Posted inଜାତୀୟ

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ଏହାର ପରବର୍ତ୍ତି ଶୁଣାଣି ହେବ। ଉକ୍ତ ଦିନ ସଜ୍ଜା ସମ୍ପର୍କିତ ରାୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ସୁରଟର ୨ ଭଉଣୀ ନାରାୟଣ ସାଇଙ୍କ ଉପରେ ଲଗାଇଥିବା ବଳାତ୍କାର ଅଭିଯୋଗକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି। ପୋଲିସ ପୀଡିତାଙ୍କ ବୟାନ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ନାରାୟଣ ସାଇ ଓ ଆଶାରାମ ବାପୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ନାରାୟଣ ସାଇଙ୍କୁ ୨୦୧୩ରେ ହରିୟାନାର କୁରୁକ୍ଷେତ୍ରରୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗୌତମ ବୁଦ୍ଧ ନା ଅଙ୍ଗୁରିମାଳ, ଭାଜପାର ପ୍ରଶ୍ନ…

ନୂଆଦିଲ୍ଲୀ, ୧୧।୯ : ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ତାମିଲ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ଏକ ଭିଡିଓ ଆସିବା ପରେ ଭାଜପା...

ଭାଲେଣ୍ଟାଇନ୍‌ ଡେ’ରେ ଉତ୍‌କ୍ଷେପଣ ହେବ ଇଓଏସ୍‌-୪ …

ଶ୍ରୀହରିକୋଟା, ୯।୨ : ୟୁକ୍ରେନ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା...

ଭାରତରେ ଅନୁପ୍ରବେଶ କରିବେ ୨୭୫ ଆତଙ୍କବାଦୀ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଧୀରେଧୀରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଥିବା ୭ଟି ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ ଇତିମଧ୍ୟରେ ସକ୍ରିୟ ହୋଇଥିବା...

ଲୋକସଭା ନିର୍ବାଚନରେ ୬ ଆସନ-ଗୋଟିଏ ରାଜ୍ୟସଭା ଆସନ ଦେଲେ ଏନଡିଏ ବୈଠକରେ ସାମିଲ ହେବି: ଚିରାଗ ପାସୱାନ…

ପାଟନା,୧୭।୭ : ଯଦିଓ ଜୁଲାଇ ୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବାକୁ ଚିରାଗ ପାସୱାନଙ୍କ ଲୋକ...

ହିନ୍ଦୁ ଦେବୀଙ୍କୁ ଅପମାନ, ଟୁଇଟର ଇଣ୍ଡିଆ ଏମ୍‌ଡ଼ି ବିରୋଧରେ ଅଭିଯୋଗ…

ନୂଆଦିଲ୍ଲୀ,୪।୭: ଟୁଇଟର ବିରୋଧରେ ଅଭିଯୋଗ ଥମିବାର ନାଁ ଧରୁନି। ଏବେ ହିନ୍ଦୁ ଦେବାଦେବୀଙ୍କ ଅପମାନ କରାଯାଇଥିବା ନେଇ ଟୁଇଟର ଇଣ୍ଡିଆ ଏମ୍‌ଡ଼ି ମନୀଷ ମାହେଶ୍ୱରୀଙ୍କ ବିରୋଧରେ...

ୟୁପିରେ ୧୫୦ ମେଡିିକାଲ ଛାତ୍ରଙ୍କୁ ର଼୍ୟାଗିଂ : ଲଣ୍ଡାକରି ରାସ୍ତାରେ ବୁଲାଇଲେ

ଲକ୍ଷ୍ନୌ, ୨୨ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ସଇଫାଇଠାରେ ଥିବା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ନବାଗତ ୧୫୦ ମେଡିକାଲ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଛି। ବରିଷ୍ଠ ଛାତ୍ରମାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ...

ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର

ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି...

ଘରେ ଲାଗିଗଲା ନିଆଁ: ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୬ ମୃତ

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି।...

Advertisement
Archives

Model This Week