ଜାତୀୟ

ସ୍ଥଗିତ ହେଲା ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍‌ ପରୀକ୍ଷା

ନୂଆଦିଲ୍ଲୀ,୯ା୫: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆ (ICAI) ମେ’ ୯ରୁ ୧୪ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି। ICAI ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଛି ଯେ, ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍‌ ଫାଇନାଲ, ଇଣ୍ଟରମିଡିଏଟ୍‌…

ଭାରତ-ପାକିସ୍ତାନ ଯୁଦ୍ଧରେ ଆମେ ପଶିବୁ ନାହିଁ: ଆମେରିକା ଉପରାଷ୍ଟ୍ରପତି

ୱାଶିଂଟନ,୯।୫: ଭାରତ-ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଉତ୍ତେଜନାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମାମଲା। ଭାନ୍ସ ଏହା ମଧ୍ୟ କହିଛନ୍ତି ଯେ, ଆଶା କରାଯାଉଛି,…

ବଞ୍ଚାଇଦେଲା DRDO: ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ଆକାଶରେ ଧ୍ୱଂସ କରିଦେଲା ଭାରତର ପ୍ରତିରକ୍ଷା ସିଷ୍ଟମ

ନୂଆଦିଲ୍ଲୀ, ୯।୫: ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (DRDO) ପୁଣି ଥରେ ନିଜର କ୍ଷମତା ପ୍ରମାଣ କରିଛି। ପାକିସ୍ତାନ ପକ୍ଷରୁ ହୋଇଥିବା ଏକ ଆକ୍ରମଣକାରୀ ଉଦ୍ୟମକୁ ଭାରତର ଅତ୍ୟାଧୁନିକ ପ୍ରତିରକ୍ଷା ସିଷ୍ଟମ ଆକାଶରେ ହିଁ ଧ୍ୱଂସ କରି ଦେଇଛି।…

ପାକିସ୍ତାନ ସୀମାର କୌଣସି ପୋଷ୍ଟରେ କୌଣସି ବିଟିଂ ରିଟ୍ରିଟ୍ ଉତ୍ସବ ହେବ ନାହିଁ: ବିଏସଏଫ

ନୂଆଦିଲ୍ଲୀ, ୯।୫: ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଏସଏଫ (ସୀମା ସୁରକ୍ଷା ବଳ) ପଞ୍ଜାବରେ ପାକିସ୍ତାନ ସୀମାନ୍ତରେ ଥିବା ତିନୋଟି ସୀମା ପୋଷ୍ଟ—ଅଟାରୀ-ୱାଗା, ହୁସେନୀୱାଲା, ଏବଂ ସାଦକୀ—ରେ ବିଟିଂ ରିଟ୍ରିଟ୍ ଉତ୍ସବକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରିଛି। ତେବେ, ବିଏସଏଫ…

ପାକିସ୍ତାନର ୫ ସହରରେ ମିଶାଇଲ ଆକ୍ରମଣ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୯।୫: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ କିଛି ମାନୁନାହିଁ। ପହଲଗାମ୍‌ ଆକ୍ରମଣର ୧୪ ଦିନ ପରେ ଭାରତ ଜବାବ ଦେବାକୁ ଯାଇ ‘ଅପରେଶନ୍‌ ସିନ୍ଦୂର’ ଅଧୀନରେ ପାକିସ୍ତାନର ୯ ଆତଙ୍କବାଦୀ ଭିତ୍ତିଭୂମିକୁ ମିଶାଇଲ ମାଡ଼ କରି ଛିନ୍‌ଛତ୍ର କରିବା ପରେ ଅନେକେ ଆଶା…

ବଞ୍ଚାଇଦେଲା S-400: ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ଆକାଶରେ କରିଦେଲା ଧ୍ୱଂସ

ନୂଆଦିଲ୍ଲୀ, ୯।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ଭାରତର S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ‘ଗେମ୍‌-ଚେଞ୍ଜର’ ସାବ୍ୟସ୍ତ ହୋଇଛି। ପାକିସ୍ତାନର ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣର ଏକାଧିକ ଚେଷ୍ଟାକୁ ଏହି ରୁଷୀୟ ପ୍ରତିରକ୍ଷା ବ୍ୟବସ୍ଥା ଆକାଶରେ ହିଁ ଧ୍ୱଂସ କରି…

ବିଶ୍ୱ ଦେଖୁଛି ଭାରତର ଶକ୍ତି: ଗୌତମ ଆଦାନୀ

ନୂଆଦିଲ୍ଲୀ,୯।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ସେନାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ କହିଛନ୍ତି, ବିଶ୍ୱ ଭାରତର ପ୍ରକୃତ ଶକ୍ତି ଏବଂ…

“ଆମର ବୀର ସୈନିକମାନେ ପାକିସ୍ତାନକୁ ବିଶ୍ୱ ମାନଚିତ୍ରରୁ ଲିଭାଇ ଦେବେ”: ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ, ୮।୫: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅପରେସନ ସିନ୍ଦୂର ଆରମ୍ଭ ହେବା ପରେ ଭାରତୀୟ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଗୁରୁବାର ହାଇଦ୍ରାବାଦରେ ଆୟୋଜିତ ଏକ ‘ଜାତୀୟ ଏକତା ରାଲି’ରେ ସମ୍ବୋଧନ କରି ରେଡ୍ଡୀ ଚେତାବନୀ ଦେଇଛନ୍ତି ଯେ…

ଆତଙ୍କବାଦ କ୍ଷେତ୍ରରେ ଭାରତ କଦାପି ନୀରବ ରହିବ ନାହିଁ: ଅମ୍ବାନୀ

ମୁମ୍ବାଇ, ୮।୫-‘ଅପରେଶନ ସିନ୍ଦୂର’ ଲାଗି ଆମେ ଭାରତୀୟ ସଶସ୍ତ୍ର ସେନା ପାଇଁ ଗର୍ବ ଅନୁଭବ କରୁଛୁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି ଅମ୍ବାନୀ କହିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ସକାଶେ ଆମେ ସମସ୍ତେ…

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପାକିସ୍ତାନକୁ ଚେତାବନୀ: ‘ଆଉ ଛାଡ଼ିବୁ ନାହିଁ’

ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି। ଆଜି, ଅର୍ଥାତ୍ ଗୁରୁବାର, ମେ ୮ ତାରିଖରେ ପାକିସ୍ତାନ ଭାରତ ଆଡ଼କୁ ଅନେକ ମିସାଇଲ ନିକ୍ଷେପ କରିଥିଲା, ଯାହାକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଥିଲା। ଏହା…

ଅତ୍ୟାବଶକ ଜିନିଷ ଗଚ୍ଛିତ କରନ୍ତୁ ନାହିଁ: ଖାଦ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ କୌଣସି ଗୁଜବରେ ବିଶ୍ୱାସ କରି ଅତ୍ୟାବଶ୍ୟକ ଜିନିଷ ଆଣି ଘରେ ଗଚ୍ଛିତ କରି ନ ରଖିବାକୁ ଗୁରୁବାର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଏକ୍ସ’ରେ…

୮ ହଜାର ଆକାଉଣ୍ଟ ବ୍ଲକ୍‌ କଲା ଏକ୍ସ’

ନୂଆଦିଲ୍ଲୀ, ୮।୫: ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତରେ ୮ ହଜାର ଆକାଉଣ୍ଟକୁ ବ୍ଲକ୍‌ କରାଯାଇଥିବା ନେଇ ଗୁରୁବାର ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସମର୍ଥିତ ପୋଷ୍ଟ ହେଉଥିବା ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?