ଜାତୀୟ

‘ବିହାର ଜାତିଗତ ସର୍ଭେ ଉପରେ ସେ ପର୍ଯ୍ୟନ୍ତ ରୋକ ଲଗାଯିବନି, ଯେ ପର୍ଯ୍ୟନ୍ତ…’, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ନୂଆଦିଲ୍ଲୀ,୨୧।୮: ବିହାର ସରକାରଙ୍କୁ ଜାତିଗତ ସର୍ବେକ୍ଷଣର ଅନୁମତି ଦେଇଥିବା ପାଟନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ, ସେ ଏହି ପ୍ରକ୍ରିୟା...

ମାଛ ଖାଇ ଚମକୁଛନ୍ତି ଐଶ୍ୱର୍ଯ୍ୟା, ଏପରି ମନ୍ତବ୍ୟ ଦେଇ ବିବାଦରେ ବିଜୟ କୁମାର

ମୁମ୍ବାଇ,୨୧ା୮: ମହାରାଷ୍ଟ୍ରର ସିନ୍ଦେ ସରକାରରେ ଜଣେ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ସିନ୍ଦେ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଡକ୍ଟର ବିଜୟ କୁମାର କହିଛନ୍ତି, ମାଛ ଖାଇବା ଦ୍ୱାରା ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଆଖି ଉଜ୍ଜ୍ୱଳ ଏବଂ...

ମଣିପୁର, ତ୍ରିପୁରା ଗସ୍ତ କରିପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଖୁବ୍‌ଶୀଘ୍ର ମଣିପୁର ଏବଂ ତ୍ରିପୁରା ଗସ୍ତ କରିପାରନ୍ତି। ତ୍ରିପୁରାର ବରିଷ୍ଠ କଂଗ୍ରେସ ବିଧାୟକ ସୁଦୀପ ରୟ ବର୍ମନ କହିଛନ୍ତି ଯେ, ସେ ଏହି ଗସ୍ତ ସମ୍ପର୍କରେ ତାଙ୍କ ସହ କଥା ହୋଇସାରିଛନ୍ତି...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁଲେ ରଜନୀକାନ୍ତ, ଭାଜପା ଉପରେ ବର୍ଷିଲେ ଅଖିଳେଶ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସାକ୍ଷାତ ଉପରେ ରାଜନୀତି ଆରମ୍ଭ ହୋଇଛି। ଫିଲ୍ମ ‘ଜେଲର’ର ପ୍ରମୋଶନ ପାଇଁ ରଜନୀକାନ୍ତ ଲକ୍ଷ୍ନୌ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ।ଯାହାକୁ ନେଇ...

ନାବାଳିକା ବଳାତ୍କାର ଅଭିଯୋଗରେ ଡେପୁଟି ଡାଇରେକ୍ଟର ଗିରଫ, ଆତିଶି କହିଲେ କେବେ ନ ଥିଲେ ମୋ ଓଏସଡି

ନୂଆଦିଲ୍ଲୀ,୨୧।୮: ନାବାଳିକା ବଳାତ୍କାର ମାମଲାରେ ଦିଲ୍ଲୀ ପୋଲିସ ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ...

ଉତ୍ତରାଖଣ୍ଡର ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଡେରାଡୁନ,୨୧ା୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ପରେ...

ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା,‘ ଆମେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ’

କୋଲକାତା,୨୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।  ମମତା କହିଛନ୍ତି ଯେ, ଆମେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ।  ମୁଁ ଧର୍ମ ଆଧାରରେ କୌଣସି...

ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଅଧିକାରୀଙ୍କ ସହ ସ୍ତ୍ରୀ ଥାନାରେ ଅଟକ

ନୂଆଦିଲ୍ଲୀ,୨୧।୮: ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ପୋକ୍ସୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ...

ଶରଦ ପାଓ୍ବାରଙ୍କୁ ଟାର୍ଗେଟ କଲେ କେସିଆର

ହାଇଦ୍ରାବାଦ,୨୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର ପରୋକ୍ଷ ଭାବେ ଅଜିତ ପାଓ୍ବାରଙ୍କୁ ଭାଜପା-ଶିବସେନା ମେଣ୍ଟ ସରକାରରେ ସାମିଲ ହେବାକୁ ନେଇ ଏନସିପି ନେତାଙ୍କୁ ‘ପାଗଳ’ ବୋଲି କହି ଦେଇଛନ୍ତି।...

ଅକ୍ଷୟଙ୍କ ଫିଲ୍ମର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ବାଧ୍ୟତାମୂଳକ ହେଲା ଯୌନ ଶିକ୍ଷା

ମୁମ୍ବାଇ,୨୧।୮: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓଏମ୍‌ଜି-୨’ ରିଲିଜ ହୋଇଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଗଦର-୨ କୁ ଟକ୍କର ଦେଉଛି। ଅକ୍ଷୟ କୁମାରଙ୍କ ଅଭିନୀତ ସାମାଜିକ ନାଟକ ଚଳଚ୍ଚିତ୍ର ବକ୍ସ ଅଫିସରେ ୧୦୦ କୋଟି...

ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର ନେହେରୁ ପ୍ଲାନେଟୋରିୟମରେ ଚନ୍ଦ୍ରୟାନ -୩ ରସପ୍ଟ ଲ୍ୟାଣ୍ଡିଂର ଦୃଶ୍ୟ ଭାରତୀୟ ମହାକାଶ ଗବେଷଣା...

କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ‘ଲୋକେ ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେ ନାହିଁ, ସେ ସମୟରେ…’

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୋପାଳର ସିଏମ ରାଇଜ ଗଭର୍ମେଣ୍ଟ ମହାତ୍ମା ଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri