ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!
ନୂଆଦିଲ୍ଲୀ,୨୨।୪: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। ଯେ ଅକ୍ଷୟ ନିର୍ବାଚନ ଲଢିବା ପାଇଁ ଯୋଗ୍ୟ ନୁହେଁ।…
ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ
ଭୋପାଳ,୨୨।୪: ମଧ୍ୟପ୍ରଦେଶ ଦେବାସରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶିପ୍ରା ନଦୀରେ ଜଣେ ମହିଳାଙ୍କୁ ମଦ ପିଆଇ ବୁଡ଼ାଇ ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ଼। କିଛି ଦିନ ତଳେ ଜଣେ…
ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି
ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ ନେତା ଏବେ ପ୍ରଚାର ମଇଦାନରେ ଅଛନ୍ତି। ଏହି କ୍ରମରେ ମୋଦି ଡିଣ୍ଡୋରିରେ ଏକ ରାଲିକୁ…
ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ
ମାଙ୍ଗାଲୋର୍,୨୨।୪: କର୍ନାଟକରେ ଏବେ ପାଳିତ ହେଉଛି ଏକ ନିଆରା ଉତ୍ସବ। ଏଠାରେ ମାତା ଦୁର୍ଗା ପଶ୍ଚିମେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ୮ ଦିନିଆ ଅଗ୍ନିଯୁଦ୍ଧ ଉତ୍ସବ। ପରମ୍ପରା ଅନୁସାରେ ଦୁଇ ଗାଁ ଲୋକେ ଦୁଇ ଦଳରେ ବିଭକ୍ତି ହୋଇ ପରସ୍ପରକୁ ନିଆଁ…
ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା
ରାମପୁର,୨୨।୪: ନିକଟରେ ସମାଜବାଦୀ ପାର୍ଟି(ଏସ୍ପି) ନେତା ଆଜମ୍ ଖାଁ ଭାଜପା ନେତ୍ରୀ ଜୟାପ୍ରଦାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ଏବେ ତାଙ୍କ ପଥ ଅନୁସରଣ କରିଛନ୍ତି ପୁଅ ଅବଦୁଲ୍ଲା ଆଜମ ଖାଁ। ସେ ଜୟାପ୍ରଦାଙ୍କୁ ‘ଅନାରକଲି’ ବୋଲି…
ମୋଦିଙ୍କ ବାୟୋପିକ୍: ସୁପ୍ରିମ୍କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର
ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସମ୍ପର୍କିତ ରିପୋର୍ଟ ସୋମବାର ନିର୍ବାଚନ କମିଶନ(ଇସି) ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି। ଏହାର ରିଲିଜ୍ ସମ୍ପର୍କରେ ଶୁକ୍ରବାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୂଚିନା ଦେଇଛନ୍ତି। ବାୟୋପିକ୍ର…
କେରଳ ସରକାର ଶ୍ରୀଲଙ୍କା ପଠାଇବେ ୧୫ ଜଣିଆ ଡାକ୍ତରି ଟିମ୍
ଥିରୁଭାନନ୍ତପୁରମ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କୁ ଏବେ ସହଯୋଗର ହାତ ବଢାଇବାକୁ ଯାଉଛନ୍ତି କେରଳ ସରକାର। କେରଳର ଏକ…
ଶହୀଦ୍ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍ କରି କଇଁ କଇଁ ହୋଇ କାନ୍ଦିଲେ ମା
ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍ନାଟ୍ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍ ହୋଇଥିଲେ। ତାଙ୍କ ମର ଶରୀର ରବିବାର ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଥିଲା। ପୁଅ ବଦଳରେ…
ଶ୍ରୀଲଙ୍କା ବିସ୍ଫୋରଣରେ ନିଖୋଜ ଅଛନ୍ତି ୭ ଜେଡି(ଏସ୍) କର୍ମୀ
ବେଙ୍ଗାଲୁର,୨୨।୪: ଶ୍ରୀଲଙ୍କାରେ ରବିବାର ହୋଇଥିବା ବିସ୍ଫୋରଣରେ ୫ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହିି ଘଟଣାରେ କର୍ନାଟକର ୨ ଜନତା ଦଳ ସେକ୍ୟୁଲାର ବା ଜେଡି(ଏସ୍) କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଜଣ ନିଖୋଜ ଥିବା…
ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢ଼ିବେ ଶିଲା ଦିକ୍ଷିତ
ନୂଆଦିଲ୍ଲୀ,୨୨।୪: ଅତିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ ଏଥର ପୁଣିଥରେ କଂଗ୍ରେସ ଟିକେଟ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ସେ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ସୋମବାର କଂଗ୍ରେସ ପକ୍ଷରୁ…
ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କଲେ ମାୟାବତୀ
ଭୋପାଳ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍ ସହିତ ମୁମ୍ବାଇ ଏଟିଏସ୍ ମୁଖ୍ୟ ଶହୀଦ୍ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ବିଏସ୍ପି ମୁଖ୍ୟ ମାୟାବତୀ ପ୍ରଜ୍ଞାଙ୍କୁ…
ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଭୋପାଳ,୨୨।୪: ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ଆକ୍ସନ ମୁଡ୍ରେ ଆସିଯାଇଛନ୍ତି ମଧ୍ୟପ୍ରଦେଶର ରାଜ୍ୟସରକାର। ଏନେଇ ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥିସହ ହୋସଙ୍ଗାବାଦ-ହରଦା ଜିଲାରେ ୫ଲାଇନମେନ ଓ ୯ ଆଉଟସୋର୍ସ କର୍ମଚାରୀଙ୍କ ଉପରେ…

