୧୦୦ ମୂଷା ଖାଇ ହଜ୍କୁ ଗଲା ବିଲେଇ:କାହିଁକି ଏମିତି କହିଲେ ଗିରିରାଜ
ନୂଆଦିଲ୍ଲୀ,୪।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ବିରୋଧ କରୁଥିବା କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୨୦୧୩ରେ ବିଲ୍ ସଂଶୋଧନ ବେଳେ କଂଗ୍ରେସ କରିଥିବା ଭୁଲ୍କୁ ଓ୍ବକ୍ଫ ସମ୍ପତ୍ତିର ଉପଯୁକ୍ତ ପରିଚାଳନା ସକାଶେ ବର୍ତ୍ତମାନର ଏନ୍ଡିଏ ସରକାର…
ବିଦାହେଲେ ୨୫,୭୫୩ ଶିକ୍ଷକ: ନିଯୁକ୍ତି ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ/କୋଲକାତା,୪।୪ (ପି.ଟି.):ପଶ୍ଚିମବଙ୍ଗର ସରକାରୀ ଏବଂ ରାଜ୍ୟ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ୨୫,୭୫୩ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଗୁରୁବାର ରଦ୍ଦ କରିଛନ୍ତି। ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଲାଗି ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ୍ କମିଶନଙ୍କ ଅଧୀନରେ ହୋଇଥିବା ସମ୍ପୂର୍ଣ୍ଣ ଚୟନ…
ଓ୍ବକ୍ଫ ବିଲ୍: ସୁପ୍ରିମକୋର୍ଟ ଯିବ ଡିଏମ୍କେ
ନୂଆଦିଲ୍ଲୀ,୩।୪: ଓ୍ବକ୍ଫ ସଂଶୋଧନ ବିଲ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ ଦୃଢ଼ ବିରୋଧ କରିବା ସହ ଏହା ବିରୋଧରେ ତାଙ୍କ ଦଳ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିବ ବୋଲି କହିଛନ୍ତି। ବୁଧବାର ଲୋକ ସଭାରେ ଓ୍ବକ୍ଫ ବିଲ୍…
ନୀତୀଶଙ୍କୁ ଡବଲ ଝଟକା
ପାଟନା,୩।୪: ଏବେ ଆଲୋଚନା ହେଉଛି କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ୱକଫ ସଂଶୋଧନ ବିଲ୍କୁ ସମର୍ଥନ କରି ଭୁଲ କରିଛି। ମହମ୍ମଦ କାସୀମ ଅନସାରୀଙ୍କ ପରେ ଜେଡିୟୁ ନେତା ମହମ୍ମଦ ଶାହନାୱାଜ ମଲିକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ…
ଓ୍ବକଫ ବିଲକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ, କହିଲେ ଜିନ୍ନା ବି ମୁସଲମାନଙ୍କ ଏତେ….
ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ୱକଫ ବିଲ ଉପରେ ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହି ବିଲ…
ମର୍ମନ୍ତୁଦ ଦୁର୍ଘଟଣା: କୂଅରେ ପଡ଼ି ଚାଲିଗଲା ୮ ଜୀବନ
ଭୋପାଳ,୩।୪: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାର କୋଣ୍ଡାଭାଟ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଗଙ୍ଗୌର ମାତାଙ୍କ ବିସର୍ଜନ ପାଇଁ କୂଅ ସଫା କରିବାକୁ ଯାଇଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ କୂଅ ଭିତରେ ମିଥେନ ଗ୍ୟାସର ଲିକେଜ…
Waqf Bill: ସଂସଦରେ ମଞ୍ଜୁରୀ ପରେ ଓ୍ବକଫକୁ ନେଇ ଭାଜପାର କ’ଣ ରହିଛି ନୂଆ ପ୍ଲାନ ଜାଣନ୍ତୁ…
ନୂଆଦିଲ୍ଲୀ,୩।୪: ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ, ରାଜନୈତିକ ମହଲରେ ଏହି ପ୍ରସଙ୍ଗ ଉଷ୍ମ ହେବାର ସ୍ପଷ୍ଟ ସଙ୍କେତ ମିଳିଛି। ମୁସଲିମ ଭୋଟର ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକ ଭାଜପା ବିରୋଧରେ ଏହାକୁ ନଗଦ କରିବାକୁ ପ୍ରସ୍ତୁତ ହେଉଥିବା…
ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ, ବରିଷ୍ଠ ନେତା କହିଲେ ନିଜ ଅନ୍ତରାତ୍ମାର କଥା ଶୁଣ
ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା ସତ୍ତ୍ୱେ ବିଲ ଲୋକ ସଭାରେ ଗୃହୀତ…
ଓ୍ବାକଫ ଶଂସୋଧନ ବିଧେୟକକୁ ନେଇ ନୀତୀଶ କୁମାରଙ୍କ ଦଳରେ କଳହ! JDUର ଜଣେ ନେତା ଦେଲେ ଇସ୍ତଫା
ପାଟନା,୩।୪: ଜେଡିୟୁ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିଛି। ଦଳର ଏହି ସମର୍ଥନରେ ମୁସଲିମ ନେତାମାନେ କ୍ଷୁବ୍ଧ। ଜେଡିୟୁ ଏମଏଲସି ଗୁଲାମ ଗୌସ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଗୁଲାମ ରସୁଲ ବାଲିୟାଭି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।…
‘ସୁପ୍ରିମକୋର୍ଟଙ୍କ ସମ୍ମାନ କରୁଛି, ହେଲେ ନିଷ୍ପତ୍ତି ମାନି ପାରିବି ନାହିଁ,’ କାହିଁକି ଏମିତି କହିଲେ ମମତା
ନୂଆଦିଲ୍ଲୀ,୩।୪: ପଶ୍ଚିମବଙ୍ଗରେ ୨୬ ହଜାର ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ରାଜନୀତି ଉଷ୍ମ ହୋଇଛି। ଏହାକୁ ନେଇ ଭାଜପା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଥିବା ବେଳେ ସିପିଏମ ତୁରନ୍ତ…
ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା
ନୂଆଦିଲ୍ଲୀ,୩ା୪: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି, ଓ୍ବେବ୍ସାଇଟ୍ରେ ରହିବ ତାଲିକା ନୂଆଦିଲ୍ଲୀ,୩ା୪: ଏଣିକି ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହେବ। ଏନେଇ ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍ସାଇଟ୍ରେ ବିଚାରପତିଙ୍କ ସମ୍ପତ୍ତି…
Viral Video: ସ୍ବାମୀଙ୍କ ଛାତି ଉପରେ ବସି ନିର୍ଧୁମ ଛେଚିଲେ ସ୍ତ୍ରୀ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୩।୪: ସୋସିଆଲ ମିଡିଆରେ ନିଷ୍ଠୁରତାର ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏହା ଅନେକ କଷ୍ଟ ଦିଏ। ନିକଟରେ ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଲୋକୋ ପାଇଲଟଙ୍କ ସ୍ତ୍ରୀ ତାଙ୍କୁ ନିର୍ଧୁମ ପିଟୁଥିବା…

