Posted inଜାତୀୟ

ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ମୃତ

ମୁମ୍ବାଇ,୨୫।୪: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ଅଭିଯୁକ୍ତ ଅବଦୁଲ ଗନି ତୁର୍କଙ୍କ ମୃତ୍ୟୁ ହୋଇଛି। ଗୁରୁବାର ନାଗପୁରର ଜିଏମ୍‌ସି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୋଷୀ ସାବସ୍ତ ହେବା ପରଠାରୁ ସେ ନାଗପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଭାବେ ଜୀବନ କାଟୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଞ୍ଚିଲେ ଟିକାୟତ

ନୂଆଦିଲ୍ଲୀ,୨୮।୫: ଜାତୀୟ ରାଜଧାନୀ ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଲଢେଇ ଜାରି ରହିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଗାଜିପୁର ସୀମାରେ ପହଞ୍ଚି ଏହି ପ୍ରତିବାଦରେ...

କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ,୩୦।୧୧:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ବିବାଦୀୟ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ବ୍ୟାପାର ଠାରୁ ଆରମ୍ଭ କରି ଦେଶର ପ୍ରାୟ...

କୋଭିଡ ସେଣ୍ଟର ଘୋଟାଲା: ମୁମ୍ବାଇର ଚା’ ବାଲାଙ୍କୁ ଦିଆଯାଇଛି ୧୦୦ କୋଟି ଟଙ୍କାର ଠିକା

ମୁମ୍ବାଇ,୧୩ ।୨: କରୋନା ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ତରଫରୁ ଗଢିଉଠିଥିଲା କୋଭିଡ ସେଣ୍ଟର । ଏହି କ୍ରମରେ ପୁଣେରେ ୧୦୦ କୋଟି ଟଙ୍କା ବ୍ୟୟରେ...

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ...

ମେ ୨୬ରେ ମୋଦି ନିର୍ବାଚିତ ହେବେ ଭାଜପା ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ...

ରାଜ୍ୟପାଳ ଆଣିଲେ ଅଭିଯୋଗ: ମିଛ କହୁଛନ୍ତି ଦିଦି

କୋଲକତା,୧।୬: ପଶ୍ଚିମବଙ୍ଗ ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହଁି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ବାତ୍ୟା ବୈଠକରେ ଯୋଗ ଦେଇ...

ହିନ୍ଦୁ ପରିଚୟ ଦେଇ ମଧ୍ୟପ୍ରଦେଶ ଯୁବତୀଙ୍କୁ ବିବାହ କଲେ କଶ୍ମୀର ମୁସଲିମ୍‌ ଯୁବକ; ତାପରେ…

ଗ୍ବାଲିଅର, ୧୮।୮: ଦେଶରେ ପୁଣିଥରେ ‘ଲଭ୍‌ ଜିହାଦି’ ମାମଲା ସାମ୍ନାକୁ ଆସିଛି। ଏଥର ଲଭ୍‌ ଜିହାଦିର ଶିକାର ହୋଇଛନ୍ତି ମଧ୍ୟପ୍ରଦେଶ ଗ୍ବାଲିଅରର ଜଣେ ଯୁବତୀ। ଅଭିଯୁକ୍ତ...

ଯୋଗୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ଲକ୍ଷ୍ନୌ,୭।୯: ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ୍‌ କୁରେଶୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା...

Advertisement
Archives

Model This Week