ଜାତୀୟ

ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ଅଜୟ ରାୟ, ମୋଦିଙ୍କ ବିପକ୍ଷରେ ଦୁଇଥର ଲଢ଼ିଛନ୍ତି ନିର୍ବାଚନ

ଲକ୍ଷ୍ନୌ,୧୭।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ସକ୍ରିୟ ହେଉଛି। ଦଳ ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ରାଜ୍ୟର କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଅଜୟ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ...

‘ଜେଲର’ର ସଫଳତା ମଧ୍ୟରେ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ରଜନୀକାନ୍ତ

ରାଞ୍ଚି,୧୭।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟରେ ମୁକ୍ତିଲାଭ କରିଥିବା ଆକ୍ସନ ଫିଲ୍ମ ‘ଜେଲର’ ହେତୁ ଚର୍ଚ୍ଚାରେ ଅଛନ୍ତି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତ ତଥା ସମଗ୍ର...

ଭାଜପା ଉପରେ ଏହି ଅଭିଯୋଗ ଆଣିଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଉପରେ ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଶାସକ ଦଳ ସ୍ଥିର ସରକାର ଦେବା କଥା କହୁଛନ୍ତି।...

ନେହେରୁଙ୍କ ପ୍ରସଙ୍ଗକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୮: ଚାଇନା ପ୍ରସଙ୍ଗରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଗୁରୁବାର କହିଛନ୍ତି ଯେ ଚାଇନା ଗତ ୯ ବର୍ଷ ଧରି ଭାରତ ଉପରେ...

ଲାଟମ ଏୟାରଲାଇନ୍ସ ପରେ ଏବେ ଇଣ୍ଡିଗୋ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୮: ତିନି ଦିନ ମଧ୍ୟରେ ବିମାନ ଭିତରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏକ ଘଟଣା ଲାଟମ ଏୟାରଲାଇନ୍ସ ବିମାନରୁ ଆସିଥିବା ବେଳେ ଆଜି ଏକ ମାମଲା ଇଣ୍ଡିଗୋ ଏୟାରଲାଇନ୍ସରୁ ଆସିଛି। ଗୁରୁବାର ଯେତେବେଳେ ବିମାନଟି ନାଗପୁରରୁ ପୁଣେ ଅଭିମୁଖେ...

କଂଗ୍ରେସରେ ବଡ ଧରଣର ଅଦଳବଦଳ

ନୂଆଦିଲ୍ଲୀ,୧୭।୮: କଂଗ୍ରେସର ଦଳୀୟ ସଙ୍ଗଠନରେ ଗୁରୁବାର ବଡ ଧରଣର ଅଦଳବଦଳ ହୋଇଛି। ଦଳ ରଣଦୀପ ସୁରଜଓ୍ବୋଲାଙ୍କୁ ମଧ୍ୟ ପ୍ରଦେଶର ସିନିୟର ଅବଜର୍ଭର ପରେ ଏବେ ରାଜ୍ୟର ପ୍ରଭାରୀ ମହାସଚିବର ଅତିରିକ୍ତ ଦାୟିତ୍ୱ ଦେଇଛି। ସେମିତି ମୁକୁଲ ବାସନିକଙ୍କୁ ଗୁଜରାଟର ପ୍ରଭାରୀ...

ଛତିଶଗଡ ବିଧାନସଭା ନିର୍ବାଚନ: ଗୋଟିଏ ସିଟ୍‌ ପାଇଁ ଦାଦା-ପୁତୁରା ଲଢେଇ

ରାୟପୁର,୧୭।୮: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ୨୧ ଜଣଙ୍କର ନାଁ ରହିଛି। ତେବେ ଭାଜପାର ଏହି ନିଷ୍ପତ୍ତି ସହିତ ଏହା ନିଶ୍ଚିତ ଯେ ଏଥର...

ମେଘାଳୟରେ ଭୂକମ୍ପ ଅନୁଭୂତ

ଶିଲଙ୍ଗ,୧୭।୮: ମେଘାଳୟର ନଙ୍ଗପୋହରେ ଭୂକମ୍ପ ଝଟକା। ଗୁରୁବାର ଅପରାହ୍ନରେ ୩.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନଙ୍ଗପୋହଠାରୁ ୪୦ କିଲୋମିଟର ଦୂର ଏବଂ ୧୦କିଲୋମିଟର...

ବଢିଲା ନୌସେନାର ଶକ୍ତି

କୋଲକାତା,୧୭।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରୀ(ପି୧୭ଏ)ର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ‘ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ’ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଥିଲେ। ଏହି...

ଭାଜପାକୁ ଟାର୍ଗେଟ କଲେ ଖାର୍ଗେ, କହିଲେ ଜଳୁଛି ମଣିପୁର ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି ଭାଜପା

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କି ମଣିପୁର ଜଳୁଛି ହେଲେ ଭାଜପା ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଦିଲ୍ଲୀରେ ଅଖିଳ ଭାରତୀୟ ମହିଳା କଂଗ୍ରେସର...

‘ଆଗରେ ଦାଦା, ପଛେ ପଛେ ପୁତୁରା’

ଲକ୍ଷ୍ନୌ,୧୭।୮:ସମାଜବାଦୀ ପାର୍ଟି (ଏସପି) ମିଶନ ୨୦୨୪ର ପ୍ରସ୍ତୁତି ଆରମ୍ଭ କରିଛି। ଦଳ ଲୋକସଭା ନିର୍ବାଚନ ୬ ମାସ ପୂର୍ବରୁ ପାଇଁ ପ୍ରସ୍ତୁତ ଅଛି। ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ଭାରତୀୟ ଜନତା ପାର୍ଟି ସରକାରକୁ କ୍ଷମତାରୁ ହଟାଇବ ବୋଲି...

ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୭।୮: ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା। ଭାଜପା ମଧ୍ୟପ୍ରଦେଶ ପାଇଁ ୩୯ ଜଣ ଏବଂ ଛତିଶଗଡ ପାଇଁ ୨୧ ଜଣ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ବର୍ଷ ଉଭୟ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri