ଜାତୀୟ

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ ସମୁଦ୍ର ମଧ୍ୟରେ ସେ ଏକ ଖୋଲା ଜିପ୍‌ରେ ଆସି ଭାଜପା ସମର୍ଥକଙ୍କୁ ହାତ ହଲାଇ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଭାଜପା ଗଡ଼ ରକ୍ଷା ଚିନ୍ତାରେ ଥିବାବେଳେ କଂଗ୍ରେସ ପାଇଁ ପୁରୁଣା ଗାଦି ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ ପାଇଁ ସୋମବାର ମତଦାନ କରାଯିବ। ଏସବୁ ଆସନରେ ଭାଜପା ଗଡ଼ ରକ୍ଷା ପାଇଁ ଚିନ୍ତା କରୁଥିବାବେଳେ କଂଗ୍ରେସ ପୁରୁଣା ଗାଦି ବିଜୟ ଲାଗି ଲକ୍ଷ୍ୟ ରଖିଛି। ଚତୁର୍ଥ…

ପୁଣି ସହାୟତାର ହାତ ବଢାଇଲେ ସୁଷମା

ନୂଆଦିଲ୍ଲୀ,୨୭।୪: ସୁଦୂର କାନାଡାରେ ଜଣେ ଯୁବ ଇଞ୍ଜିନିୟର ଓ ତାଙ୍କ ପୁଅ ସୁଇମିଂ ପୁଲରେ ବୁଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ହେଲେ ଅର୍ଥାଭାବରୁ ସେମାନଙ୍କ ମୃତ ଦେହ ଭାରତ ଆସି…

ନାମାଙ୍କନ ରଦ୍ଦ ହେଲା ପରେ ବି ଶ୍ରତ୍ରୁଘ୍ନଙ୍କର ନିର୍ବାଚନ ଲଢ଼ିବା ନିଶା ଭାଙ୍ଗିନି

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀର କର୍ନଟ ପ୍ଲେସ୍‌ ନିକଟରେ ଥିବା ହନୁମାନ ମନ୍ଦିରଠାରେ ଚା’ ଦୋକାନ କରିଛନ୍ତି ଜଣେ ଯୁବକ। ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଏହି ଯୁବକଙ୍କର ନାମାଙ୍କନ ପତ୍ରରେ ତ୍ରୁଟି ଥିବାରୁ ଏହାକୁ ରଦ୍ଦ କରିଛନ୍ତି। ନାମାଙ୍କନ ଦାଖଲ ଶେଷ ହେବାର ଗୋଟିଏ…

ବିରୋଧି ଯେତେ ପ୍ରଚାର କଲେ ବି ଭାଜପା ଗଢିବ ସରକାର: ମୋଦି

କାନପୁର,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନ ପ୍ରଚାର ଲାଗି କନ୍ନୌଜ ପହଞ୍ଚିଥିଲେ। ସେଠାରେ ସେ ଲୋକଙ୍କ ଭିଡକୁ ଦେଖି ସେମାନଙ୍କୁ ହୃଦୟର ସହ ସମ୍ମାନ ଜଣାଇଥିବା ପ୍ରକାଶ କରିଥିଲେ। ମୋଦି ଏହି ସଂକଳ୍ପ ଶୋଭାଯାତ୍ରାରେ ବିରୋଧିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।…

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ରାଜନୀତି ପ୍ରତି ତାଙ୍କର ରୁଚି ନାହିଁ ଏକାଡେମିକ କାର୍ଯ୍ୟରେ…

ବାରାଣସୀ ଘାଟ ଶ୍ମଶାନର ସଂସ୍କାରକ ହେଲେ ମୋଦିଙ୍କ ପ୍ରସ୍ତାବକ

ବାରାଣସୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ମୋଦିଙ୍କ ଚାରିଜଣ ପ୍ରସ୍ତାବକଙ୍କ ମଧ୍ୟରେ ରହିଛନ୍ତି ଶ୍ମଶାନ ଘାଟର ଜଣେ ସଂସ୍କାରକାରୀ। ସେ ହେଉଛନ୍ତି ଜଦୀଶ୍‌ ପ୍ରକାଶ ଚୌଧୁରୀ। ବୃଦ୍ଧ ଜଦୀଶ୍‌ ବାରାଣସୀ ଶ୍ମଶାନ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨୭।୪: ଆସନ୍ତା ସୋମବାର ଅର୍ଥାତ୍‌ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସେଥିଲାଗି ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାମ ସମାପ୍ତ କରାଯିବ। ଏହି ପର୍ଯ୍ୟାୟରେ ୯ ରାଜ୍ୟର ୭୧ଟି ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ…

ଆୟକର ବିଭାଗ-ଇଡି ଏବଂ ସିବିଆଇ ଭାଜପାର ଆଇଟି ସେଲ୍‌ ଭାବେ କାର୍ଯ୍ୟ କରୁଛି: ତେଜସ୍ବୀ ଯାଦବ

ପାଟନା,୨୭।୪: ଭାଜପା ସରକାର ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଥା କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ)କୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଛି। ଏସବୁ ବିଭାଗ ଭାଜପାର ଆଇଟି ସେଲ୍‌ ଭାବେ କାର୍ଯ୍ୟ କରୁଛି ବୋଲି ଶନିବାର ଆରଜେଡି ନେତା ତେଜସ୍ବୀ ଯାଦବ…

ଭାଜପା ଉପରେ ରାଗିଲେ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା

ନୂଆଦିଲ୍ଲୀ,୨୭।୪: ଗୁରୁଦାସପୁରର ପୂର୍ବତନ ଭାଜପା ଏମ୍‌ପି ତଥା ବଲିଉଡ ନାୟକ ସ୍ବର୍ଗତଃ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ଭାଜପା ଉପରେ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଦଳ ପକ୍ଷରୁ ତାଙ୍କୁ ଆଘାତ ଦିଆଯାଇଛି। କାରଣ ଗୁରୁଦାସପୁର ଆସନରୁ ତାଙ୍କ ସ୍ବାମୀ…

କର୍ନାଟକରେ ଆତଙ୍କବାଦୀ ଆକ୍ରମଣ ସୂଚନା ମିଥ୍ୟା: ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ,୨୭।୪: ଭାରତର ଦକ୍ଷିଣରେ ଥିବା ରାଜ୍ୟ ଗୁଡିକରେ ପ୍ରାୟ ୭ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଏକ ଫୋନ୍‌ କଲ୍‌ ପାଇବା ପରେ ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାର ଯାଞ୍ଚ କରିବା ସମୟରେ ବେଙ୍ଗାଲୁରୁ (ରୁରାଲ)…

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସୂଚନା ପାଇ ରେଲଓ୍ବେ ସୁରକ୍ଷାବଳ ତାଙ୍କୁ ପ୍ଲାଟର୍ଫମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?