ଜାତୀୟ

ବର୍ଷାଋତୁ ପୂର୍ବରୁ ବୁଢ଼ା ପାହାଡ଼ ହେବ ମାଓମୁକ୍ତ: ଆରମ୍ଭ ହେବ ଅପରେଶନ୍‌ ଅଲ୍‌ଆଉଟ୍‌

ରାଞ୍ଚି ୨୫।୫: ବର୍ଷାଋତୁ ପୂର୍ବରୁ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଥିବା ବୁଢ଼ା ପାହାଡ଼ ଅଞ୍ଚଳକୁ ମାଓମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଠାରେ ମାଓବାଦୀମାନେ ସକ୍ରିୟ ଥିବାରୁ ଅପରେଶନ୍‌ ଅଲ୍‌ଆଉଟ୍‌ ଯୋଜନା ଆରମ୍ଭ କରାଯିବ। ଏଥିରେ ଦୁଇ ରାଜ୍ୟର…

ବିଧବା ବୋହୂଙ୍କ ବିବାହ କରାଇଲେ ଶାଶୁ: ଝିଅ ପରି କଲେ ବିଦା

ରାୟପୁର, ୨୫।୫: ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ତାଙ୍କୁ ଝିଅପରି ବିଦା କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଘଟଣା। ଏହା ସାଧାରଣରେ ଏକ ଉଦାହରଣ ସୃଷ୍ଟି କରିଛି। ସ୍ଥାନୀୟ ହୀରାପୁର ଗାଁରେ ବାସ କରୁଥିବା…

ଆଣ୍ଡାମାନରେ ଗୋଟିଏ ରାତିରେ ୨ ଥର ଭୂକମ୍ପ

ପୋର୍ଟବ୍ଲେୟାର,୨୫।୫: ଆଣ୍ଡାମାନ ନିକୋବରରେ ୨ଥର ଭୂକମ୍ପ ଅନୁଭୁତ ହୋଇଛି। ପ୍ରଥମ ଭୂକମ୍ପ ରାତି ୨ଟା ୫୨ରେ ହୋଇଥିବାବେଳେ ଦ୍ୱିତୀୟ ଭୂକମ୍ପ ଭୋର ୫ଟାରେ ହୋଇଛି। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ଥିବାବେଳେ ଦ୍ୱିତୀୟର ତୀବ୍ରତା ୪.୮ ଥିବା ଭାରତୀୟ…

ପେଟରୁ ବାହାରିଲା ଚାମୁଚ, ସ୍କୃ-ଡ୍ରାଇଭର, ଟୁଥ୍‌ ବ୍ରସ୍‌ ଓ ଛୁରୀ

ଶିମଲା,୨୫।୫: ହିମାଚଳପ୍ରଦେଶ ହୈରତ୍‌ଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ପେଟରୁ ୮ ଷ୍ଟିଲ୍‌ ଚାମୁଚ, ୨ ସ୍କୃ-ଡ୍ରାଇଭର, ୨ ଟୁଥ୍‌ ବ୍ରସ୍‌ ଏବଂ ଗୋଟିଏ ଛୁରୀ ଅପରେଶନ୍‌ କରି ବାହାର କରାଯାଇଛି। ସ୍ଥାନୀୟ ମଣ୍ଡି ସ୍ଥିତ ଲାଲ୍‌ ବାହାଦୂର ଶାସ୍ତ୍ରୀ ମେଡିକାଲ୍‌ରେ ଡାକ୍ତରମାନେ…

ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୫।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି। ଏଥିରେ ବଲିଉଡ୍‌ କଳାକାର ମଧ୍ୟ ସାମିଲ ଅଛନ୍ତି। ତେବେ ବଲିଉଡ୍‌ ଅଭିନେତ୍ରୀ ପୂର୍ଣ୍ଣା ଜଗନ୍ନାଥନ୍‌ ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦିଙ୍କ…

୫ ମହଲା ହୋଟେଲରେ ଅଗ୍ନିକାଣ୍ଡ: ନିଆଁ ଘେରରେ କେତେକ ପରିବାର

ଲକ୍ଷ୍ନୌ, ୨୫।୫: ଉତ୍ତରପ୍ରଦେଶ କାନପୁରରେ ଏକ ୫ ମହଲା ହୋଟେଲ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କଲେକ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଲକି ହୋଟେଲରେ କେତେକ ପରିବାର ନିଆଁ ଘେରରେ ରହିଥିବା କୁହାଯାଉଛି। ସେମାନେ ବୁଲିବା ପାଇଁ ଏଠାକୁ ଆସି ହୋଟେଲରେ ରହିଥିଲେ।…

ପ୍ରତିନିଧିତ୍ୱ କରିବେ ୭୮ ମହିଳା

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନ ଶେଷ ହୋଇ ଫଳ ପ୍ରକାଶ ପାଇଛି। ଜୁନ୍‌ ୩ ପୂର୍ବରୁ ଗଠନ ହେବାକୁ ଥିବା ସପ୍ତଦଶ ଲୋକ ସଭାକୁ ଦେଶର ବିଭିନ୍ନ ଭାଗରୁ ଭିନ୍ନ ଭିନ୍ନ ରାଜନୈତିକ ଦଳର ୭୮ ମହିଳାଙ୍କୁ ମତଦାତା ନିର୍ବାଚିତ କରିଛନ୍ତି।…

ନିଜ ହେଲିକପ୍ଟରକୁ ଖସାଇଥିଲା ଆଇଏଏଫ୍‌

ନୂଆଦିଲ୍ଲୀ,୨୫ା୫: ପୁଲ୍‌ଓ୍ବାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟ୍‌ ଶିବିରରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌ରେ ୩୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଥିଲା। ଏହାର ସତ୍ୟାସତ୍ୟ ଅଦ୍ୟାବଧି ସାମ୍‌ନାକୁ ଆସି ନ ଥିବାବେଳେ କେତେକ ଜାତୀୟ ଗଣମାଧ୍ୟମରେ…

ବିବାଦ ସତ୍ତ୍ୱେ ବିଜୟୀ

ନୂଆଦିଲ୍ଲୀ,୨୫ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଭାଜପା ପ୍ରାର୍ଥୀ ପ୍ରଜ୍ଞାସିଂ ଠାକୁର ଏବଂ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ସେମାନଙ୍କ ଆସନରୁ ବିଜୟୀ ହୋଇଛନ୍ତି। ବିବାଦୀୟ ମନ୍ତବ୍ୟ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ…

ଆସନ ବଞ୍ଚାଇପାରିଲେ ୧୯୭ ଏମ୍‌ପି

ନୂଆଦିଲ୍ଲୀ,୨୫ା୫(ପି.ଟି.): ୨୦୧୪ରେ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ମଧ୍ୟରୁ ଏଥର ସାଧାରଣ ନିର୍ବାଚନରେ ୧୯୭ ଜଣ ନିଜ ଆସନ ବଞ୍ଚାଇପାରିଛନ୍ତି। ସେମାନଙ୍କ ମଧ୍ୟରେ ୨୭ ମହିଳା ଏମ୍‌ପି ଅଛନ୍ତି। ୭ ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ୫୪୨ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଫଳାଫଳ…

ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଲୋକ ସଭା ଭଙ୍ଗ ପାଇଁ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୪।୫: ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ବହୁମତରେ ବିଜୟୀ ହୋଇଛି। ବହୁମତ ପାଇବା ପରେ ଶୁକ୍ରବାର ସାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସମସ୍ତ ମନ୍ତ୍ରିପରିଷଦ ସଦସ୍ୟ ମଧ୍ୟ…

ସୁରଟର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ

ସୁରଟ,୨୪।୫: ଗୁଜରାଟରେ ହୀରା ସହର କୁହାଯାଉଥିବା ସୁରଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସରଥାନା ଅଞ୍ଚଳରେ ଥିବା ତକ୍ଷଶୀଳା କମପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଅଁ। ଲାଗିଯାଇ ଧୀରେ ଧୀରେ ଚାରିଆଡେ ବ୍ୟାପିଯାଇଥିଲା। ଏହି ଅଗ୍ନିକାଣ୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri