Posted inଜାତୀୟ

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ ନେତା ଏବେ ପ୍ରଚାର ମଇଦାନରେ ଅଛନ୍ତି। ଏହି କ୍ରମରେ ମୋଦି ଡିଣ୍ଡୋରିରେ ଏକ ରାଲିକୁ ଉଦ୍‌ବୋଧନ ଦେବା ଅବସରରେ ଶ୍ରୀଲଙ୍କା ବିସ୍ଫୋରଣ ମାମଲାର ନିନ୍ଦା କରିଛନ୍ତି। ଏହା ସହ ମୋଦି କହିଛନ୍ତି ଯଦି କେହି ଭାରତ ଉପରେ ଏମିତି ଆକ୍ରମଣ କରେ ତେବେ ମୋଦି ସେହି ଆତଙ୍କବାଦୀଙ୍କୁ ପାତାଳରୁ ବି ଖୋଜି ଆଣି ଦଣ୍ଡ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ସିନ୍ଦୂରରେ ଶହୀଦ ମେଜର ପବନ କୁମାରଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି: ବାପା କହିଲେ…

ଶ୍ରୀନଗର,୧୭।୫: ଅପରେଶନ ସିନ୍ଦୂରରେ ଶହୀଦ ହୋଇଥିବା ମେଜର ପବନ କୁମାରଙ୍କୁ ଜେନେରାଲ ଅଫିସର କମାଣ୍ଡିଂ (GoC) ହ୍ବାଇଟ ନାଇଟ କର୍ପସ ଲେଫ୍ଟନାଣ୍ଟ ଜେନେରାଲ ପି.କେ ମିଶ୍ର...

IND vs PAK War: ମେ ୧୮ପରେ ପୁଣି ହେବ କି ଯୁଦ୍ଧ? ଥରିଲାଣି ପାକିସ୍ତାନ…

ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ସୀମାରେ ଚାଲିଥିବା ଯୁଦ୍ଧବିରତିକୁ ଆସନ୍ତା ମେ ୧୮ରେ ସରୁଛି । କୁହାଯାଉଛି ଯେ, ଉଭୟ ଦେଶର ସାମରିକ ଅଧିକାରୀମାନେ...

ଚନ୍ଦ୍ରରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ କରିବ ଚାଇନା-ଋଷିଆ, ଭାରତର ବଢିଲା ଟେନଶନ

ନୂଆଦିଲ୍ଲୀ,୧୬।୫: ଚାଇନା ଓ ରୁଷିଆ ମିଳିତ ଭାବେ ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ର୍ନିମାଣ କରିବାକୁ ଯୋଜନା କରିଛନ୍ତି, ଯାହା ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ...

ଅପରେଶନ ସିନ୍ଦୂର ପରେ ଭାରତର କରିବ ବଡ଼ କୂଟନୈତିକ ଆକ୍ରମଣ: ବିଶ୍ୱ ମଞ୍ଚରେ…

ନୂଆଦିଲ୍ଲୀ,୧୬ା୫: ଆତଙ୍କବାଦ ବିରୋଧରେ ସାମରିକ ଅଭିଯାନ ଅପରେଶନ ସିନ୍ଦୂର ପରେ ଏକ ବଡ଼ କୂଟନୈତିକ ଆକ୍ରମଣ ସ୍ବରୂପ କେନ୍ଦ୍ର ସରକାର ବିଶ୍ୱ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ...

ଘନେଇଲା ‘ଥ୍ରୀ ବ୍ରଦର୍ସ’ ମେଣ୍ଟ, ଯୁଦ୍ଧ ନେଇ ବଢିଲା ଭାରତର ଟେନଶନ

ନୂଆଦିଲ୍ଲୀ,୧୬।୫: ନିକଟରେ ପାକିସ୍ତାନ, ତୁର୍କୀ ଓ ଆଜେରବୈଜାନର ମଧ୍ୟରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକ, ଯାହାକୁ ‘ଥ୍ରୀ ବ୍ରଦର୍ସ’ ମେଣ୍ଟ କୁହାଯାଉଛି, ଭାରତ ପାଇଁ ଏକ...

ଅଲଗା ହେବ ବାଲୁଚିସ୍ତାନ! ମୋଦିଙ୍କୁ ମାଗିଲା ୨ଟି ସାହାଯ୍ୟ, ପାକିସ୍ତାନ ଥରହର

ନୂଆଦିଲ୍ଲୀ,୧୬।୫: ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ...

ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେଲେ ଚାଷୀ, ଏହି ରାଜ୍ୟରୁ ଆଉ ରପ୍ତାନୀ ହେବନି ପାନ, ଯଦି ହୁଏ ତେବେ…

ବେଙ୍ଗାଲୁରୁ,୧୬ା୫: ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ହୋଇଥିବା ଆକ୍ରମଣ ପରେ କେନ୍ଦ୍ର ସରକାର ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ଉଚିତ ଜବାବ ଦେଇଛନ୍ତି। ଭାରତ ସରକାର...

ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ୮୨୧କୋଟି ଟଙ୍କାର ଝଟ୍‌କା ଦେଲେ ଭାରତୀୟ!

ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri