ଜାତୀୟ

ରୋହି ଶେଖର ହତ୍ୟା ମାମଲା: ପତ୍ନୀ ଅପୂର୍ବାଙ୍କୁ ୧୪ ଦିନପାଇଁ ହାଜତକୁ ପଠାଗଲା

ନୂଆଦିଲ୍ଲୀ,୨୬।୪: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରିଙ୍କ ପୁଅ ରୋହିତ ଶେଖର ତିଓ୍ବାରିଙ୍କ ହତ୍ୟା ମାମଲାରେ ତାଙ୍କ ବୋହୂ ଅର୍ଥାତ୍‌ ରୋହିତଙ୍କ ପତ୍ନୀ ଅପୂର୍ବା ତିଓ୍ବାରିଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଲିଭାଇବା ସମୟରେ ଜଣେ ନୌସେନା ଅଧିକାରୀ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ ନିଆଁ…

ମୁଲାୟମ ସିଂ ଅସୁସ୍ଥ

ଲକ୍ଷ୍ନୌ,୨୬।୪: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଶୁକ୍ରବାର ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏମରଜେନ୍ସି ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ…

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ ରାନା ବା ଗ୍ରେଟ ଖଲି ନାଁରେ ସାରା ବିଶ୍ୱରେ ପରିଚିତ ବ୍ୟକ୍ତି ଜଣଙ୍କୁ ମଧ୍ୟ…

ପଦ୍ମ ଧରିଲେ ଗାୟକ ଦଲେର ମେହନ୍ଦି

ନୂଆଦିଲ୍ଲୀ,୨୬।୪: ବଲିଉଡ୍‌ ନାୟକ ନାୟିକାଙ୍କ ପରେ ଏବେ ଜଣେ ଗାୟକ ରାଜନୀତିରେ ପାଦ ରଖିଛନ୍ତି। ଶୁକବ୍ରାର ଗାୟକ ଦଲେର ମେହେନ୍ଦି ଭାଜପାରେ ସାମିଲ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ଭାଜପା ପ୍ରାର୍ଥୀ ହଂସ ରାଜ ହଂସ ଓ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ…

ପୁଣିଥରେ ଗୁରୁଜନଙ୍କ ପାଦ ଛୁଇଁ ଚର୍ଚ୍ଚାକୁ ଆସିଲେ ମୋଦି

ବରାଣସୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଲୋକ ସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୋଦି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆହୁରି କେତେଜଣ ନେତା ପହଞ୍ଚି ସାରିଥିଲେ। ମୋଦି କାଳଭରବ ମନ୍ଦିରରେ ପୂଜାର୍ଚ୍ଚନା କରିବା…

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ଏହାର ପରବର୍ତ୍ତି ଶୁଣାଣି ହେବ। ଉକ୍ତ ଦିନ ସଜ୍ଜା ସମ୍ପର୍କିତ ରାୟ…

ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ୍‌

ଲକ୍ଷ୍ନୌ, ୨୬।୪: ବହୁଜନ ସମାଜବାଦୀ ପାଟର୍ର୍ି(ବିଏସପି) ନେତ୍ରୀ ମାୟାବତୀଙ୍କ ପାଦ ଛୁଇଁଛନ୍ତି ସମାଜବାଦୀ ପାର୍ଟି(ଏସପି)ନେତା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ। କନୌଜରେ ଆୟୋଜିତ ଏକ ନିର୍ବାଚନ ସଭାରେ ଅଖିଳେଶ-ମାୟାବତୀ ଯୋଗଦେଇଥିଲେ। ଏହି ସମୟରେ ଡିମ୍ପଲ ମଞ୍ଚକୁ ଆସି ମାୟାଙ୍କ ପାଦ ଛୁଇଁ…

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୋଷୀ ସାବସ୍ତ ହେବା ପରଠାରୁ ସେ ନାଗପୁର ସେଣ୍ଟ୍ରାଲ ଜେଲରେ…

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ ଶହ କର୍ମଚାରୀ ସେମାନଙ୍କ ରୋଜଗାର ହରାଇଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କେତେଜଣ କର୍ମଚାରୀଙ୍କୁ ଅନ୍ୟ…

କଂଗ୍ରେସରେ ଯୋଗଦେଲେ ପଞ୍ଜାବର ଏଏପି ବିଧାୟକ

ଚଣ୍ଡିଗଡ଼,୨୫।୪: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନଜର ସିଂ ମନଶାହିଆ ଗୁରୁବାର ଏଏପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପସ୍ଥିତିରେ ସେ କଂଗ୍ରେସର ହାତ ଧରିଛନ୍ତି। ୫୬ ବର୍ଷୀୟ ମନଶାହିଆ ଜଣେ ଇଞ୍ଜିନିୟର…

ସ୍ତ୍ରୀଙ୍କ ଅଭିମାନ ଭାଙ୍ଗିବା ପାଇଁ ହାତ ଆଙ୍ଗୁଳି କାଟି ୬୦ କିମି ସାଇକେଲ ଚଳାଇ ଶ୍ୱଶୁର ଘରେ ପହଞ୍ଚିଲେ ସ୍ବାମୀ

ରାୟପୁର,୨୫।୪: ଛତିଶଗଡ଼ କୋରବା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ରଜଗାମାର ଥାନା ଅଞ୍ଚଳରେ ଥିବା ଔରାଇ ଗାଁରେ ମୁକୁନ୍ଦ ନାମକ ଜଣେ ଯୁବକ ସାଧାରଣ ଘରୋଇ କଳିରୁ ବାପଘରକୁ ଚାଲି ଯାଇଥିବା ସ୍ତ୍ରୀ ଜ୍ୟୋତିଙ୍କ ଅଭିମାନ ଭାଙ୍ଗିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?