ଜାତୀୟ

ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ ୨୦୨୫ରେ ଭାରତର ୯.୭ ମିଲିୟନ ଅର୍ଥାତ୍‌ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଛି।…

India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ

ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ ପିଏଲଏ ସୈନିକଙ୍କ ଦୁଃସାହସର ଉପଯୁକ୍ତ ଜବାବ ଦେଇଥିଲା। ଡ୍ରାଗନର ସୈନିକମାନଙ୍କ ମୃତଦେହ ଏଣେତେଣେ ପଡ଼ି…

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ ହେବ, ଯାହା ପାଇଁ ସମଗ୍ର ବିରୋଧୀ ଏକତ୍ରିତ ହୋଇଛନ୍ତି। ୱାକଫ (ସଂଶୋଧନ) ବିଲ ସମ୍ପର୍କରେ…

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର ଘୋଷଣାକୁ ନେଇ ଅନେକ ଦେଶରେ ଉତ୍ତେଜନାର ବାତାବରଣ ରହିଛି। ଟ୍ରମ୍ପଙ୍କ ଘୋଷଣା ସହିତ ଅନେକ…

ଜଙ୍ଗଲ ନଷ୍ଟକୁ ବିରୋଧକରି ଗଛର ଅନ୍ତିମ ସଂସ୍କାର ଯାତ୍ରା

ଡେରାଡୁନ୍‌: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ରେ ବିକାଶମୂଳକ ପ୍ରକଳ୍ପ ପାଇଁ ବୃକ୍ଷ କାଟିବାକୁ ବିରୋଧ କରି ‘ପରିବେଶ ବଞ୍ଚାଅ ଆନ୍ଦୋଳନ ୨.୦’ ବ୍ୟାନରରେ ପରିବେଶବିତ୍‌ ତଥା ବୁଦ୍ଧିଜୀବୀମାନେ ଏକତ୍ର ହୋଇ ବୃକ୍ଷଗୁଡ଼ିକର ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ଯାତ୍ରା କରିଛନ୍ତି। ସହରର ପରେଡ୍‌ ଗ୍ରାଉଣ୍ଡରେ…

ଶେୟାର ବଜାର କାରବାରରେ ହ୍ରାସ: ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୧।୪ଚଳିତ ଆର୍ଥକ ବର୍ଷର ପ୍ରଥମ କାର୍ଯ୍ୟଦିବସରେ ଶେୟାର ବଜାରର ନିବେଶକ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ଆଶା ଆଶଙ୍କା ମଧ୍ୟରେ ଥିବା ନିବେଶକମାନେ ଚଳିତ ସପ୍ତାହର ପ୍ରଥମ ଦିନରେ ୩.୨୩ ଲକ୍ଷ କୋଟି ଟଙ୍କାର ନିବେଶ…

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨ା୪ (ପି.ଟି.):ଆଇନଗତ ପ୍ରକ୍ରିୟାର ଅନୁପାଳନ ନ କରି ବେଆଇନ ଭାବେ ଘର ଭଙ୍ଗାଯିବା ଘଟଣାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି କାର୍ଯ୍ୟ ଅମାନବୀୟ ଏବଂ ବେଆଇନ। ଏହା ଆମ ଅନ୍ତରାତ୍ମାକୁ ଦୋହଲାଇ…

ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା

ନୂଆଦିଲ୍ଲୀ,୨ା୪(ପି.ଟି.):ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ ଲଗାତର ଭାବେ ସୁନା କିଣୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଅଧିକ ରହିଛି। ଏଥିସହ…

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ ଯାଉଛନ୍ତି। ଅନ୍ୟ ଏକ ଏଡଟେକ କମ୍ପାନୀର ପ୍ରତିଷ୍ଠାତା ତାଙ୍କ ବ୍ୟବସାୟ କିଣିବା ପାଇଁ ବିଶେଷ…

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ। କିନ୍ତୁ ଏବେ ଏହା କୁହାଯାଇପାରେ ଯେ ତାଙ୍କର ସମସ୍ତ ଜ୍ଞାନ ବ୍ୟର୍ଥ ଯାଇଛି କାରଣ…

୨୦୨୫ ପୂର୍ବର ସମ୍ପତ୍ତି ଓ୍ବକଫ୍‌ ବିଲ୍‌ରେ ହିଁ ରହିବ, ଜାଣନ୍ତୁ କେନ୍ଦ୍ର ସରକାର ଆଣୁଥିବା ନୂଆ ବିଲ୍‌ରେ କ’ଣ ରହିଛି…

ନୂଆଦିଲ୍ଲୀ,୧ା୪: ଲୋକ ସଭାରେ ଓ୍ବକଫ୍‌ ବିଲ୍‌ ସଂସଦର ଏହି ଅଧିବେଶନରେ ସରକାର ଓ୍ବକଫ୍‌ ସଂଶୋଧନ ଆଇନ ଆଗତ କରିବାକୁ ଯାଉଛନ୍ତି। ଭାଜପା ଏବଂ କଂଗ୍ରେସ ୨ ଏପ୍ରିଲ ୨୦୨୫ ଏବଂ ୩ ଏପ୍ରିଲ, ୨୦୨୫ ପାଇଁ ଲୋକ ସଭା ଏବଂ ରାଜ୍ୟସଭା…

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର ସୁନା ଭଣ୍ଡାର ଉପରେ ମଧ୍ୟ ର୍ନିଭର କରେ। ଅନେକ କାରଣରୁ କାଗଜ ମୁଦ୍ରାର ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri