ଜାତୀୟ

Video: ଦିଲ୍ଲୀରେ ‘ଗଲି କ୍ରିକେଟ୍’ ଖେଳିଲେ ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ, ଦେଖିଲେ UPI କରିସ୍ମା

ନୂଆଦିଲ୍ଲୀ,୨୦।୧୧: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ସୋମବାର ଦିଲ୍ଲୀର ଯୁବ କ୍ରିକେଟରଙ୍କ ସହ ଆଲୋଚନା କରି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ କଂପ୍ଲେକ୍ସରେ ‘ଗଲି କ୍ରିକେଟ୍’ ଖେଳିଛନ୍ତି। ଏହି ସମୟରେ ଅଷ୍ଟ୍ରେଲୀୟ ନେତା ପୂର୍ବତନ କେନ୍ଦ୍ର...

ରାମ ରହୀମଙ୍କୁ ପୁଣି ମିଳିଲା ପାରୋଲ, ୨୧ ଦିନ ପାଇଁ ଜେଲରୁ ବାହାରକୁ ଆସିବେ

ଲକ୍ଷ୍ନୌ,୨୦।୧୧: ବଳାତ୍କାର ମାମଲାରେ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ପୁଣି ଜେଲରୁ ବାହାରକୁ ଆସିବାକୁ ଯାଉଛନ୍ତି। ରାମ ରହୀମଙ୍କୁ ୨୧ ଦିନ ପାଇଁ ପାରୋଲ ମିଳିଛି। ରାମ ରହୀମ ୟୁପିର ବାଗପତର ବରନାଓ୍ବା...

ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଦେଇପାରିବେ ଜାମିନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୧: ଗୋଟିଏ ରାଜ୍ୟର ବ୍ୟକ୍ତିଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଜାମିନ ଦେଇ ପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ଅସାଧାରଣ ଏବଂ...

ସ୍ପଷ୍ଟ ଦିବାଲୋକରେ ଛାତ୍ରୀଙ୍କୁ ଟେକିନେଲେ ୨ ଯୁବକ

ଗ୍ବାଲିୟର,୧୯ା୧୧: ମଧ୍ୟପ୍ରଦେଶର ଗ୍ବାଲିୟର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ଜଣେ ଛାତ୍ରୀଙ୍କୁ ୨ଜଣ ଯୁବକ ଜୋରଜବରଦସ୍ତ ଟେକି ନେଇଥିବା ଜଣାପଡିଛି। ଏହି ସବୁ ଦୃଶ୍ୟ ପେଟ୍ରୋଲ ପମ୍ପରେ...

ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୦।୧୧: ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ, ଏନ୍‌ଆଇଏ ସୋମବାର ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏୟାର ଇଣ୍ଡିଆ...

ରାଜ୍ୟପାଳ ୩ ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ କରୁଥିଲେ ? ତାମିଲନାଡୁରେ ବିଲ୍ ପାସ୍ ବିଳମ୍ବକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ,୨୦।୧୧: ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ବିଲକୁ ରାଜ୍ୟପାଳ ଲମ୍ବା ସମୟ ପର୍ଯ୍ୟନ୍ତ ଅଟକାଇ ରଖିବା ଘଟଣାରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ ପଚାରିଛନ୍ତି କି ରାଜ୍ୟପାଳ 3 ବର୍ଷ ପର୍ଯ୍ୟନ୍ତ କ’ଣ କରୁଥିଲେ। ପୂର୍ବରୁ ପଞ୍ଜାବ ଏବଂ କେରଳର...

ତେଲେଙ୍ଗାନାରେ ବଡ଼ ଘୋଷଣା କଲେ ଅମିତ ଶାହା

ହାଇଦ୍ରାବାଦ୍‌,୨୦।୧୧: ତେଲେଙ୍ଗାନାର ଜନଗାଓଁରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେସିଆର, କଂଗ୍ରେସ ଏବଂ ଆସଦୁଦ୍ଦିନ ଓୱାଇସିଙ୍କୁ ଟାର୍ଗେଟ କରିଛନ୍ତି। ଏହି ତିନିଙ୍କୁ ପରିବାର ଭିତ୍ତିକ ଦଳ ବୋଲି କହିଥିଲେ। ସାଧାରଣ ସଭାକୁ ସମ୍ବୋଧିତ କରି ସ୍ବରାଷ୍ଟ୍ରମନ୍ତ୍ରୀ...

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ଏଭଳି ପଦକ୍ଷେପ ନେଲେ ଯୁବକ

କୋଲକାତା,୨୦।୧୧: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇବା ପରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲାରେ ଜଣେ ୨୩ ବର୍ଷ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ରବିବାର ରାତି ପ୍ରାୟ ୧୧ଟା ସମୟରେ ବୋଲିଆଟୋର ପୋଲିସ ଷ୍ଟେଶନ ପରିସରରେ ଥିବା ସିନେମା...

ଖସିଲା ନିର୍ମାଣାଧୀନ ଷ୍ଟାଡିୟମ ଛାତ: ଚାଲିଗଲା ୩ ଜୀବନ, ୧୦ ଆହତ

ହାଇଦ୍ରାବାଦ,୨୦।୧୧: ତେଲେଙ୍ଗାନାର ଏକ ନିର୍ମାଣାଧୀନ ଷ୍ଟାଡିୟମର ଛାତ ଭୁଶୁଡ଼ିବା ପରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି। ରେଙ୍ଗା ରେଡ୍ଡୀ ଜିଲାର ମୋଇନାବାଦ ଗ୍ରାମ ଅନ୍ତର୍ଗତ ନିର୍ମାଣାଧୀନ ଇନଡୋର...

ସଞ୍ଜୟ ସିଂଙ୍କ ଆବେଦନକୁ ନେଇ ଇଡିକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ପରବର୍ତ୍ତି ଶୁଣାଣି ଡିସେମ୍ବରରେ

ନୂଆଦିଲ୍ଲୀ,୨୦।୧୧: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ...

ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ବିଶେଷ ସମ୍ମାନ

ନୂଆଦିଲ୍ଲୀ,୨୦।୧୧: ଭାରତର ୫୪ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆେ ଏକ୍ସରେ...

ପରାଜୟ ପରେ ବି ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସିଲା ଡ୍ରେସିଂ ରୁମର ଫଟୋ

ଅହମଦାବାଦ,୨୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri