ମୁଁ ରାହୁଲ ଗାନ୍ଧୀଙ୍କୁ ବିବାହ କରିନାହିଁ…କାହିଁକି ଏମିତି କହିଲେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୩୦।୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା, କେଉଁ ଭାଜପା ନେତା ସବୁଠାରୁ ଅଧିକ ପସନ୍ଦ। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭବିଷ୍ୟତ ବିଷୟରେ ପଚରାଯିବାରୁ…
ମେୟର ନିର୍ବାଚନରେ ଭାଜପାର ବାଜିମାତ୍
ଚଣ୍ଡିଗଡ଼,୩୦।୧:କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ମେୟର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ବିଜୟୀ ହୋଇଛି। ଭାଜପାର ପ୍ରାର୍ଥୀ ହରପ୍ରୀତ କୌର ବାବଲା ନିର୍ବାଚନରେ ବିଜୟୀ ହୋଇ ଚଣ୍ଡିଗଡ଼ର ମେୟର ହୋଇଛନ୍ତି। ସୂଚନା ଅନୁଯାୟୀ, ମେୟର…
ଡବଲ ଡେଟିଂ କରୁଛନ୍ତି ରାହୁଲ, ରାଜନୀତିରେ ବଡ଼ ହଲଚଲ
ନୂଆଦିଲ୍ଲୀ,୩୦।୧:ଦିଲ୍ଲୀ ର୍ନିବାଚନକୁ ନେଇ ଭାଜପା ଏମପି ଅନୁରାଗ ଠାକୁର ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ସବୁବେଳେ କମ୍ବଳ ତଳେ ଶୋଇଥାନ୍ତି ଏବଂ ଡବଲ ଡେଟିଂ ମଧ୍ୟ କରୁଛନ୍ତି।…
କେଉଁ ବିଷ କେତେ ପରିମାଣରେ ମିଶାଯାଇଛି? ଇସିଙ୍କୁ ପ୍ରଶ୍ନ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୩୦।୧: ହରିୟାଣା ସରକାର ଯମୁନା ନଦୀରେ ବିଷ ମିଶାଇ ଦେଇଥିବା ତାଙ୍କ ଦାବିରେ ଅରବିନ୍ଦ କେଜରିୱାଲ ନିଜେ ଫସି ଯାଉଛନ୍ତି। ଏହି ଦାବିଗୁଡ଼ିକ ଉପରେ ନିର୍ବାଚନ କମିଶନ ତାଙ୍କଠାରୁ ଜବାବ ମାଗିଥିଲେ। ଏବେ ଯେତେବେଳେ କେଜରିୱାଲ ସ୍ପଷ୍ଟୀକରଣ ଦେଲେ, ନିର୍ବାଚନ କମିଶନ…
ଲିଭ-ଇନରେ ରହିବା ଆଉ ହେବ ନାହିଁ ସହଜ, ଭରିବାକୁ ପଡିବ ୧୬ ପୃଷ୍ଠାର ଫର୍ମ
ଡେରାଡୁନ,୩୦।୧: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ (UCC) ଲାଗୁ କରାଯାଇଛି ଏବଂ ଯଦି କେହି ରାଜ୍ୟରେ ଲିଭ-ଇନ ସମ୍ପର୍କରେ ରହୁଛନ୍ତି କିମ୍ବା ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବହୁତ ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡିବ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି…
ମହାକୁମ୍ଭରେ ଦଳାଚକଟା ପରେ ପରବର୍ତ୍ତନ ହେଲା ନିୟମ, ଜାଣିନିଅନ୍ତୁ …
ପ୍ରୟାଗରାଜ,୩୦।୧: ପ୍ରୟାଗରାଜ ମହାକୁମ୍ଭରେ ମୌନୀ ଅମାବାସ୍ୟା ସ୍ନାନ ପୂର୍ବରୁ ସଙ୍ଗମ କୂଳରେ ଦଳାଚକଟାରେ କେତେଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପରେ, ପ୍ରଶାସନ କଠୋର ପଦକ୍ଷେପ ନେଇଛି। ଯାହା ଅଧୀନରେ ମେଳା ପରିସରରେ ପାଞ୍ଚଟି ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ କରାଯାଇଛି। ଏହା ସହିତ, ସମଗ୍ର…
ସରକାରଙ୍କ ବଡ଼ ଘୋଷଣା, ଏମାନଙ୍କର ବଢିବ ପେନଶନ!
ନୂଆଦିଲ୍ଲୀ,୩୦।୧: ୟୁନିଅନ ବଜେଟ ୨୦୨୫ରେ, ସରକାର କର୍ମଚାରୀଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇପାରନ୍ତି ବୋଲି ବେଶ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଏଥର ବଜେଟରେ ସରକାର EPFO ପେନଶନ ବୃଦ୍ଧି କରିପାରନ୍ତି। EPFOର ସର୍ବନିମ୍ନ ପେନଶନ ୧୦୦୦ ରୁ…
ମୋର ସବୁ ପାପ ଧୋଇଗଲା…ମହାକୁମ୍ଭରେ ବୁଡ଼ ପକାଇବାପରେ କାହିଁକି ଏମିତି କହିଲେ ପୁନମ ପାଣ୍ଡେ
ପ୍ରୟାଗରାଜ,୩୦।୧: ମହାକୁମ୍ଭରେ କୋଟି କୋଟି ଲୋକ ସମାଗମ ହେଉଛନ୍ତି।ଧନୀ ହୁଅନ୍ତୁ, ଗରିବ ହୁଅନ୍ତୁ, ସାଧାରଣ ଲୋକ ହୁଅନ୍ତୁ କିମ୍ବା ସେଲିବ୍ରିଟି ହୁଅନ୍ତୁ, ସମସ୍ତେ ଏହି ପବିତ୍ର ଅବସରରେ ସ୍ନାନ କରିବାକୁ ପହଞ୍ଚୁଛନ୍ତି। ଏହି ସମୟରେ, ବଲିଉଡ ସେଲିବ୍ରିଟିମାନେ ମଧ୍ୟ ମହାକୁମ୍ଭ ପରିଦର୍ଶନ…
ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ: ଜାତୀୟ ରାଜନୀତି ସରଗରମ
ନୂଆଦିଲ୍ଲୀ,୩୦ା୧:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଲୋକଙ୍କୁ ପାଣିରୁ ବଞ୍ଚତ୍ତ କରିବାଠାରୁ ବଡ଼ ପାପ ନାହିଁ।…
୧ ଫେବୃଆରୀରୁ କରିପାରିବେ ନାହିଁ UPI ପେମେଣ୍ଟ! NPCI ଉଠାଇଲା ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୨୯।୧: ୟୁପିଆଇ(UPI) ପେମେଣ୍ଟ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ୨୦୨୫ ଫେବୃଆରୀ ପହିଲାରୁ ଆପଣ UPI ପେମେଣ୍ଟ କରିପାରିବେ ନାହିଁ। ଯଦି କେହି UPI ଆପ୍ ଟ୍ରାଞ୍ଜାକ୍ସନ IDରେ ବିଶେଷ ଅକ୍ଷର (ଯେପରିକି @, #, $ ଇତ୍ୟାଦି) ବ୍ୟବହାର କରେ,…
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା; ମୃତକଙ୍କ ପରିବାରକୁ ଦିଆଯିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ
ପ୍ରୟାଗରାଜ,୨୯ା୧- ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫…
ବିବାହର ଏକ ବର୍ଷ ମଧ୍ୟରେ ଛାଡପତ୍ର କରିପାରିବେ ନାହିଁ ୨ ହିନ୍ଦୁ: କୋର୍ଟ
ନୂଆଦିଲ୍ଲୀ, ୨୯।୧: ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି ଯେ ଦୁଇଜଣ ହିନ୍ଦୁଙ୍କ ମଧ୍ୟରେ ବିବାହ ପବିତ୍ର, ଏବଂ ହିନ୍ଦୁ ବିବାହ ଆଇନ ଅନୁଯାୟୀ ବ୍ୟବସ୍ଥିତ ଅସାଧାରଣ କଷ୍ଟ କିମ୍ବା ବଡ଼ ଠକାମିର ଶିକାର ନହେଲେ ବିବାହର ଗୋଟିଏ ବର୍ଷ ମଧ୍ୟରେ ଏହାକୁ ଭାଙ୍ଗି…
Archives


