Odisha Elections 2024

ଜାତୀୟ

ଭୁଶୁଡିଲା ନିର୍ମାଣଧୀନ ରେଳ ବ୍ରିଜ: ୧୭ ମୃତ, ମୃତକଙ୍କ ପାଇଁ ୨ ଲକ୍ଷ-ଆହତଙ୍କ ଲାଗି ୫୦ ହଜାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଆଇଜଲ,୨୩।୮ : ମିଜୋରାମରେ ରେଲଓ୍ବେର ଏକ ନିର୍ମାଣଧୀନ ବ୍ରିଜ୍‌ ଭୁଡୁଡ଼ିପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା...

ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଲେ ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୩।୮: ଚନ୍ଦ୍ରୟାନ-୩ର ସଫଳତା ପାଇଁ ମୋଦିଙ୍କୁ ଶ୍ରେୟ ଦେଇଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ସେ କହିଛନ୍ତି ଯେ, ଚନ୍ଦ୍ରୟାନ-୩ ମିଶନ ଶେଷ ହେବା ପାଇଁ ଦେଶ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ଗତିରେ...

ଚନ୍ଦ୍ରାୟନ-୩ ବୈଜ୍ଞାନିକଙ୍କୁ ୧୭ ମାସ ହେଲା ମିଳିନି ଦରମା: ଦିଗବିଜୟ ସିଂ…

ନୂଆଦିଲ୍ଲୀ,୨୩।୮ : ଭାରତ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ -୩ ମାଧ୍ୟମରେ ଇତିହାସ ସୃଷ୍ଟି କରିବାକୁ କିଛି ଘଣ୍ଟା ଦୂରରେ । ଚନ୍ଦ୍ରାୟନ ୩ ଆଜି ସା ୬ଟା ୪ରେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି...

୨୬ ଦଳ, ୮୦ ନେତା, ୫ ମୁଖ୍ୟମନ୍ତ୍ରୀ: ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକ ଉପରେ ନଜର…

ନୂଆଦିଲ୍ଲୀ,୨୩।୮ : ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ରାଜନୈତିକ ଦଳ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ରେ ମୁମ୍ବାଇରେ ବୈଠକ କରିବାକୁ ଯାଉଛନ୍ତି। ବୈଠକରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତି ପାଇଁ ରଣନୀତି ପ୍ରସ୍ତୁତ ହେବ। ବିରୋଧୀ ଦଳର...

ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡିି ୧୭ ମୃତ

ଆଇଜଲ,୨୩।୮: ମିଜୋରାମର ଆଇଜଲରେ ଏକ ନିର୍ମାଣଧୀନ ରେଳ ବ୍ରିଜ୍‌ ଭୁଶୁଡି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା କୁହାଯାଇଛି। ପୋଲିସର ସୂଚନାନୁସାରେ, ଘଟଣା ସମୟରେ ଏହି ଅଞ୍ଚଳରେ ୩୫-୪୦ ଲୋକ ଥିଲେ।...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩।୮: ଆଜି ହେଉଛି ୧୫ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗରେ ଖୋଲା...

ନିଶାସକ୍ତ ମହିଳାଙ୍କ ସ୍ଥିତିର ଫାଇଦା ନେବା ପୁରୁଷ ବନ୍ଧୁଙ୍କ କ୍ଷେତ୍ରରେ ନିନ୍ଦାଜନକ: କୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀର ସାକେଟ କୋର୍ଟ କହିଛନ୍ତି ଜଣେ ମହିଳାଙ୍କ ମଦ୍ୟପାନ ଅବସ୍ଥା ତାଙ୍କ ପୁରୁଷ ବନ୍ଧୁଙ୍କୁ ତାଙ୍କ ଅବସ୍ଥାର ଫାଇଦା ନେବାକୁ ଲାଇସେନ୍ସ ଦେଇ ନ ଥାଏ। ଅଭିଯୁକ୍ତ ଜଣକ ନିଶାସକ୍ତ ମହିଳାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲା।...

ଝାଡଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ

ରାଞ୍ଚି,୨୩।୮: ଝାଡଖଣ୍ଡରେ ମଦ ଏବଂ ଜମି ଦୁର୍ନୀତି ଘୋଟାଲାରେ ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଓରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ ଇଡି ଚଢାଉ କରିଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁ ରାଜ୍ୟର ରାଜନୀତି ତୀବ୍ର...

ଆଣ୍ଟିଲିଆ ବୋମା ମାମଲା: ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୩।୮: ବ୍ୟବସାୟୀ ମାନସୁଖ ହିରେନଙ୍କ ହତ୍ୟା ଏବଂ ଆଣ୍ଟିଲିଆ ବୋମା ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ବୁଧବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

କେନ୍ଦ୍ର ଉପରେ ୧୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର କୋଟି କୋଟି ମନରେଗା ମଜୁରି ବାକି: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୨୩।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଅଭିଯୋଗ କରିଛନ୍ତି ବଜେଟକୁ ଏକ ତୃତୀୟାଂଶ ହ୍ରାସ କରିବା ପରେ ମଧ୍ୟ ମୋଦି ସରକାର ଦେଶର ୧୮...

୩୯ ସିଡବ୍ଲୁସି ସଦସ୍ୟଙ୍କ ସ୍ଥିତି: ୧୧ ମୋଦିଙ୍କ ଶାସନରେ ଲଢ଼ି ନାହାନ୍ତି ନିର୍ବାଚନ,୧୩ ହୋଇଛନ୍ତି ଦୟନୀୟ ପରାସ୍ତ, ୨ ହରାଇଛନ୍ତି ଅମାନତ…

ନୂଆଦିଲ୍ଲୀ,୨୩।୮ : ଅଧ୍ୟକ୍ଷ ହେବାର ୯ ମାସ ପରେ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସରେ ସର୍ବୋଚ୍ଚ ନୀତି ନିର୍ବାହକାରୀ ସଂସ୍ଥା ସିଡବ୍ଲୁସ (କଂଗ୍ରେସ ୱାର୍କିଂ କମିଟି) ଗଠନ କରିବାକୁ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ୩୯ ଜଣ ନେତା ସିଡବ୍ଲୁସିରେ...

ବିବାହ ପରେ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ଘାତକ ପ୍ରଭାବ: ହାଇକୋର୍ଟ…

ନୂଆଦିଲ୍ଲୀ,୨୩।୮ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବିବାହ ପରେ ତୁରନ୍ତ ପ୍ରତାରଣା ସମ୍ପର୍କରେ ଜଣାପଡ଼ିଲେ ମହିଳାଙ୍କ ମାନସିକ ଏବଂ ସ୍ବାସ୍ଥ୍ୟ ଉପରେ ଗଭୀର ଏବଂ ଘାତକ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ଏହା ସହିତ କୋର୍ଟ ଏପରି ଜଣେ ବ୍ୟକ୍ତିଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri