ମୋ କଥାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି, ରାଜନୀତିର ଅନ୍ୟ ବିକଳ୍ପକୁ ନେଇ ଥରୁର କହିଲେ NO
ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମପି ଶଶି ଥରୁର ଗୁରୁବାର (୨୭ ଫେବୃଆରୀ, ୨୦୨୫) ଗଣମାଧ୍ୟମ ରିପୋର୍ଟକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ସେ ଅନ୍ୟ ରାଜନୈତିକ ବିକଳ୍ପ ଅନୁସନ୍ଧାନ କରୁଛନ୍ତି। ଶଶି ଥରୁର କହିଛନ୍ତି ଯେ ଏକ ସାକ୍ଷାତକାର ସମୟରେ ସେ…
ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା: ଭିଡିଓ କରି ଜୀବନ ହାରିଦେଲେ IT ମ୍ୟାନେଜର
ଆଗ୍ରା,୨୮।୨: ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା। ଯନ୍ତ୍ରଣା ସହି ନ ପାରି ଜୀବନ ହାରିଛନ୍ତି IT କମ୍ପାନୀ ମ୍ୟାନେଜର। ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା ପରେ ଏବେ ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ପୁଣି ଏଭଳି ଏକ ଘଟଣା। ଜଣେ…
ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୪୭ ଶ୍ରମିକ ଫସି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ, ୨୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଏକ ହିମସ୍ଖଳନ ଘଟି ମାନା ଗାଁରେ ୫୭ ଜଣ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଛି। ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବଦ୍ରିନାଥ…
ଉତ୍ତମଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି
ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ବୋଲି କହିଛନ୍ତି। ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ…
ଜେପି ନଡ୍ଡାଙ୍କ ପରେ କିଏ ନେବେ ଭାଜପା ନେତୃତ୍ୱ ? ମାର୍ଚ୍ଚ ୧୫ ସୁଦ୍ଧା ନିଷ୍ପତ୍ତି ହେବା ସମ୍ଭାବନା
ନୂଆଦିଲ୍ଲୀ, ୨୮।୨: ଆଗାମୀ ପନ୍ଦର ଦିନ ମଧ୍ୟରେ ପରବର୍ତ୍ତୀ ଭାଜପା ମୁଖ୍ୟ ଘୋଷଣା କରାଯାଇପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୨ଟି ରାଜ୍ୟରେ ଦଳର ସାଂଗଠନିକ ନିର୍ବାଚନ ସମାପ୍ତ ହୋଇଛି। ମାର୍ଚ୍ଚ ୧୫ ପୂର୍ବରୁ ଦଳର ଜାତୀୟ ଅଧ୍ୟକ୍ଷ ଘୋଷଣା ହେବାର…
VIDEO: ତାଣ୍ଡବ ରଚିଲା ବର୍ଷା, ନାଳରେ ଭାସିଲା ଗାଡି, ଭୟାନକ ଦୃଶ୍ୟ ଦେଖିଲେ…
କୁଲୁ,୨୮।୨: ହିମାଚଳ ପ୍ରଦେଶର କୁଲୁ ଜିଲାରେ ପ୍ରବଳ ବର୍ଷା ତାଣ୍ଡବ ରଚିଛି। ଶାସ୍ତ୍ରୀ ନଗର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଡ୍ରେନ ପାଣିରେ ବୁଡ଼ିଯାଇଛି। ଯାହା ଫଳରେ ଅନେକ ଯାନବାହନ ଭାସିଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ…
ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ,୨୮।୨: ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେ ୟେଲେନ୍ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଜଧାନୀରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ସେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି…
କିଏ ସେହି ତୁହିନ କାନ୍ତ ପାଣ୍ଡେ, ଯିଏ ହେବେ ପରବର୍ତ୍ତୀ ସେବି ମୁଖ୍ୟ
ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ତୁହିନ କାନ୍ତ ପାଣ୍ଡେଙ୍କୁ ପରବର୍ତ୍ତୀ ସେବି ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପାଇଁ ହେବ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ (DoPT) ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। କ୍ୟାବିନେଟ…
ଇଡିଲି-ସମ୍ବର ପାଇଁ ଗୋଆରେ କମୁଛନ୍ତି ପର୍ଯ୍ୟଟକ, ଭାଜପା ନେତାଙ୍କ ଅଜବ ଯୁକ୍ତି
ନୂଆଦିଲ୍ଲୀ,୨୮।୨: ଗତ କିଛି ବର୍ଷ ମଧ୍ୟରେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ପଛରେ ଅନେକ କାରଣ ଅଛି। ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଗୁରୁବାର ଭାଜପା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ମାଇକେଲ ଲୋବୋ ଚିନ୍ତା ପ୍ରକଟ…
ଏକତାର ମହାକୁମ୍ଭ- ନୂଆ ଯୁଗର ଆରମ୍ଭ
ପବିତ୍ର ସହର ପ୍ରୟାଗରାଜରେ ମହାକୁମ୍ଭ ସଫଳତାର ସହ ସମାପନ ହୋଇଛି। ଏକତାର ଏକ ବିଶାଳ ମହାଯଜ୍ଞ ସମ୍ପନ୍ନ ହୋଇଛି। ଗୋଟିଏ ରାଷ୍ଟ୍ରର ଚେତନା ଜାଗ୍ରତ ହେଲେ, ଶହ ଶହ ବର୍ଷ ପୁରୁଣା ପରାଧୀନତାର ମାନସିକତାରୁ ମୁକ୍ତ ହେଲେ, ଦେଶରେ ନୂତନ ଶକ୍ତିର…
ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି:ଭାଜପା ଆଡ଼େ ଢଳୁଛନ୍ତି ଉଦ୍ଧବ, ଦୂରେଇ ଯାଉଛନ୍ତି ଶିନ୍ଦେ
ନୂଆଦିଲ୍ଲୀ, ୨୮ା୨:ମହାରାଷ୍ଟ୍ରରେ ଭାଜପା, ଶିବସେନା ଏବଂ ଏନ୍ସିପି ଅଜିତ୍ ପାଓ୍ବାରଙ୍କ ମହାୟୁତି ମେଣ୍ଟ ସରକାର ଚାଲିଛି। ଅନ୍ୟପକ୍ଷରେ ବିରୋଧୀ ମହା ବିକାଶ ଅଘାଡିରେ ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍ସିପି ରହିଛନ୍ତି। ନୂଆ ସରକାର ଗଠନ ଦିନୁ ରାଜ୍ୟ…
Pune Rape Case: ୭୦ ଘଣ୍ଟା ପରେ ଆଖୁ କିଆରିରୁ ଧରାପଡ଼ିଲେ ପୁଣେ ବଳାତ୍କାର ଅଭିଯୁକ୍ତ
ପୁଣେ,୨୮।୧: ମହାରାଷ୍ଟ୍ରର ପୁଣେର ସୱରଗେଟ ବସ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଏକ ମ୍ୟୁନିସିପାଲିଟି ବସ୍ରେ ଜଣେ ୨୬ ବର୍ଷୀୟା ମହିଳାଙ୍କ ସହିତ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେଙ୍କୁ ପୁଣେ ପୋଲିସ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ତାଙ୍କ ଗାଁ…
Archives


