ଶୌଚାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ଅଶୋକ ଚକ୍ର ଚିହ୍ନଥିବା ଟାଇଲ୍ଦ୍: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଲକ୍ଷ୍ନୌ,୪।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ବୁଲନ୍ଦସହରରେ ଥିବା ଏକ ସରକାରୀ ଶୌଚାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ରାଷ୍ଟ୍ରୀୟ ଚିହ୍ନ ଅଶୋକ ଚକ୍ର ଚିତ୍ର ଥିବା ଟାଇଲ୍ସର ବ୍ୟବହାର କରାଯାଇଛି। ଏହାକୁ ନେଇ ଲୋକଙ୍କ…
ଚନ୍ଦ୍ରାୟନ-୨: ସହଜ ନୁହେଁ ଯାତ୍ରା; ରହିଛି ୭ ସମସ୍ୟା
ନୂଆଦିଲ୍ଲୀ, ୪।୬: ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ମହାକାଶକୁ ଉତ୍କ୍ଷେପଣ କରାଯିବାର ଯୋଜନା ରହିଛି। ତେବେ ଏହାର ସଫଳତା ବାଟରେ ୭ ସମସ୍ୟା ରହିଥିବା କୁହାଯାଉଛି। ଏହା ଜୁଲାଇ ୯ରୁ ୧୬ ମଧ୍ୟରେ ମହାକାଶକୁ ଛଡାଯିବ। ଏହାର ଉତ୍ କ୍ଷେପଣଠାରୁ…
ପୁଣି ଆସିବ ତିନି ତଲାକ୍ ବିଲ୍
ନୂଆଦିଲ୍ଲୀ,୪ା୬(ପି.ଟି.)-ତତ୍କାଳ ତିନି ତଲାକ୍ ପ୍ରଥାକୁ ନିଷିଦ୍ଧ କରିବା ଲାଗି ସରକାର ପାର୍ଲାମେଣ୍ଟରେ ପୁଣି ଥରେ ବିଲ୍ ଆଣିବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ବିଲ୍ ନିମ୍ନ ସଦନରେ ଗୃହୀତ ହୋଇ ରାଜ୍ୟ…
ମୁଜାଫର୍ପୁର ଶେଲ୍ଟର ହୋମ୍ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ
ନୂଆଦିଲ୍ଲୀ,୪।୬: ମୁଜାଫର୍ପୁର ସେଲ୍ଟର ହୋମ୍ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ ଖଣ୍ଡପୀଠର ବିଚାରପତି ଇନ୍ଦୁ ମାଲ୍ହୋତ୍ରା ଓ ବିଚାରପତି ଏମ୍.ଆର୍. ଶାହ ସେଲ୍ଟର ହୋମ୍ରେ ଚାଲିଥିବା…
ଏସ୍ପି-ବିଏସ୍ପି ମେଣ୍ଟ ଭାଙ୍ଗିଲା
ଲକ୍ଷ୍ନୌ,୪ା୬: ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ୫ ମାସ ତଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଏସ୍ପି-ମାୟାବତୀଙ୍କ ବିଏସ୍ପିକୁ ନେଇ ଗଠନ ହୋଇଥିବା ମେଣ୍ଟ ଆପାତତଃ ଭାଙ୍ଗିଯାଇଛି। ଆଗାମୀ ଉପନିର୍ବାଚନ ବିଏସ୍ପି ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ…
ନନ୍ଦା ଦେବୀରୁ ଠାବ ହେଲା ୫ ମୃତଦେହ
ଡେରାଡୁନ,୩।୬: ଉତ୍ତରାଖଣ୍ଡର ନନ୍ଦାଦେବୀ ପର୍ବତରେ ବରଫ ସ୍ଖଳନ ଯୋଗୁ ନିଖୋଜ ଥିବା ୮ ପର୍ବତ ଆରୋହୀଙ୍କ ମଧ୍ୟରୁ ସୋମବାର ୫ ଜଣଙ୍କ ମୃତଦେହ ଠାବ କରାଯାଇଛି। ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏହାକୁ ଠାବ କରାଯାଇଥିଲା।…
ମାଲେଗାଓଁ ବ୍ଲାଷ୍ଟ ମାମଲା: ସବୁ ସପ୍ତାହରେ ସାଧ୍ୱୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
ଭୋପାଳ,୩।୬: ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଭାଜପା ଏମ୍ପି ସାଧ୍ୱୀ ପ୍ରଜ୍ଞାଙ୍କୁ ଏନଆଇଏ ପକ୍ଷରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ କୌଣସି ସୁବିଧା ନ ଦେବା ସହ ଶୁଣାଣି ସମୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସପ୍ତାହରେ ଅତି କମ୍ରେ ଗୋଟିଏ…
ବାୟୁସେନାର ଏଏନ୍-୩୨ ବିମାନ ନିଖୋଜ
ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ ୧୨ଟା ୨୫ରେ ଜୋରହାଟରୁ ଏହି ବିମାନ ଉଡାଣ ଆରମ୍ଭ କରିଥିଲା। ଶେଷ ଥର ପାଇଁ…
ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ
ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ। ଏହି ବୈଠକରେ ସେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନରେ ମେଣ୍ଟରୁ ଯେତିକି…
୩ହଜାରରୁ ୧୦ ହଜାର ଟଙ୍କା ହେଲା ଆଶା କର୍ମୀଙ୍କ ପାରିଶ୍ରମିକ
ଅମରାବତୀ,୩।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଆଶନୁରୂପ ଭେଟି। ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ଆଶାକର୍ମୀଙ୍କ ଦରମା ୩ହଜାର ଟଙ୍କାରୁ…
ରାସନ କାର୍ଡଧାରୀଙ୍କୁ ମିଳିପାରେ ଆଉ ୧ କିଲୋ ଅଧିକ ଗହମ, ଚିନି, ଚାଉଳ
ନୂଆଦିଲ୍ଲୀ,୩।୬: ଖୁବ୍ଶୀଘ୍ର ରାସନ କାର୍ଡଧାରୀଙ୍କୁ ଅଧିକ ୧ କିଲୋ ଚାଉଳ, ଚିନି ଓ ଗହମ କେନ୍ଦ୍ର ସରକାର ଦେଇପାରନ୍ତି ବୋଲି କୁହାଯାଉଛି। ଏହାମଧ୍ୟ ସବ୍ସିଡି ଦରରେ ମିଳିବ। ଯଦି ଏହା ଲାଗୁ କରାଗଲା ତେବେ ଏହାଦ୍ୱାରା ୧୬.୩ କୋଟି ଲୋକ ଉପକୃତ…
ଅକ୍ସିଜେନ୍ ସିଲିଣ୍ଡର ସହ ୟୁପିଏସ୍ସି ପରୀକ୍ଷା ହଲ୍ରେ ବସିଲେ ଛାତ୍ରୀ
ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ। ରବିବାର ସେ ଏକ ହ୍ବିଲ ଚେୟାର୍ରେ ବସି ଅକ୍ସିଜେନ୍ ସିଲିଣ୍ଡର…

