Modi SriLanka visit: ପ୍ରଥମ ଥର ପାଇଁ ଜଣେ ବିଦେଶୀ ନେତାଙ୍କୁ ଭବ୍ୟ ସ୍ବାଗତ, ଶ୍ରୀଲାଙ୍କାରେ ରାଜନୀତି ସରଗରମ
କଲମ୍ବୋ,୫।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀଲଙ୍କା ସରକାର ତାଙ୍କୁ ଏକ ଅଭୂତପୂର୍ବ ଓ ଭବ୍ୟ ସ୍ବାଗତ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗାଢ଼ କରିବାରେ…
ରାମନବମୀରେ ଉଦ୍ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ
ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ…
ଓ୍ବକ୍ଫ ବିଲ୍କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା
ନୂଆଦିଲ୍ଲୀ,୫।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର,…
‘ମନମୋହନ ସିଂହ ଫେଲୋଶିପ୍’ କାର୍ଯ୍ୟକ୍ରମ ଆରମ୍ଭ କଲା କଂଗ୍ରେସ, ଯୁବନେତାଙ୍କୁ ମିଳିବ…
ନୂଆଦିଲ୍ଲୀ,୪।୪: କଂଗ୍ରେସ ଶୁକ୍ରବାର ଏକ ବଡ଼ ଘୋଷଣା କରିଛି। ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କ ନାମରେ ଏକ ଫେଲୋଶିପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ୫୦ ଜଣ ଯୁବକଙ୍କୁ ଚୟନ…
ଓ୍ବକ୍ଫ ବିଲ୍କୁ ନେଇ NDAରେ ଫାଟ: ଇସ୍ତଫା ଦେଲେଣି ୫ ନେତା
ନୂଆଦିଲ୍ଲୀ,୪।୪: ଓ୍ବକ୍ଫ ସଂଶୋଧନ ବିଲ୍କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ଜଣ ନେତା ଇତିମଧ୍ୟରେ ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ…
ଭୂକମ୍ପ ଝଟ୍କାରେ ଥରିଲା ନେପାଳ, ଭାରତରେ ବି…
କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ…
ଓ୍ବକ୍ଫ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ କଂଗ୍ରେସ
ନୂଆଦିଲ୍ଲୀ,୪।୪: ଓ୍ବକ୍ଫ ସଂଶୋଧନ ବିଲ୍ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ଦର୍ଶାଇ କଂଗ୍ରେସ ଏମ୍ପି ମହମ୍ମଦ ଜାଓ୍ବେଦ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ମଧ୍ୟ ବିଲ୍କୁ ବିରୋଧକରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।…
Ghibliରୁ ତିଆରି ହେଉଛି ନକଲି ଆଧାର-ପାନ୍ କାର୍ଡ, AIର ନୂଆ କାରନାମା
ଓପନଏଆଇର ଲୋକପ୍ରିୟ ଏଆଇ ଟୁଲ ଚାଟଜିପିଟି ଏବେ ନକଲି ଆଧାର କାର୍ଡ ଓ ପାନ କାର୍ଡ ତିଆରି କରିପାରୁଛି। ସୋସିଆଲ ମିଡିଆରେ ଏହି ନକଲି ପାନ କାର୍ଡ ଓ ଆଧାର କାର୍ଡର ଫଟୋ ଭାଇରାଲ ହେଉଛି। ଏହା ଏକ ଗମ୍ଭୀର ସୁରକ୍ଷା…
୧୦ ଓ ୫୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପଡେଟ: RBI ଗଭର୍ନର କହିଲେ…
ନୂଆଦିଲ୍ଲୀ,୪।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍ ଗୁଡ଼ିକରେ ନୂଆ ଗଭର୍ନର…
ଭାଜପାରେ ହଇଚଇ: ହଠାତ୍ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ…
ନୂଆଦିଲ୍ଲୀ,୪।୪: ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ହଇଚଇ। ଅନ୍ନାମଲାଇ ତାମିଲନାଡୁ ଭାଜପା ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଆଲୋଚନା ହେଉଥିଲା। କୁହାଯାଉଛି…
I’m not a terrorist, ମୁଁ ୭ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି…ସୁପ୍ରିମକୋର୍ଟରେ କହିଲେ ୟାସିନ ମଲିକ
ନୂଆଦିଲ୍ଲୀ,୪।୪: ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ମୁଖ୍ୟ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ୟାସିନ ମଲିକଙ୍କ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ ସେ ଏକ ରାଜନୈତିକ ଦଳର ନେତା, ଆତଙ୍କବାଦୀ ନୁହଁନ୍ତି। ଓକା…
ଏହି ଏମପିଙ୍କ କ୍ରସ ଭୋଟିଂରେ ବଦଳିଗଲା ଅଙ୍କ, ରାଜ୍ୟ ସଭାରେ ହୋଇଗଲା ବଡ଼ ଖେଳ
ନୂଆଦିଲ୍ଲୀ,୪।୪: ଦୀର୍ଘ ବିତର୍କ ପରେ ଓ୍ବକଫ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହି ବିଲ ସପକ୍ଷରେ ୧୨୮ ଏମପି ଏବଂ ବିପକ୍ଷରେ ୯୫ ଏମପି ଭୋଟ ଦେଇଛନ୍ତି। ଏହାପୂର୍ବରୁ ଲୋକ ସଭାରେ ବିଲଟି ଅନୁମୋଦନ ପରେ ଏହା…

