Posted inଜାତୀୟ

ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!

ନୂଆଦିଲ୍ଲୀ,୨୨।୪: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। ଯେ ଅକ୍ଷୟ ନିର୍ବାଚନ ଲଢିବା ପାଇଁ ଯୋଗ୍ୟ ନୁହେଁ। କାରଣ ତାଙ୍କ ପାଖରେ ରହିଛି କାନାଡାର ନାଗରିକତ୍ୱ। ଭାରତୀୟ ସମ୍ବିଧାନ ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କ ନିକଟରେ ଅନ୍ୟ କେଉଁ ଦେଶ ନାକରିକତ୍ୱ ଥାଏ ତେବେ ସେ ଭାରତରେ ନିର୍ବାଚନ ଲଢିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। କିନ୍ତୁ ଅସଲ କଥା ହେଲା ଅକ୍ଷୟଙ୍କ ପାଖରେ ରହିଛି କାନାଡାର ଅନରାରୀ ସିଟିଜେନଶିପ ବା ସମ୍ମାନସୂଚକ ନାଗରିକତା। ତେଣୁ ସେ ଭାରତରେ ନିର୍ବାଚନ ଲଢିବାରେ ସେମିତି କିଛି ଅସୁପିଧା ନାହିଁ। ଅବଶ୍ୟ ସୋସିଆଲ ମିଡିଆରେ ଅକ୍ଷୟ କାନାଡାର ନାଗରିକ ବୋଲି ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଥିଲେ। କିନ୍ତୁ ସେ ଯେ ନିର୍ବାଚନ ଲଢିପାରିବେ ଏହା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Bsnl Offers: ଆସିଲା ବମ୍ପର ଅଫର୍‌, ମାତ୍ର ୬ଟଙ୍କାରେ ଅନଲିମିଡେଟ କଲ୍‌-୨ଜିବି ଡାଟା, ୨୦୨୬ ଯାଏ କରିବାକୁ ପଡିବନି ଆଉ ରିଚାର୍ଜ

ନୂଆଦିଲ୍ଲୀ,୧୯।୨: ଆଜିକାଲି ମହଙ୍ଗା ରିଚାର୍ଜ ପ୍ଲାନ ମୋବାଇଲ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢାଉଛି। ଗତ ବର୍ଷର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି। ଏବେ କମ୍ପାନୀଗୁଡ଼ିକ...

ମୁଖ୍ୟମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ଦିଲ୍ଲୀରେ ୨ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କଲା ଭାଜପା!

ନୂଆଦିଲ୍ଲୀ,୧୯।୨: ରାଜଧାନୀ ଦିଲ୍ଲୀରେ ଭାଜପା ଏବେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫାଇନାଲ କରିନାହିଁ। ଏପଟେ କିନ୍ତୁ ଚର୍ଚ୍ଚା ହେଲାଣି ଏଠି ୨ ଉପ...

‘ବଡ଼ ଓକିଲଙ୍କ ନାଁ ନେଲେ ଶୁଣାଣି ସ୍ଥଗିତ କରି ହେବନି,’କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ବୁଧବାର ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ, ଜଣେ ବରିଷ୍ଠ ଓକିଲ ଶୁଣାଣିରେ ଯୋଗ ଦେବାକୁ ଯାଉଥିବାରୁ ଓକିଲ ଖଣ୍ଡପୀଠକୁ ଶୁଣାଣି ସ୍ଥଗିତ ରଖିବାକୁ...

ଆସିଲା PM Kisan ଲିଷ୍ଟ, ଆଉ ୫ଦିନ ପରେ ଏମାନଙ୍କ ଖାତାକୁ ଯିବ ଟଙ୍କା…

ନୂଆଦିଲ୍ଲୀ,୧୯।୨: ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଆରମ୍ଭ କରିଥିଲେ। ଏହାରି...

ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସହ ହେବ ଜୋର ପବନ, ସତର୍କ କରାଇଲା…

ନୂଆଦିଲ୍ଲୀ,୧୯।୨: ସାରା ଦେଶରେ ପାଗ ପୁଣି ଥରେ ପରିବର୍ତ୍ତନ ହେଉଛି। ଅନେକ ରାଜ୍ୟରେ ପଶ୍ଚିମୀ ଝଡ ସକ୍ରିୟ ହୋଇଛି, ଯାହା ଫଳରେ ଉତ୍ତର-ପୂର୍ବ ଏବଂ ବଙ୍ଗୋପସାଗରରେ...

Maha Kumbh ପାଣିରେ ହାନିକାରକ ଜୀବାଣୁ, ହୋଇପାରେ ଏସବୁ ସାଂଘାତିକ ରୋଗ!

ନୂଆଦିଲ୍ଲୀ,୧୯।୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ କହିଛି ଯେ କୁମ୍ଭମେଳା ହେଉଥିବା ଗଙ୍ଗାପାଣିରେ ଏକ କ୍ଷତିକାରକ ଜୀବାଣୁର...

Cancer Vaccine: ଖୁସି ଖବର: ଖୁବ୍‌ଶୀଘ୍ର ବଜାରକୁ ଆସିବ ‘କ୍ୟାନ୍ସର’ ଟିକା, ମନ୍ତ୍ରୀ ଦେଲେ ସୂଚନା

‘କ୍ୟାନ୍ସର’ ଏପରି ଏକ ଶବ୍ଦ ଯାହାର ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର...

Ragging Case in Kerala: କେରଳରେ ଭୟଙ୍କର ରାଗିଂ, ଛେପ ପକାଇ ପାଣି ପିଆଇଲେ, ମାରପିଟ୍‌ କଲେ, ଆଉ ତା’ପରେ…

ଥିରୁଭାନନ୍ତପୁରମ୍‌,୧୯।୨: କେରଳରେ ରାଗିଂର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଥିରୁଭାନନ୍ତପୁରମ୍‌ର ଏକ ସରକାରୀ କଲେଜରେ ସାତ ଜଣ ସିନିୟର ଛାତ୍ର ଜଣେ ପ୍ରଥମ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri