ। ସୋମନାଥରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ସାସନର ବନ ଅତିଥି ଭବନ ‘ସିଂହ…

ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ: ସଫେଇ ଦେଇ କହିଲେ…

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫସିଯାଇଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି।…

Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଏହି ଶ୍ରେଷ୍ଠ ପୁରସ୍କାର କେଉଁମାନଙ୍କୁ ମିଳିଛି ଜାଣନ୍ତୁ ସେ ସମ୍ପର୍କରେ… ମିକି…

ମାର୍କେଟ୍‌କୁ ଆସିବ JIO ଇଲେକ୍ଟ୍ରିକ୍‌ ସାଇକେଲ, ଦାମ୍‌ ରହିଛି…

ନୂଆଦିଲ୍ଲୀ,୩ା୩: ଟେଲିକମ୍ୟୁକେଶନ କ୍ଷେତ୍ରରେ ବିପ୍ଳବ ଆଣିଥିବା JIO ଏବେ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛି। ପୋଷାକଠାରୁ ପେଟ୍ରୋଲ ପର୍ଯ୍ୟନ୍ତ JIO ବ୍ରାଣ୍ଡ ବିନା କୌଣସି କ୍ଷେତ୍ର ନାହିଁ। ଏବେ ଜିଓ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଇଲେକ୍ଟ୍ରିକ୍‌…

୧୦ ଦିନ ହେବ ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ, ମିଳୁନି ପତ୍ତା

ତେଲେଙ୍ଗାନା,୩ା୩: ୧୦ ଦିନ ବିତିଲାଣି ଟନେଲରେ ଫସି ରହିଛନ୍ତି ୮ ଶ୍ରମିକ। ଏହି ଶ୍ରମିକମାନେ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ ଟନେଲରେ ଫସି ରହିଛନ୍ତି। ଏଠାରେ ଫସି ରହିଥିବା ୮ ଶ୍ରମିକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ସଠିକ୍‌ ଭାବେ ମଳିପାରୁ ନାହିଁ। ଟନେଲ…

ବୁଝୁଥିବା ଭାଷାରେ ୪୦%ଙ୍କୁ ମିଳୁନି ଶିକ୍ଷା

ନୂଆଦିଲ୍ଲୀ, ୩।୩: ବୈଶ୍ୱିକ ଜନସଂଖ୍ୟାର ୪୦% ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଏବଂ ମଧ୍ୟମ ଆୟ ବର୍ଗ ଦେଶରେ ଏହି ସଂଖ୍ୟା ୯୦% ପର୍ଯ୍ୟନ୍ତ ରହିଥିବା ନେଇ…

ମହାମେଣ୍ଟରେ ଫାଟ ଅଭିଯୋଗକୁ ଶିନ୍ଦେଙ୍କ ଖଣ୍ଡନ

ମୁମ୍ବାଇ,୨।୩: ମହାରାଷ୍ଟ୍ରର ଶାସକ ମହାମେଣ୍ଟରେ ଫାଟ ଗୁଜବକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସହ ତାଙ୍କର ସବୁକିଛି ‘ଥଣ୍ଡା ଥଣ୍ଡା ଏବଂ କୁଲ୍‌ କୁଲ୍‌’ ଚାଲିଛି ବୋଲି…

‘ଗଙ୍ଗା ଜଳ ଗୋଧୋଇବା ଯୋଗ୍ୟ ନୁହେଁ’: ବଡ ଦାବି କଲେ ବିହାର ସରକାର

ପାଟନା, ୨।୩: ବିହାରର ଅଧିକାଂଶ ସ୍ଥାନରେ ଗଙ୍ଗା ନଦୀର ଜଳ ଗାଧୋଇବା ଉପଯୁକ୍ତ ନୁହେଁ। ନିକଟରେ ବିହାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ, ରାଜ୍ୟର ଅଧିଂକାଶ ସ୍ଥାନରେ ଗଙ୍ଗା ନଦୀର ଜଳରେ ଅଧିକ ମାତ୍ରାରେ ବ୍ୟକ୍ଟେରିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?