ଜାତୀୟ

୪ର୍ଥ ପର୍ଯ୍ୟାୟରେ ୧୨ ବେଆଇନ ପ୍ରବାସୀ ଫେରିଲେ

ନୂଆଦିଲ୍ଲୀ,୨୪।୨: ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ।…

USAID Controversy: ଆମେରିକାରୁ ମିଳିଛି ୭୫୦ ମିଲିୟନ ଡଲାର ପାଣ୍ଠି, ମାନିଲେ ଭାରତ ସରକାର, ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୨: ଆମେରିକୀୟ USAID ପାଣ୍ଠିକୁ ନେଇ ଭାରତରେ ରାଜନୀତି ସରଗରମ ରହିଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି। ୭ଟି…

ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ପଠାପାରିବେ FIR, ଦେଶରେ ଏହି ରାଜ୍ୟରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ,୨୩।୨: ଦେଶରେ ପ୍ରଥମ ଥର ଇ-ଏଫଆଇଆର ପଞ୍ଚିକୃତ ହୋଇଛି। ଜମ୍ମୁ ଏବଂ କ୍‌ଶ୍ମିର ପୋଲିସ ହୱାଟସଆପ ମାଧ୍ୟମରେ ଦେଶର ପ୍ରଥମ ଇ-ଏଫଆଇଆର ପଞ୍ଜିକରଣ କରିଛି। ଏପର୍ଯ୍ୟନ୍ତ ଆପଣଙ୍କୁ FIR ପଞ୍ଜିକରଣ କରିବା ପାଇଁ ପୋଲିସ ଷ୍ଟେଶନ ଯିବାକୁ ପଡୁଥିଲା କିମ୍ବା ପୋଲିସ…

ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ…

Adani Group Tax Report: ଟିକସ ଦେବାରେ ଆଦାନୀ ଆଗରେ? ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୫୮,୧୦୪.୪ କୋଟି ଟଙ୍କା ଟିକସ ଦେଇଛନ୍ତି। ଯାହା ୨୦୨୩ ଆର୍ଥିକ ବର୍ଷରେ ୪୬,୬୧୦.୨ କୋଟି ଟଙ୍କା ତୁଳନାରେ ୨୪.୭ ପ୍ରତିଶତ ଅଧିକ। ନିsକଟରେ ଏକ ରିପୋର୍ଟରେ ଏନେଇ ଖୁଲାସା ହୋଇଛି।…

ସ୍କୁଲ ଶିକ୍ଷକ ଚାପୁଡା ମାରିବାରୁ ୪ର୍ଥ ମହଲାରୁ ଡେଇଁପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର, ସୁଇସାଇଡ୍‌ ନୋଟରେ ମା’ଙ୍କୁ ମାଗିଲେ କ୍ଷମା

ହାଇଦ୍ରାବାଦ,୨୩।୨: ହାଇଦ୍ରାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ଘରୋଇ ସ୍କୁଲର ଜଣେ ୧୪ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଏହି ୮ମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ଶିକ୍ଷକ ଶ୍ରେଣୀର ସମସ୍ତଙ୍କ ସମ୍ମୁଖରେ ଚାପୁଡ଼ା ମାରିଥିଲେ, ଯାହା…

PM Modiଙ୍କୁ ରିଟର୍ଣ୍ଣ ଗିପ୍ଟ ଦେଲା ବାଗେଶ୍ୱର ଧାମ

ଛତରପୁର,୨୩।୨: ମଧ୍ୟପ୍ରଦେଶର ଛତରପୁର ଜିଲାର ବାଗେଶ୍ୱର ଧାମରେ କର୍କଟ ହସ୍ପିଟାଲର ଶିଳାନ୍ୟାସ ସମାରୋହ ଅବସରରେ, ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କ ନାମରେ ଏକ ୱାର୍ଡ ରହିବ। ବାଗେଶ୍ୱର ଧାମରେ…

Rekha Gupta Vs Atishi Marlena: ଆତିଶୀଙ୍କୁ ବିରୋଧୀ ଦଳ ନେତା କରିବା ପଛରେ ରହିଛି ବିହାର ଲିଙ୍କ୍‌! ତାଜୁବ କରିଦେବ ସମୀକରଣ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଧାୟକ ଦଳର ବୈଠକରେ ପ୍ରବେଶ ବର୍ମା ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ କରିଥିଲେ। ଏହରି ଭିତରେ ଆଗାମୀ ବିଧାନସଭା ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା କରିବା ପାଇଁ ରବିବାର ଆମ ଆଦମୀ ପାର୍ଟି (AAP)…

Woman power in Delhi Assembly: ଇତିହାସ ରଚିଲା ଦିଲ୍ଲୀ ରାଜନୀତି, ଗୃହର ମୁଖ୍ୟ ପଦବୀରେ ଦୁଇ ମହିଳା ହେବେ ମୁହାଁମୁହିଁ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀ ବିଧାନସଭା ଇତିହାସରେ ପ୍ରଥମ ଥର। ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ଜଣେ ମହିଳା। ଦେଶର ରାଜନଧାନୀ ଦିଲ୍ଲୀରେ ଶାସକ ଦଳ ଏବଂ ବିରୋଧୀ ଦଳରେ ଦୁଇ ଜଣ ମହିଳା ଶୀର୍ଷ ପଦବୀରେ ରହିବେ। ପ୍ରଥମ ଥର ପାଇଁ…

କଂଗ୍ରେସରେ ବିଦ୍ରୋହ, ଷ୍ଟାର ପଚାରକ ତାଲିକାରୁ କଟିଲେ ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ

ଚଣ୍ଡିଗଡ଼,୨୩।୨: ସିଟି କାଉନସିଲ ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇବା ପରେ ଦଳରେ ବିଦ୍ରୋହ ଦେଖାଦେଇଛି। ତାଲିକାରେ ନାମ ନଥିବା ପ୍ରମୁଖ କଂଗ୍ରେସ ନେତାମାନେ ପ୍ରଚାର କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ଏହି ନେତାମାନେ ରବିବାର…

ପାକିସ୍ତାନ ଆମର ଶତ୍ରୁ, ତା’ସହ ଖେଳିବାର ଅର୍ଥ କ’ଣ? କାହିଁକି ଏମିତି ପ୍ରଶ୍ନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୩।୨: ରବିବାର ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ପୂର୍ବରୁ, କଂଗ୍ରେସ ନେତା ରସିଦ ଆଲଭି ଭାଜପାକୁ ଏହା ବିଷୟରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଭାଜପା ସରକାର ‘ଆମର ଶତ୍ରୁ’ ସହିତ…

Poorest CM: ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ? ସମ୍ପତ୍ତି ଜାଣିଲେ ଉଡିବ ହୋସ୍‌, ଲିଷ୍ଟରେ ମୋହନ ମାଝୀଙ୍କର ସ୍ଥାନ…

ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର ସବୁଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri