ଜାତୀୟ

ବିବାହ କରିବ ଯଦି ମୋତେ, ନହେଲେ କରାଇ ଦେବିନି…ଏଭଳି ଜିଦ୍‌ରେ ଅଶ୍ଳିଳ ଭିଡିଓ କରି ଯୁବତୀଙ୍କ ବିବାହ ଭାଙ୍ଗୁଛନ୍ତି ଯୁବକ, ଏବେ…

ମେରୁଟ,୨୯।୬: ଉତ୍ତର ପ୍ରଦେଶର ମେରୁଟରୁ ବ୍ଲାକମେଲିଂର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ଜୋରଜବରଦସ୍ତ ବିବାହ କରିବାକୁ ଜିଦ୍‌ ଧରି ଜଣେ ଯୁବତୀଙ୍କୁ ବିବାହ କରାଇ ଦେଉ ନ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ଭୁଲ ଉପାୟରେ ସେ…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍‌ନାନ୍ସି ଟେଷ୍ଟ ବାଧ୍ୟତାମୂଳକ

ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମଧ୍ୟପ୍ରଦେଶ…

ଗଣବଳାତ୍କାର ମାମଲା: ମମତାଙ୍କ ପାର୍ଟିରେ ତେଜିଲା ଅନ୍ତଃକନ୍ଦଳ, ମହୁଆଙ୍କୁ ହନିମୁନ କଥା କହି ଟାର୍ଗେଟ…

କୋଲକାତା,୨୯।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ଗଣବଳାତ୍କାର ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି)ର ଦୁଇ ଏମପି କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରାଙ୍କ ମଧ୍ୟରେ ପୁଣି ଥରେ ତୀବ୍ର ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ମାତ୍ର…

ଭାରତ-ପାକ୍‌ ବର୍ଡରରୁ ମିଳିଲା ୨ ମୃତଦେହ, ପାଖରେ ପଡ଼ିଛି ପାକିସ୍ତାନ ସିମ୍‌ ସହ ଆଇଡି କାର୍ଡ; କ’ଣ ମାମଲା?

ଜୟପୁର,୨୯।୬: ରାଜସ୍ଥାନର ଜୈସଲମେରରେ ଭାରତ-ପାକିସ୍ତାନ ବର୍ଡର(ସୀମା) ନିକଟରେ ଏକ ୧୫ ବର୍ଷୀୟ ନାବାଳିକା ଏବଂ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତଦେହଗୁଡ଼ିକ ପ୍ରାୟ ୬-୭ ଦିନ ତଳର ବୋଲି କୁହାଯାଉଛି। ମୃତଦେହଗୁଡ଼ିକ ନିକଟରେ ପାକିସ୍ତାନୀ ସିମ ଏବଂ ପରିଚୟପତ୍ର ମଧ୍ୟ ମିଳିଛି।…

ପୁରୀ ଦଳାଚକଟାରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା, କହିଲେ ଏତେ ବଡ଼ ଘଟଣାରେ ସୁରକ୍ଷା ବ୍ୟବସ୍ଥା…

ନୂଆଦିଲ୍ଲୀ,୨୯ା୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ରବିବାର ଦଳାଚକଟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାହୁଲ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଏବଂ ଆହତ ଭକ୍ତଙ୍କ…

ରାଜଧାନୀ ଆକାଶରେ ଘୋଟି ଆସିଲା ଅନ୍ଧାର, ଆଜିଠାରୁ ଜୁଲାଇ ୫ ପର୍ଯ୍ୟନ୍ତ ହେବ ବଡ଼ଧରଣର…

ନୂଆଦିଲ୍ଲୀ,୨୯ା୬: ରାଜଧାନୀ ଦିଲ୍ଲୀ ଆକାଶରେ ହଠାତ୍‌ ମାଡ଼ିଆସିଲା ଅନ୍ଧାର। ଏହା ପରେ ପ୍ରବଳ ବର୍ଷା ହେବାରୁ ଚାରିଆଡ଼େ ପାଣି ହୋଇଯାଇଛି। ଯଦିଓ ଏନ୍‌ସିଆର ଅଞ୍ଚଳର ବାସିନ୍ଦାମାନଙ୍କୁ ଗରମ ଏବଂ ଆର୍ଦ୍ରତାରୁ ମୁକ୍ତି ମିଳିଛି ମାତ୍ର ଝଡ଼ବର୍ଷା ଯୋଗୁ ଅନେକ ସମସ୍ୟା ଭୋଗ…

କଲେଜ ଛାତ୍ରଙ୍କୁ ପ୍ରେମ ପରେ ଶିକ୍ଷୟିତ୍ରୀ କହିଲେ- Marry Me… ଜବାବ ଶୁଣି ନେଇଗଲେ ଚରମ ନିଷ୍ପତ୍ତି

ଭୋପାଳ,୨୯।୬: ପ୍ରେମ ଉପରେ କାହାର ନିୟନ୍ତ୍ରଣ ନଥାଏ। ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ମଧ୍ୟପ୍ରଦେଶର ଖଣ୍ଡୱାରେ, ଜଣେ ଶିକ୍ଷୟିତ୍ରୀ ତାଙ୍କ ନିଜ ଛାତ୍ରଙ୍କ ପ୍ରେମରେ ପଡ଼ିଗଲେ। ପରେ ସେ ଛାତ୍ରଙ୍କୁ ବିବାହ କରିବ…

ପୁଣି ଏୟାର ଇଣ୍ଡିଆରେ ବଡ଼ ଦୁର୍ଘଟଣା! ମଝି ଆକାଶରେ କ୍ୟାବିନରୁ ଆସିଲା ପୋଡା ଗନ୍ଧ, ତା ପରେ…

ମୁମ୍ବାଇ,୨୯।୬: କ୍ୟାବିନରେ ପୋଡ଼ା ଗନ୍ଧ ଆସିବାରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନକୁ ମୁମ୍ବାଇ ଫେରିବାକୁ ପଡିଛି। ଏୟାର ଇଣ୍ଡିଆ ତା’ର ବିବୃତ୍ତିରେ କହିଛି ଯେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି। ଚିନ୍ତା କରିବାର କିଛି ନାହିଁ। ଏୟାରଲାଇନ୍ସ…

ପୁରୀ ରଥଯାତ୍ରାକୁ ନେଇ ପୁଣି ଟୁଇଟ୍‌ କଲେ ରାଜଦୀପ ସର୍ଦେଶାଇ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସିଧା ଟାର୍ଗେଟ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଟୁଇଟ୍‌ କରି ବିବାଦରେ ଫସିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ରାଜଦୀପ । ଅଭିନେତା…

ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ …

ଡେରାଡୁନ୍‌,୨୯।୬: ପ୍ରଥମ ସ୍ତ୍ରୀ ଥାଉଥାଉ ଦ୍ୱିତୀୟ ବିବାହ କରି ଫସିଗଲେ ଭାଜପା ନେତା। ୬ ବର୍ଷ ପାଇଁ ଦଳରୁ ହେଲେ ବହିଷ୍କାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡର ଜ୍ୱାଲାପୁର ନିର୍ବାଚନମଣ୍ଡଳୀର ଭାଜପାର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ଦ୍ୱିତୀୟ…

ଭିଣେଇ ମୋ ବିନା ବଞ୍ଚିପାରିବେନି…ଶାଳୀ ଦେଲେ ଏମିତି ଜବାବ, ନିଜ ସ୍ବାମୀଙ୍କୁ ଭଉଣୀ ହାତରେ ଦେଇଥିଲେ ସ୍ତ୍ରୀ, ତା’ ପରେ…

ରାମପୁର,୨୯।୬: ଶାଳୀଙ୍କୁ ସବୁବେଳେ ଅଧା ଘରବାଲୀ କୁହାଯାଏ। କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାମପୁରରେ। ଏଠାରେ ଜଣେ ଶାଳୀଙ୍କ ନିଜ ଭିଣେଇଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଯେତେବେଳେ ଭଉଣୀ ଏହାର ସୂଚନା ପାଇଲେ, ସେତେବେଳେ ବହୁତ…

ହିନ୍ଦୁ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣି କରିବା ପଡିଲା ମହଙ୍ଗା, ସିଧା ପହଞ୍ଚିଲେ…

ହାଇଦ୍ରାବାଦ,୨୮।୬: ହିନ୍ଦୁ ଧମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ହାଇଦ୍ରାବାଦର ରାମକୋଟ ଅଞ୍ଚଳର ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ରାମକୋଟ ଅଞ୍ଚଳର ନାରାୟଣଗୁଡ଼ା ପୋଲିସ ଇନ୍ସପେକ୍ଟର ଚନ୍ଦ୍ର ଶେଖରଙ୍କ ଅନୁଯାୟୀ, ମୁସଲିମ ସମ୍ପ୍ରଦାୟର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?