ଯୁଦ୍ଧ ସ୍ଥିତି ଭିତରେ ଭାରତରେ ହୁ ହୁ ହୋଇ ବଢିଯିବ ଏସବୁ ଜିନିଷ, ଜାଣନ୍ତୁ ସେସବୁ କ’ଣ
ନୂଆଦିଲ୍ଲୀ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଭିଆଇଛି ବୋଲି ସ୍ବୀକାର…
ଆକ୍ରମଣ ଯୋଗୁ ଭାଙ୍ଗିଲା ସୀମାପାର ବିବାହ: ପାକିସ୍ତାନ ଯାଉଥିବା ବରଙ୍କୁ ଅଟ୍ଟାରିରୁ ଫେରାଇଦିଆଗଲା
ବାର୍ମେର,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଦେଶ ସହ ତିକ୍ତତା ବଢ଼ିଛି। ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି କେନ୍ଦ୍ର ସରକାର ଅଟ୍ଟାରି ସୀମାକୁ ସିଲ୍ କରିବା ସହ ବିଭିନ୍ନ କୂଟନୈତିକ କଟକଣା ଲଗାଇଛନ୍ତି। ଫଳରେ ଏକ ବହୁପ୍ରତୀକ୍ଷିତ ସୀମାପାର…
Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି ଚଳାଇଥିଲା, ଯାହାର ଭାରତୀୟ ସେନା କଡ଼ା ଜବାବ ଦେଇଥିଲା। ନିୟନ୍ତ୍ରଣ ରେଖାର ଅନେକ ପୋଷ୍ଟରୁ…
ଚମକାଇଲା ନୂଆ ତଥ୍ୟ, ଯୁଦ୍ଧ କଲେ ପାକିସ୍ତାନର ହାରିବା ଥୟ
ନୂଆଦିଲ୍ଲୀ,୨୫।୪:ପହଲଗାମ ଆତଙ୍କବାଦୀ ଆକ୍ରମଣ, ଇଣ୍ଡସ ଜଳ ଚୁକ୍ତିର ସ୍ଥଗିତ ରଖାଯିବା ଏବଂ ଭାରତ ସହ ବୃଦ୍ଧି ପାଉଥିବା ଉତ୍ତେଜନା ସହ ଆଇଏମଏଫ (IMF) ଦ୍ୱାରା ପାକିସ୍ତାନର ଅର୍ଥନୈତିକ ବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରାଯିବାକୁ ନେଇ ପାକ୍ ଏବେ ସଙ୍କଟାପନ୍ନ ସ୍ଥିତିରେ ଗତି…
ମୋଦିଙ୍କୁ ସିଧା ଟାର୍ଗେଟ କଲେ ଶଙ୍କରାଚାର୍ଯ୍ୟ, କହିଲେ ପାକିସ୍ତାନ ବର୍ଡରରେ…
ନୂଆଦିଲ୍ଲୀ,୨୫।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଉତ୍ତରାଖଣ୍ଡର ଜୋଶୀମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପାହାଲଗାମ ପାକିସ୍ତାନ ସୀମାନ୍ତରୁ ବହୁ ଦୂରରେ ଅବସ୍ଥିତ। ତେଣୁ ଏହି ଆକ୍ରମଣରେ…
ଆମେରିକାର ବଡ଼ ଘୋଷଣା, ମିଳିଗଲା ଗ୍ରୀନ ସିଗନାଲ, ଏବେ…
ଓ୍ବାଶିଂଟନ୍,୨୫।୪: ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି। ଭାରତ ଏବଂ ଅନ୍ତର୍ଜାତୀୟ ସମୁଦାୟ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଋଷିଆ ଏବଂ…
ପହଲଗାମ ଆଟାକ୍ବେଳେ ସେଠାରେ କାହିଁକି ନ ଥିଲେ ସେନା? ସାମ୍ନାକୁ ଆସିଲା ସତ
ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର ଜମ୍ମୁ ଏବଂ କଶ୍ମୀରର ପହଲଗାମର ବୈସାରନ ଘାଟିରେ ମଙ୍ଗଳବାର (୨୨ ଏପ୍ରିଲ) ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦିନ…
ଭାରତର ଏହି ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ଦେଲା ପାନେ, ଟେଶନରେ ପାକ୍
ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଆମେରିକା, ଋଷିଆ ସମେତ ବିଶ୍ୱର ଅଧିକାଂଶ ଦେଶ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ…
୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ହଜାର ହଜାର କଣ୍ଡୋମ ଅର୍ଡର କରିଥିଲା ଭାରତୀୟ ସେନା, କାରଣ ଜାଣିଲେ…
ନୂଆଦିଲ୍ଲୀ,୨୫।୪: ଆମେ ସମସ୍ତେ ଭାରତୀୟ ସଶସ୍ତ୍ର ବାହିନୀକୁ ପରିଭାଷିତ କରୁଥିବା ସାହସିକତା ଏବଂ ସାହସର ଅନେକ କାହାଣୀ ଶୁଣିଛୁ। ଇତିହାସର ପେଡ଼ିରେ ସାଇତା ସେସବୁ କାହାଣୀ ଭିତରୁ କିଛି ବହୁତ ଆଶ୍ଚର୍ଯ୍ୟଜନକ ହେଲେ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ୧୯୭୧ ଭାରତ-ପାକିସ୍ତାନ…
ପାକିସ୍ତାନରେ ହେବ ଷ୍ଟ୍ରାଇକ୍: ଭାରତର ମୁସଲମାନ ବନ୍ଧୁ ରାଷ୍ଟ୍ର ଏବେ କାହାପଟେ ହେବେ? ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ପାକିସ୍ତାନ ଉପରେ ଆତଙ୍କବାଦକୁ ସମର୍ଥନ କରୁଥିବାର ଅଭିଯୋଗ ଆଣିଛି ଏବଂ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ…
ଦିଲ୍ଲୀରେ ଏବେ ଟ୍ରିପଲ୍ ଇଞ୍ଜିନ ସରକାର, ଭୁଶୁଡ଼ିଲା କେଜ୍ରିଓ୍ବାଲଙ୍କ କ୍ଷମତାର ଶେଷ ଦୁର୍ଗ
ନୂଆଦିଲ୍ଲୀ,୨୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାରଠାରୁ’ଟ୍ରିପଲ ଇଞ୍ଜିନ’ ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି ଡେପୁଟି ମେୟର ପଦବୀ ମଧ୍ୟ ଭାଜପା ପାଖରେ ରହିଛି। ତେବେ ଆମ ଆଦମୀ ପାର୍ଟି(ଆପ୍)…
ପାକିସ୍ତାନର ଏୟାରସ୍ପେସ ବନ୍ଦ, ହେବ ବଡ଼ ଆଟାକ୍! ମିଳିଲା ସଙ୍କେତ
ନୂଆଦିଲ୍ଲୀ,୨୫।୪: ଜମ୍ମୁ-କଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନର ଏୟାରସ୍ପେସ ବନ୍ଦ ହେବା ଯୋଗୁଁ, ଭାରତରୁ ଅନ୍ୟ ଦେଶକୁ ଯାଉଥିବା ବିମାନଗୁଡ଼ିକୁ ଏବେ…

