ଜାତୀୟ

ଟ୍ରମ୍ପ୍‌ଙ୍କ ନୂଆ ବିଲ୍‌ରେ ରିମିଟାନ୍ସ ଟ୍ୟାକ୍ସ ୧%କୁ ହ୍ରାସ

ନୂଆଦିଲ୍ଲୀ,୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଗ୍‌ ବିଉଟିଫୁଲ୍‌ ବିଲ୍‌ରେ ପ୍ରସ୍ତାବିିତ ୫ ପ୍ରତିଶତ ରିମିଟାନ୍ସ ଟ୍ୟାକ୍ସକୁ ୧ ପ୍ରତିଶତକୁ ହ୍ରାସ କରାଯାଇଛି। ଏହି ବିଲ୍‌ ସିନେଟ୍‌ର ଏକ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛି। ସଂଶୋଧିତ ବିଲ୍‌ରେ ଟିକସ ହ୍ରାସ କରାଯାଇଥିବାରୁ…

ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ

ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ…

ଛକା ମାରି ଖେଳପଡ଼ିଆରେ ସବୁଦିନ ପାଇଁ ଶୋଇପଡ଼ିଲେ ବ୍ୟାଟ୍ସମ୍ୟାନ: କ୍ଷଣକ ମଧ୍ୟରେ ଚାହଁଚାହୁଁ …

ଚଣ୍ଡିଗଡ଼,୩୦।୬: ଛକା ମାରିଲେ ତଳେ ପଡ଼ିଗଲେ। ସାଥୀ ଖେଳାଳି କିଛି ବୁଝିବା ଆଗରୁ ସମସ୍ତଙ୍କୁ କରିଦେଲେ ବାଏ ବଏ। ଖେଳପଡ଼ିଆରେ ସବୁଦିନ ପାଇଁ ଶୋଇପଡ଼ିଲେ ବ୍ୟାଟ୍ସମ୍ୟାନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପଞ୍ଜାବର ଫିରୋଜପୁରରେ । କ୍ରିକେଟ ମ୍ୟାଚ ସମୟରେ…

ଭାଜପାକୁ ଲାଗିଲା ବଡ଼ ଝଟକା, ଦଳ ଛାଡିଲେ ଫାୟାର ବ୍ରାଣ୍ଡ ନେତା

ନୂଆଦିଲ୍ଲୀ,୩୦।୬୫: ତେଲଙ୍ଗାନାର ଫାୟାରବ୍ରାଣ୍ଡ ନେତା ଏବଂ ଗୋଶାମହଲ ବିଧାୟକ ଟି ରାଜା ସିଂହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ତାଙ୍କର ତେଲଙ୍ଗାନା ପାର୍ଟି ନେତୃତ୍ୱ ସହିତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ଭାଜପା ସଭାପତି ପଦ ପାଇଁ…

୧୦୦ କୋଟିର ରାସ୍ତାରେ ଗଛ ଅଡ଼ୁଆ: ବିହାର ବିକାଶ ମଡେଲ ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ

ପାଟଣା, ୩୦।୬: ବିହାରର ଜେହାନାବାଦରେ ଏକ ୧୦୦ କୋଟି ଟଙ୍କାର ରାସ୍ତା ପ୍ରକଳ୍ପ ଚର୍ଚ୍ଚାରେ ରହିଛି, କିନ୍ତୁ ଭୁଲ କାରଣ ପାଇଁ। ପାଟଣା-ଗୟା ମୁଖ୍ୟ ରାସ୍ତାରେ ୭.୪୮ କିଲୋମିଟର ଲମ୍ବର ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ରାସ୍ତା ମଝିରେ ଥିବା ଗଛକୁ…

ପିଲାମାନେ ଅଣଦେଖା କରିବାରୁ ପିତା ନେଲେ ଏମିତି ନିଷ୍ପତ୍ତି ସମସ୍ତେ କରୁଛନ୍ତି ପ୍ରଶଂସା

ତିରୁଭନ୍ନାମଲାଇ,୩୦।୬: ତାମିଲନାଡୁର ତିରୁଭନ୍ନାମଲାଇ ଜିଲାର ୬୫ ବର୍ଷୀୟ ଅବସରପ୍ରାପ୍ତ ସୈନିକ ଏସ ବିଜୟନ ତାଙ୍କ ଝିଅମାନଙ୍କୁ ଦେବା ପରିବର୍ତ୍ତେ ମନ୍ଦିରକୁ ତାଙ୍କ ସମ୍ପତ୍ତି ଦାନ କରିଛନ୍ତି। ଅରୁଲମିଘୁ ରେଣୁଗାମ୍ବଲ ଅମ୍ମାନ ମନ୍ଦିରର ଦାନ ବାକ୍ସରୁ ୪କୋଟି ଟଙ୍କାର ସମ୍ପତ୍ତିର କାଗଜପତ୍ର ମିଳିବା…

ପଦ ହରାଇବେ ସିଦ୍ଧରମୈୟା? କର୍ନାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଖାର୍ଗେ ଦେଲେ ଏମିତି ବୟାନ ରାଜନୀତି ହେଲାଣି ସରଗରମ

ବେଙ୍ଗାଲୁରୁ,୩୦।୬: କର୍ନାଟକରେ ରାଜନୀତି ହୋଇଛି ସରଗରମ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ଜୋର ଧରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ହାତରେ। ସେ ଚେତାବନୀ ଦେଇଛନ୍ତି ଯେ…

‘ମନୋଜିତ ଦା ଆମ ହୃଦୟରେ ଅଛନ୍ତି…,’ କାନ୍ଥରେ ଏମିତି କିଛି ଲେଖା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୩୦।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ସହ ବଳାତ୍କାର ମାମଲା ସାରା ଦେଶରେ କ୍ରୋଧ ସୃଷ୍ଟି କରିଛି। ଏହି ସମୟରେ, କଲେଜର କାନ୍ଥରେ ଲେଖାଯାଇଥିବା ଏକ ଧାଡି ସମସ୍ତଙ୍କୁ ଚକିତ କରିଛି, ଯେଉଁଥିରେ ଲେଖାଯାଇଛି – ‘ମନୋଜିତ ଦା…

ବାହାଘରକୁ ହୋଇଥିଲା ମାତ୍ର ୨ ମାସ, ବାପାଙ୍କୁ ୭ ଅଡିଓ ମେସେଜ୍‌ କରି ଆତ୍ମହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୩୦।୬: ତାମିଲନାଡୁର ତିରୁପୁର ଜିଲାର ୨୭ ବର୍ଷୀୟ ରିଧାନ୍ୟଙ୍କ ଆତ୍ମହତ୍ୟା ଖବର ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ମୃତ ମହିଳାଙ୍କ ବିବାହ ୨ ମାସ ପୂର୍ବେ ଅର୍ଥାତ୍‌ ଏପ୍ରିଲରେ କଭିନକୁମାର ନାମକ ଜଣେ ଯୁବକଙ୍କ ସହ ହୋଇଥିଲା। ସେ ଯୌତୁକ ଭାବରେ…

୪ ରାଜ୍ୟର ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହେଲା ଭାଜପାର ନାମାଙ୍କନ

ନୂଆଦିଲ୍ଲୀ,୩୦।୬: ଭାରତୀୟ ଜନତା ପାର୍ଟି(ଭାଜପା)ରେ ୪ଟି ରାଜ୍ୟରେ ରାଜ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନେତାମାନେ ନାମାଙ୍କନ ପତ୍ର ନେଇଛନ୍ତି। ଉତ୍ତରାଖଣ୍ଡରେ, ରାଜ୍ୟ ସଭା ଏମପି ଏବଂ ବର୍ତ୍ତମାନର…

‘ମୋ ସହ ନ୍ୟାୟ ହେଉ…’ କାହିଁକି ମୋଦିଙ୍କୁ ଏମିତି ଚିଠି ଲେଖିଲେ ରୋହିଣି, ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ

ଲକ୍ଷ୍ନୌ,୩୦।୬: ଉତ୍ତର ପ୍ରଦେଶର ନାଗିନା ଲୋକ ସଭା ଆସନର ଏମପି ଏବଂ ଆଜାଦ ସମାଜ ପାର୍ଟି (କାଂଶିରାମ) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ପିଏଚଡି ସ୍କଲାର ଡକ୍ଟର ରୋହିଣୀ ଘାଭାରୀ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହା ପରେ ସେ ଲଗାତାର ବିବାଦରେ…

ଖୁଡ଼ୀ-ପୁତୁରା ବିବାହ ଘଟଣାରେ ନୂଆମୋଡ଼: ସ୍ବାମୀ ଖୋଲିେଦେଲେ ସବୁ ଗୁମର

ଜାମୁଇ,୩୦।୬: କିଛି ଦିନ ପୂର୍ବରୁ ଜାମୁଇର ଶିଖରିଆ ଗାଁରେ, ଆୟୁଷୀ କୁମାରୀ ନାମକ ଜଣେ ମହିଳା ତାଙ୍କ ପ୍ରଥମ ସ୍ବାମୀ ବିଶାଲ ଦୁବେଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ତାଙ୍କ ପୁତୁର ସଚିନ ଦୁବେଙ୍କୁ ବିବାହ କରିଥିଲେ। ଏବେ ପୀଡିତ ସ୍ବାମୀ ବିଶାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?