ଲୋକ ସଭା ଅଧିବେଶନ ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ଜୋଷୀ
ବେଙ୍ଗାଲୁରୁ,୩ା୬(ପି.ଟି.): ଲୋକ ସଭା ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ନବନିଯୁକ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବିରୋଧୀ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ସପ୍ତଦଶ ଲୋକ ସଭାର ପ୍ରଥମ…
ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ
କୋଲକାତା,୩ା୬(ଆଇଏଏନ୍ଏସ୍): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ଆରମ୍ଭ ହୋଇଯାଇଛି। ରବିବାର ପଶ୍ଚିମବଙ୍ଗର ଶିକ୍ଷାବିତ୍ ଓ ସାହିତି୍ୟକମାନେ କେନ୍ଦ୍ରର…
କଂଗ୍ରେସ ସହ ମେଣ୍ଟକୁ ନା କହିଲେ ପାଓ୍ବାର
ମୁମ୍ବାଇ, ୨।୬: : କଂଗ୍ରେସ ସହ ଏନସିପି ମେଣ୍ଟ କରିବ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏନସିପିର ନିଜସ୍ବ ଏକ ସ୍ବତନ୍ତ୍ର ପରିଚୟ ରହିଛି ଏବଂ ଏହାକୁ ଦଳ ଜାରି ରଖିବ। ମୁମ୍ବାଇରେ ଅନୁଷ୍ଠିତ ଏକ ଦଳୀୟ…
ଭାଜପା-ଜେଡିୟୁ ମଧ୍ୟରେ ଫାଟ: ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି
ପାଟନା, ୨।୬:କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ଏହାର ଫଳସ୍ବରୂପ ଆଗାମୀ ଦିନରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି କହିଛନ୍ତି ଜେଡିୟୁ…
ମୋଦିଙ୍କ ପାଇଁ ନିଆରା ଉପହାର
ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା, ଚା’କୁ ନେଇ କବିତା, ଚା’କୁ ନେଇ ସାୟରୀ ପରେ ଏବେ ଚା’ରେ ପ୍ରସ୍ତୁତ ହୋଇଛି…
ମମତା ହିରଣ୍ୟକଶ୍ୟପଙ୍କ ବଂଶଜ: ସାକ୍ଷୀ ମହାରାଜ
ହରିଦ୍ୱାର, ୨।୬: ଉତ୍ତର ପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତ୍ରେତୟା ଯୁଗର ରାକ୍ଷାସ ହିରଣ୍ୟକଶ୍ୟପଙ୍କ ବଂଶଜ ବୋଲି କହିଛନ୍ତି।…
୪ ପର୍ବତାରୋହୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ବାୟୁସେନା
ପିଥୌରାଗଡ଼,୨।୬: ନନ୍ଦାଦେବୀ ଯାତ୍ରା ସମୟରେ ୪ ବିଦେଶୀ ପର୍ବତାରୋହୀ ଫସି ରହିଥିବା ବେଳେ ହେଲିକପ୍ଟର ଯୋଗେ ଭାରତୀୟ ବାୟୁ ସେନା ରବିବାର ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏମାନେ ସମସ୍ତେ ଇଂଲଣ୍ଡର ବୋଲି…
କୋର୍ଟଙ୍କ ସମୟ ନଷ୍ଟ କରିଥିବା ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ଲକ୍ଷ ଟଙ୍କା ଜରିମାନା
ମୁମ୍ବାଇ, ୨।୬:ଅଦାଲତଙ୍କ ସମୟ ନଷ୍ଟ କରିଥିବା ଜଣେ ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ଦକ୍ଷିଣ ମୁମ୍ବାଇ ନିବାସୀ ରେଣୁକା ବାଟଲୀଓ୍ବାଲା ନାମକ ଜଣେ ମହିଳା ଜମି ହଡପ ଘଟଣାରେ ବିଏମସି(ବମ୍ବେ ମହାନଗର ନିଗମ)ବିରୋଧରେ…
ପ୍ରବଳ ତାତି: ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଲା
ହାଇଦ୍ରାବାଦ୍, ୨।୬:ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁସଂଖ୍ୟା ସର୍ବାଧିକ ୮୮ରେ ପହଞ୍ଚିଥିବାବେଳେ ଆନ୍ଧ୍ରପ୍ରଦେଶରେ ୬୭, କେରଳରେ ୧୫ ଏବଂ ମହାରାଷ୍ଟ୍ର ୭ଜଣଙ୍କ ମୃତ୍ୟୁ ହୋଇଛି।…
ବିବାହ ବେଦୀରେ ବିଷ ପିଇଲେ କନ୍ୟା
କନୌଜ,୨।୬: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ବେଦୀରେ କନ୍ୟା ବିଷ ପିଇବା ଓ ବର ପକ୍ଷ ଲୋକଙ୍କୁ ପୋଲିସ ବାନ୍ଧିନେବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କନୌଜ ଧିରପୁର ଗାଁର ବିପିନ ନାମକ…
ଦେବୀ ସରସ୍ବତୀଙ୍କୁ ଅପମାନ କରି ପ୍ରିନ୍ସପାଲ୍ ଗିରଫ
ଭୋପାଳ, ୨।୬: ମଧ୍ୟ ପ୍ରଦେଶର ଭୋପାଳରେ ଦେବୀ ସରସ୍ବତୀଙ୍କୁ ଅପମାନ କରିବା ଅଭିଯୋଗରେ ଏକ ସରକାରୀ କଲେଜର ପ୍ରିନ୍ସପାଲ୍ଙ୍କୁ ଗିରଫ କରିଛି ପୋଲିସ। ପ୍ରିନ୍ସପାଲ୍ ଏସଏସ ଗୌତମ କଲେଜ କ୍ୟାମ୍ପସ କିମ୍ବା ଶ୍ରେଣୀ ଗୃହରେ ସରସ୍ବତୀଙ୍କ ଫଟୋ ଲଗାଇବା ଉପରେ ପ୍ରତିବନ୍ଧକ…
ବିଳମ୍ବିତ ପ୍ରାକ୍ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି
ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ। ପ୍ରାକ୍ ମୌସୁମୀ ଚାଷ କାମ ସହିତ ଭୂତଳ ଜଳସ୍ତର ତଥା…

